Sign in
Sign in
Recover your password.
A password will be e-mailed to you.
ସୋଆରେ ଭିଏତନାମର ସାଂସ୍କୃତିକ ଦଳ ପକ୍ଷରୁ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ
ଭୁବନେଶ୍ୱର, ଜୁଲାଇ ୨୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଦର୍ଶନରେ ଆସିଥିବା ଭିଏତନାମର ୨୦ ଜଣିଆ ସାଂସ୍କୃତିକ ଦଳ ବୁଧବାର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଉପସ୍ଥିତ ଥିବା ଭରପୂର ଦର୍ଶକଙ୍କ ସମ୍ମୁଖରେ ଚିତାକର୍ଷକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ଭିଏତନାମର ନିନ ଥୁଆନ୍ ପ୍ରଦେଶରୁ…
ଡ଼ିଲର ନିମାଇଁ ଚରଣ ମହାନ୍ତିଙ୍କ ପରଲୋକରେ ଶୋକ l
(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ଦାଉଦପୁର ପଞ୍ଚାୟତ ବଗୁଲିପଡା଼ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ର ଡ଼ିଲର ନିମାଇଁ ଚରଣ ମହାନ୍ତି(୭୩) ଙ୍କ ବାସଭବନରେ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସାନ ଭାଇ ପଞ୍ଚାୟତ…
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା
"ସୁଭଦ୍ରା' ଯୋଜନା ପାଇଁ ବଜେଟ୍ରେ ୧୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ
ନାରୀ ଶକ୍ତିର ବିକାଶ ଉପରେ ଗୁରୁତ୍ୱ: ବଜେଟ୍ରେ ହେଲା ତିନିଗୁଣା ବୃଦ୍ଧି
ପର୍ଯ୍ୟଟନ କ୍ଷେତ୍ରର ସାମଗି୍ରକ ବିକାଶ ପାଇଁ ୮୦୦ କୋଟି ଟଙ୍କାର ବ୍ୟୟ ଅଟକଳ
ଭୁବନେଶ୍ୱର: ଆଜି ଓଡ଼ିଶା…
ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମ ସଂଯୋଗୀକରଣ ପ୍ରଶିକ୍ଷଣ “ବର୍ଣ୍ଣାଳୀ” କର୍ମଶାଳା ଉଦଯାପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମ ସଂଯୋଗୀକରଣ - "ବର୍ଣ୍ଣାଳୀ" ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଏହା ବିଦ୍ୟାଳୟ…
ଆଇଭିଏଫ୍ ସମାଜ ପାଇଁ ଏକ ବରଦାନ: ସୋଆ ଉସଭାପତି
ସମ୍ ହସ୍ପିଟାଲ୍ ସିଏଚ୍ଆର୍ ପକ୍ଷରୁ ବିଶ୍ୱ ଆଇଭିଏଫ୍ ଦିବସ ପାଳିତ
ଭୁବନେଶ୍ୱର, ଜୁଲାଇ ୨୫: ବର୍ତମାନ ସମାଜରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍) ଏକ ବରଦାନ ପାଲଟିଛି । ଲକ୍ଷ ଲକ୍ଷ ଦମ୍ପତିଙ୍କ ପାଇଁ ଆଇଭିଏଫ୍ ଆଶାର କିରଣ ପାଲଟିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର…
ପୁରେନା ରେ ସାଂସ୍କୃତିକ ଦିବସ ପାଳିତ।
ପଦ୍ମପୁର :- ତା ୨୫/୦୭- ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ଚତୁର୍ଥ ଦିବସ ରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସାଂସ୍କୃତିକ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରମୋଦ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶ୍ରୀ ଅକ୍ଷୟ କୁମାର ବେହେରା, ଶ୍ରୀ ଲେଖ୍ରୃ…
ପଦ୍ମପୁର ରେ ଡ଼ିଜିଗଭର୍ମେଣ୍ଟ ପ୍ରଶିକ୍ଷଣ ଉଦଘାଟିତ।
ପଦ୍ମପୁର :- ସ୍କୁଲ ମାନଙ୍କର ଆର୍ଥିକ ନେଣଦେଣ ସ୍ୱଚ୍ଛଳ ଓ ସୁଗମ କରିବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଡିଜିଗେଭର୍ମେଣ୍ଟ ପ୍ରଶିକ୍ଷଣ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକା ସାଙ୍ଗରେ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ସଭାରେ ସଭାପତିତ୍ବ କରିଥିଲେ…
ମା ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଲୋନ ପ୍ରଦାନ…
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଜୀବିକା ମିଶନ ତଥା ମିଶନ ଶକ୍ତି ବିଭାଗର ଲୋକାଭିମୁଖୀ କାର୍ଯ୍ୟକଳାପ SHG ବ୍ୟାଙ୍କ୍ ଲିଙ୍କେଜରେ ଆଜି ଭାରତୀୟ ଷ୍ଟେଟବେଙ୍କ ଟିକାବାଲି ଶାଖା ତରଫରୁ ମା ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ ମାଷ୍ଟ୍ରପଡ଼ା, ଟିକାବାଲିକୁ ୧୦ ଲକ୍ଷ ଟଙ୍କା ଋଣ (ବିନାସୁଧ)…
ଉତ୍କଳ ଆଲୁମିନା କମ୍ପାନୀ ପ୍ରଜେକ୍ଟ ଉଦ୍ୟମୀର ବାର୍ଷିକ ଉଦ୍ୟୋଗୀ ମେଳା ଅନୁଷ୍ଠିତ।
କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲା କାଶିପୁର ବ୍ଲକ ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକର ଉତ୍କଳ ଆଲୁମିନା କାରଖାନା ର ପ୍ରଭାବିତ ଅଞ୍ଚଳରେ ଉତ୍କଳ ଆଲୁମିନା ସହଯୋଗିତା ଓ ଇଡିଆଇଆଇ ମିଳିତ ଆନୁକୂଲ୍ୟରେ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ସ୍ବବଲମ୍ବୀ କରି ଛୋଟଛୋଟ ଉଦ୍ୟୋଗୀ…
ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ 2024 ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଜଗତସିଂହପୁର ,ତା 25.07.24 ସୁମନ୍ତ କୁମାର ଦାସ:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ 78 ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ…