ବିଧାୟକ ସନତ କୁମାର ଗଡ଼ତିଆ ନୂତନ ରାସ୍ତା ଅଗ୍ରଗତି ଉପରେ ଅନୁଧ୍ୟାନ କଲେ

3

 ବିଜେପୁର :-ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତ ଅନୁଧ୍ୟାନ କରିଛନ୍ତି ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସନତ କୁମାର ଗଡତୀୟା।ପୁଞ୍ଜି ପଥରରୁ ଲାଉମୁଣ୍ଡା ରାସ୍ତା ଓ ଫୁଲେରପାଲି ରାସ୍ତାର ଅଗ୍ରଗତି ଉପରେ ଅନୁଧ୍ୟାନ କରିବା ସହ ନିର୍ମାଣାଧୀନ କଲଭଟ ଠିକ ଭାବରେ ନିର୍ମାଣ ଚାଲିଛି କିନାହିଁ ତାହା ତଦାରଖ କରି ତୁରନ୍ତ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।ପରେ ଯୋଖିପାଲିରେ ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କ ସହିତ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।

Leave A Reply

Your email address will not be published.