Sign in
Sign in
Recover your password.
A password will be e-mailed to you.
ମା’ ପାଇଁ ଗଛଟିଏ ଅଭିଯାନ:- ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ
ମା' ଭଳି ବୃକ୍ଷ ମଧ୍ୟ ଆମ ଜୀବନର ଏକ ଅବିଛେଦ୍ୟ ଅଙ୍ଗ :- ଅଶ୍ଵିନୀ ଷଡଙ୍ଗୀ
ବରଗଡ଼:- ବିଶ୍ୱ ପରିବେଶ ଦିବସ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ “ଏକ ପେଡ ମା କେ ନାମ” (ମା ପାଇଁ ଗଛଟିଏ) କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ରାଜ୍ୟ ସରକାରଙ୍କର “ମା' ପାଇଁ ଗଛଟିଏ” ଅଭିଯାନ ଅନ୍ତର୍ଗତ,…
ଜଗତସିଂହପୁର ନିୟନ୍ତ୍ରିତ ବଜ଼ାର କମିଟି ପକ୍ଷରୁ ମାର୍କଣ୍ଡପୁର ଠାରେ ବହୁମୁଖୀ ଗୋଦାମ୍ ଗୃହ ର ଶୁଭ ଉଦଘାଟନ
ଜଗତସିଂହପୁର,ତା-୧୦.୦୭.୨୦୨୪/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜିଲ୍ଲା ରେ , ନିୟନ୍ତ୍ରିତ ବଜାର କମିଟି, ଜଗତସିଂହପୁର ଏବଂ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମାର୍କଣ୍ଡପୁର ସେବାସମବାୟ ସମିତି ଅନ୍ତର୍ଗତ ସୁଜଙ୍ଗ ଠାରେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଙ୍କ ଦ୍ୱାରା ଏକ…
ଛାତ୍ରଛତ୍ରୀଙ୍କ ଏମ ଡ଼ି ଏମ ଚାଉଳ ବିକ୍ରି କରୁଥିବା ବେଳେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ ।
ନବରଙ୍ଗପୁର ୧୦/୦୭/୨୪,ଅଶୋକ ସାହୁ, ଶାସକ ପ୍ରଶାସକ.ପାପଡାହ|ଣ୍ଡି ବ୍ଲକ ପାତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଥିବା ମଧ୍ୟାହ୍ନ ଭୋଜନ ଚାଉଳ କୁ ଦୁଇ ପେକେଟ ଚାଉଳକୁ ସୁଶାନ୍ତ କୁମାର ସାମଲ ନାମକ ପ୍ରଧାନ ଶିକ୍ଷକ ବିକ୍ରି କରିଥିବା ଏକ ଭିଡିଓ ଭାଇରାଲ୍ ହୋଇଛି।…
ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଅଦାଲତ ଶିବିର ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗ ଅଦାଲତ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଡ.ମିନତୀ ବେହେରା , ଅଧ୍ୟକ୍ଷ , ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ ମହିଳା…
ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଶ୍ରୀମତୀ ଲିଶା…
କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲା ଗୁଣପୁର ର ବୈଶ୍ଯସଂଘ : ରେଳପଥ ସଡକପଥ ଓ ତୀର୍ଥକ୍ଷେତ୍ର ର ବିକାଶ ପାଇଁ ଦାବି
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି; ଗୁଣପୁର କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ତଥା ପୋଡଶୀ ଶ୍ରୀକାକୁଲମ ସାଂସଦ କେ. ରାମମୋହନ ନାଇଡୁଙ୍କୁ ଗୁଣପୁର ଯୁବ ବୈଶ୍ଯସଂଘ ର କର୍ମକର୍ତ୍ତା ମାନେ ଭେଟି ଆଜି ସିମାନ୍ତ ଅଞ୍ଚଳର ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ବିଶେଷ କରି ହାଇଦ୍ରାବାଦ ଠାରୁ…
ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କର ଶ୍ରୀ ରଘୁନାଥ ଜିଉଙ୍କ ଦର୍ଶନ
ଓଡ଼ଗାଁ, ୧୦।୭(ଶ୍ରୀକାନ୍ତ କୁମାର ମିଶ୍ର): ଉତ୍ତର ପ୍ରଦେଶ ମରୋଦାବାଦ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ସ୍ବାମିଜୀ ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ବିଜେ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କୁ ସୋମବାର ରାତି ୯ଟା ସମୟରେ ୪୦ରୁ ଉର୍ଦ୍ଧ୍ବ ଶିଷ୍ୟଙ୍କ ଗହଣରେ ଦର୍ଶନ ସାରି ପୁରୀକୁ ଫେରି ଜଣାଯାଇଛି । ବାଲ୍ୟକାଳରୁ…
ଭାବରେ ବନ୍ଧା ଜଗନ୍ନାଥ, ଭକ୍ତ ଇଚ୍ଛାରେ ଆତଯାତ
ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ
ସାଧାରଣ ଦର୍ଶକଙ୍କ ଉତ୍ସୁକତା ଓ ଗବେଷକଙ୍କ ଅନୁସନ୍ଧିଚ୍ଛା ବୃଦ୍ଧିରେ ହେଉଛି ସହାୟକ
ପୁରୀ/ଭୁବନେଶ୍ୱର: ଜଗତର ନାଥ ଶ୍ରୀଜଗନ୍ନାଥା ସେ କେବଳ ଭକ୍ତିର ଠାକୁର ନୁହଁନ୍ତି, ସେ ଭାବର…
କ୍ୟାବିନେଟରେ ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମୋହର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରି ଏଥିରେ ଗ୍ରହଣ କରାଯାଇଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି। ଆଜିର ବୈଠକରେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି, ଶ୍ରମିକଙ୍କ ଜୀବନ ଜୀବିକାର…
ନବୀନ ଜିନ୍ଦଲଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଣ୍ଡିଆ ଷ୍ଟିଲ୍ ଆସୋସିଏସନର ପ୍ରତିନିଧି ଦଳ
ଭୁବନେଶ୍ଵର, ୦୯-୦୭-୨୦୨୪: ଲୋକସଭା ସାଂସଦ ତଥା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ (ଜେଏସପି) ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଆଜି ଓଡ଼ିଶାର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଇସ୍ପାତ ସଂଘର ଏକ ପ୍ରତିନିଧି ଦଳସାକ୍ଷାତ କରିଛନ୍ତି । ଇସ୍ପାତ…