ବିଜେପୁର :-ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବିଜେପୁର ବ୍ଲକ ଚାରପାଲି ଗ୍ରାମପଂଚାୟତ ଅନ୍ତର୍ଗତ କ6ର୍ଲ ରାମପୁର ଗ୍ରାମରେ ଗଙ୍ଗାଧର ମେହେର ଲିଫ୍ଟ ଯୋଗାଇଦିଆଯାଇ ଥିଲେ ମଧ୍ୟ ସେଠାକାର କେତେଜଣ ଚାଷୀକୁ ବାଦଦେଇ ପ୍ରାୟ ୭୦ ପ୍ରତିଶତ ଚାଷୀ ଙ୍କ ଚାଷଜମି ଅଣସେଚିତ ହୋଇଥିବାରୁ ଚାଷୀ ମାନେ ବହୁ ଅସୁବିଧାର ଶମ୍ବୁଖିନ ହୋଇଉନ୍ତି l ଏବଂ ପ୍ରତେକ ବର୍ଷ ମରୁଡ଼ି ର ଶମ୍ବୁଖିନ ହେଉଛନ୍ତି l କୌଣସି ମତେ ପାଖରେ ଥିବା ଜଳାଶୟ ରୁ ଲିଫ୍ଟ ଯୋଗେ ଅଣ ଜଳସେଚିତ ଜମିକୁ ପାଣି ଯୋଗାଇ ଦେଲେ ଚାଷୀବୃନ୍ଦ ଆଶ୍ୱସ୍ଥି ଲାଭ କରିବାକୁ ଦାବି କରିଛନ୍ତି l ଚାଷୀଙ୍କ ଦାବି କୁ ଜ଼ିଲ୍ଲାପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ ଉଠାଜଳସେଚନ ବିଭାଗ କୁ ଯଥାଶୀଘ୍ର ଜଣାଯିବ ବୋଲି ଚାଷୀଙ୍କୁ ପ୍ରତିଶୃତି ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.