Sign in
Sign in
Recover your password.
A password will be e-mailed to you.
ଶ୍ରୀପୟର ଧୂଳି କୋଟି ତୀର୍ଥ ବଳି କେଉଁ ତୀର୍ଥ ଯିବି ମୁହିଁ, ସେଇ ଧୂଳି ଅଙ୍ଗେ ନିଇତି ବୋଳୁଛି ଲଭିବି ବୈକୁଣ୍ଠ ଭୁଇଁ
ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ
ସୂଚିତ କରୁଛି ଧର୍ମ-ଅର୍ଥ-କାମ-ମୋକ୍ଷର ପରିଚାୟକ ଚତୁଃଦ୍ୱାର ଏବଂ ବୈକୁଣ୍ଠ ପ୍ରାପ୍ତିର ପଞ୍ଚତୀର୍ଥ
ଶ୍ରୀଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମର ବାର୍ତ୍ତାବହ ପୁରୀର ମଠ…
ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ଚୂଡାନ୍ତ ଜଙ୍ଗଲ ଅନୁମୋଦନ ମିଳିଲା
୧୫୨୪ ହେକ୍ଟର ଜଙ୍ଗଲ ଜମିର ଅଣ ଜଙ୍ଗଲ ବ୍ୟବହାର ପାଇଁ ଅନୁମତି ମିଳିଲା
୩୦ ବର୍ଷର ସ୍ବପ୍ନ ପୂରଣ ହେଲା
୨୩ ହଜାର ହେକ୍ଟର ଜମି ହେବ ଜଳସେଚିତ
ଉପକୃତ ହେବେ ଦଶପଲ୍ଲା ଓ ନୟାଗଡର ଚାଷୀ ଓ ସାଧାରଣ ଜନତା
ମୁଖ୍ୟମନ୍ତ୍ରୀ ତାଙ୍କ ନୂଆ ଦିଲ୍ଲୀ ଗସ୍ତ ସମୟରେ ଏ ବିଷୟରେ…
ରଥଯାତ୍ରା ପାଇଁ ଆଇଟିସି ନିମାଇଲର ସ୍ୱତନ୍ତ୍ର ପଦକ୍ଷେପ “ଶୁଦ୍ଧ ଶୁଭାରମ୍ଭ”
ପ୍ରଥମ ଥର ପାଇଁ ଆଇଟିସି ନିମାଇଲ ରଥ ପଥର ଶୁଦ୍ଧତା ସହିତ ପବିତ୍ର ରଥଯାତ୍ରାର ଆରମ୍ଭକୁ ଚିହ୍ନିତ କରୁଛି ।
ପୁରୀ: ଆଇଟିସିର ଅଗ୍ରଣୀ ଫ୍ଲୋର୍ କ୍ଲିନର ବ୍ରାଣ୍ଡ ଚଳିତ ରଥଯାତ୍ରାରେ ‘ନିମାଇଲ ଶୁଦ୍ଧ ଶୁଭାରମ୍ଭ’ ନାମରେ ଏକ ସ୍ୱତନ୍ତ୍ର ପ୍ରୟାସର ଆରମ୍ଭ କରିଛି । ଏହା ହେଉଛି ନୀମ ଆଧାରିତ…
ଓଡିଏମ୍ରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପାଠ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର: ଆଧୁନିକ ସମାଜର ଆବଶ୍ୟକତା ଅନୁସାରେ ଭବିଷ୍ୟତରେ ସଫଳ ନାଗରିକ ଗଢିବା ପାଇଁ ଓଡିଏମ୍ ଶିକ୍ଷାସମୂହ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପାଠ୍ୟକ୍ରମର ଶୁଭାରମ୍ଭ କରିଛି । ଏକବିଂଶ ଶତାବ୍ଦୀର ଚାହିଦା ଅନୁଯାୟୀ ଦେଶ ଓ ବିଦେଶର ଚାକିରି ବଜାରରେ…
ଇସରାଏ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଚାର୍ଟରିଙ୍ଗ୍ ସେରିମନି ପାଳିତ
ଭୁବନେଶ୍ୱର,: ଇଣ୍ଡିଆନ୍ ସୋସାଇଟି ଅଫ୍ ହିଟିଂ, ରେଫ୍ରିଜରେଟିଙ୍ଗ୍ ଆଣ୍ଡ ଏୟାର କଣ୍ଡିସ୍ନିଂ ଇଞ୍ଜିନିୟର୍ସ (ଆଇଏସ୍ଏଚ୍ଏଆର୍ଏଇ) ଭୁବନେଶ୍ୱର ଚାପ୍ଟର ଗର୍ବର ସହିତ ଏହାର ଚାର୍ଟରିଂ ସେରିମନିର ଆୟୋଜନ କରିଛି, ଯାହା ରାଜ୍ୟରେ ଏହାର ଅଭିନବ ଓ ଉଲ୍ଲେଖନୀୟ ଯାତ୍ରା କ୍ଷେତ୍ରରେ ଏକ…
କିସ୍ନା ଡାଇମଣ୍ଡ ଆଣ୍ଡ୍ ଗୋଲ୍ଡ ଜୁଏଲାରୀ ପକ୍ଷରୁ ନିଜର ରିଟେଲ ପାର୍ଟନରଙ୍କ ପାଇଁ ଏକ ବ୍ୟବସାୟିକ ବୈଠକ
ଭୁବନେଶ୍ୱର: ହରି କ୍ରିଷ୍ଣା ଗ୍ରୁପ୍ର କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ପକ୍ଷରୁ ନିକଟରେ ଭୁବନେଶ୍ୱରରେ ଏହାର ସମ୍ମାନିତ ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ ବୈଠକର ଆୟୋଜନ କରାଯାଇଥିଲା । ଏହି ଏକତ୍ରିକରଣର ପ୍ରାଥମିକ ଲକ୍ଷ୍ୟ ଥିଲା ଦେଶବ୍ୟାପୀ କିସ୍ନା ଏକ୍ସକ୍ଲୁସିଭ…
ସଫଳ ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଆନ୍ତରିକ ଧନ୍ୟବାଦ: ମନମୋହନ ସାମଲ
ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସମେତ ଅନେକ ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତା ଏବଂ ପୋଲିସ ପ୍ରଶାସନର ସଫଳ ଉଦ୍ୟମ ଯୋଗୁଁ ସମ୍ଭବ ହୋଇଛି
ସଫଳ ରଥଯାତ୍ରା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା
ଭୁବନେଶ୍ୱର, ତା.୦୮/୦୭: ସର୍ବଧର୍ମ, ସର୍ବମତ…
ଭକ୍ତି ଓ ଉଲ୍ଲାସ ଭିତରେ ଖଲ୍ଲିକୋଟ ରଥଯାତ୍ରା ପାଳିତ
(ଶାସକ ପ୍ରଶାସକ/ଶିବରାମ ଜେନା) ଖଲ୍ଲିକୋଟ: ଖଲ୍ଲିକୋଟ ର ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସର ବେଶ୍ ସରଗରମ ଥିବା ବେଳେ ରଥଯାତ୍ରା ର ଅବସରରେ ତିନି ଠାକୁରଙ୍କ ନିତୀକାନ୍ତି ସକାଳୁ ସକାଳୁ ସରିଯାଇଥିବା ପରିଲକ୍ଷିତ ହୋଇଥିଲା। ଆଜି ଭୀଷଣ ବର୍ଷା ସତ୍ତ୍ୱେ ତିନି ଠାକୁରଙ୍କୁ ରଥକୁ ପହଣ୍ଡି…
ରଥଯାତ୍ରା ରେ ସେବା ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପବିତ୍ର ରଥ ଯାତ୍ରା ଉପଲକ୍ଷେ ଓଡିଶା ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡସ , ଭୁବନେଶ୍ଵର ଆନୁକୂଲ୍ୟରେ ଗଜପତି ଜିଲ୍ଲା ଭାରତ ସ୍କାଉଟସ ଏବଂ ଗାଇଡସ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ…
ମୋହନା ପ୍ରେସ କ୍ଲବ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ପ୍ରେସ୍ କ୍ଳବ୍ ପକ୍ଷରୁ ବନ ମହୋତ୍ସବ ଅବସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୋହନା ସରକାରୀ ଏସ୍ ଏସ୍ ଡି ହାଇସ୍କୁଲ୍ ଛାତ୍ରୀ ନିବାସ ପରିସରରେ ପ୍ରେସ କ୍ଲବ ସମ୍ପାଦକ ସୁମନ ପଟ୍ଟନାୟକଙ୍କ ସଂଯୋଜନାରେ…