ସୋଆରେ ଆପ୍ଲାଏଡ୍ ମ୍ୟାଥମେଟିକ୍ସ ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର, ୨୭/୦୭: ନିୟମିତ ଜ୍ଞାନ ଆହରଣ ଏବଂ ବିଦ୍ୟାକୁ ଅନ୍ୟମାନଙ୍କ ସହ ବାଂଟିବା ମଣିଷ ପାଇଁ ଖୁବ୍ ଜରୁରୀ ଏବଂ ଶିକ୍ଷା ଜଗତର ଏହା ଦ୍ୱାରା ବିକାଶ ହୋଇଥାଏ ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟେଲେନ୍ବୋଶ୍ଚ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ.ଡି. ମାକିଣ୍ଡେ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)…

ଜାପାନର କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍

ଭୁବନେଶ୍ୱର, ୨୬ ।୭: ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଜାପାନର କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଛି। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି…

ନୂଆ ଦିଲ୍ଲୀରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଳୁ ସମସ୍ୟାର ସମାଧାନ ପାଇଁ ଆଲୋଚନା ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନୂଆ ଦିଲ୍ଲୀ ଠାରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ଆଳୁ ଯୋଗାଣ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗ ଦେବା…

ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାର: ନିର୍ଦ୍ଦେଶନାମା ଜାରି କଲେ କୃଷି ସଚିବ ଡ. ଅରବିନ୍ଦ ପାଢୀ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ ସମ୍ପାଦନ କରାଯିବ ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତିା…

ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ ପାଳିତ।

ପଦ୍ମପୁର :- ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ପଞ୍ଚମ ଦିବସ ରେ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ। କୌଶଳୀ ପ୍ରଶିକ୍ଷଣ ପ୍ରାପ୍ତ ବରିଷ୍ଠ…

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 41ତମ ସ୍ଵନକ୍ଷତ୍ର ଉତ୍ସବ ପାଳିତ

 ଛାତ୍ରଛାତ୍ରୀ ନିଜ ସହିତ ନିଜେ ପ୍ରତିଯୋଗିତା କରିବା ଆବଶ୍ୟକ: ମୁଖ୍ୟ ବକ୍ତା ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 41ତମ ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷ…

କରନାଳର,ମରାମତି ପାଇଁ ଚାଷିଙ୍କର ଦାବି

 ଜଗତସିଂହପୁର ତା -୨୬/୦୭/୨୪ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ଗ୍ରାମ ପଞ୍ଚାୟତ ସ୍ଥିତ ତିନି ଚାରି ଖଣ୍ଡ ଗାଁର ଚାଷୀଙ୍କ ଦୁଃଖ କହିଲେ ନସାରେ ବର୍ଷା ପାଣିକୁ ଚାତକ ପରି ଚାହିଁ ରହିଛନ୍ତି ଚାଷୀ l ଟିପି ଟିପି ଲଘୁଚାପ ବର୍ଷାରେ ତିନ୍ତି ଚାଷୀ ବିଲରେ…

କାରଗିଲ ବିଜୟ ଦିବସ ପାଳନ କଲେ ଅବସରପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘ।

ବାସୁଦେବପୁର -୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖ ଦିନ ଭାରତର ବୀର ଯବାନଙ୍କ ଆପ୍ରାଣ ଉଦ୍ୟମ ଏବଂ ସାହସିକତା ର ସହିତ ଯୁଦ୍ଧ କରି ହାସଲ କରିଥିଲେ କାରଗିଲ ଉପରେ ବିଜୟ। ଯେଉଁଥିରେ ୫୦୦ ଉର୍ଦ୍ଧ୍ବ ଭାରତୀୟ ଜବାନ ଶହୀଦ ହୋଇଥିବା ବେଳେ ହଜାର ହଜାର ଜବାନ ଆହତ ହୋଇଥିଲେ। ସୂଚନା ଅନୁଯାୟୀ ଭାରତର…

ଭାରତୀୟ ଜନତା ପାର୍ଟି ତରଫରୁ କାରଗିଲ୍ ବିଜୟ ଦିବସ ପାଳିତ।

ମୟୂରଭଞ୍ଜ ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ର ।(ଶାସକ ପ୍ରଶାସକ): ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ଝାରପୋଖରିଆ ର ଆଶିର୍ବାଦ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ୨୫ ତମ କାରଗିଲ ବିଜୟ ଉତ୍ସବ । ଏହି ବିଜୟ ଉତ୍ସବରେ ବିଜେପିର ବରିଷ୍ଠ ନେତା ଅମୂଲ୍ୟ କୁମାର ଦଣ୍ଡପାଟ ସଭାପତିତ୍ୱ…

ବ୍ଲକସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନର ପ୍ରଥମ ସମୀକ୍ଷା ବୈଠକ

ବରଗଡ଼:- ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଗତ ଜୁଲାଇ ମାସ ୬ ତାରିଖରେ ପାଇକମାଲ ବ୍ଲକଠାରେ ଶୁଭାରମ୍ଭ ହୋଇଥିବା ସଂପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମର ପ୍ରଥମ ମାସର ପ୍ରଗତୀ ସମୀକ୍ଷା କରିଛନ୍ତି । ଏହି କାର୍ଯ୍ୟକ୍ରମର ୬ଟି ସୂଚାଙ୍କ ଯଥା- ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ବିକାଶ, ପୋଷଣ ଏବଂ…