୨୫ରେ ଓଡିଶା ମାନବାଧିକାର କମିଶନରେ ଆବେଦନକାରୀ/ ପକ୍ଷଙ୍କ ବ୍ୟକ୍ତିଗତ ଉପସ୍ଥିତି ପାଇଁ ବାରଣ

2

ଭୁବନେଶ୍ୱର : ଭିଷଣ ସାମୁଦ୍ରିକ ଝଡ “ଦାନା”ର ଭୟାବହତାକୁ ଦୃଷ୍ଟିରେ ରଖି ଓଡିଶା ମାନବାଧିକାର କମିଶନ ଆସନ୍ତା ତା ୨୫.୧୦.୨୦୨୪ ରିଖରେ ଓଏଚଆରସିରେ ଆବେଦନକାରୀ/ ପକ୍ଷଙ୍କ ବ୍ୟକ୍ତିଗତ ଉପସ୍ଥିତିକୁ ପରିହାର କରିଛନ୍ତି । ଏହାଦ୍ବାରା ସେମାନଙ୍କ ଅନୁପସ୍ଥିତିରେ କୌଣସି ପ୍ରତିକୁଳ ଆଦେଶ ଜାରି କରାଯିବ ନାହିଁ ବୋଲି କମିଶନ୍ ପକ୍ଷରୁ ସ୍ଷଷ୍ଟ କରାଯିବା ସହିତ ପରବର୍ତ୍ତି ସମୟରେ ଏହା ଅବଗତ କରାଯିବ ।

Leave A Reply

Your email address will not be published.