କୁଡୁମୀ ସଂପ୍ରଦାୟର ସଂସ୍କୃତି ଓ ପରମ୍ପରା ବଞ୍ଚାଓ ଅଭିଯାନ

3

ମୟୁରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।(ଶାସକ ପ୍ରଶାସକ)ମୟୂରଭଞ୍ଜ ଜିଲ୍ଲା  ରେ ପ୍ରାୟ ପଚିଶି ଶତକଡା କୁଡୁମୀ ସଂପ୍ରଦାୟ ବାସ ବାସ କରନ୍ତି। ଏହି ପରିପ୍ରେକ୍ଷୀରେ କୁଡୁମୀ ସେନା ପକ୍ଷରୁ ସପ୍ତମ ବର୍ଷ ବାନ୍ଦନା ପରବ ଭେଟଘାଟ ୧୦ ନଭେମ୍ବର ୨୦୨୪ ରିଖ ରବିବାର ଧାନଘୋରି (ବଡଚାଟରା) ପଡ଼ିଆରେ ଅନୁଷ୍ଠିତ ହେବ, ଏଥିରେ ଗୋରୁଖୁଣ୍ଟା ଓ ଢେଙ୍ଗୁଆନ୍ ପ୍ରତିଯୋଗିତା , ଝୁମର ମେଲୋଡି , ବନ୍ଧୁ ମିଳନ ସମାବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ,ଏହି ପରିପ୍ରେକ୍ଷୀରେ ସରସକଣା ର ବାଲିଆସାହି ରେ ଥିବା ଶିବ ପାର୍ବତୀ ମଣ୍ଡପ ଠାରେ  କୁଡୁମୀ ସେନାର ଏକ  ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକରେ ସପ୍ତମ ବାର୍ଷିକ ବାନ୍ଦନା ପରବ୍ କୁ  ଏ ବର୍ଷ ଜୋରଦାର କରା ଯିବ  ବୋଲି କୁଡୁମୀ ସେନା ର ପ୍ରତିଷ୍ଠାତା ସଭାପତି ଶ୍ରୀ ଜୈମୁନି କୁମାର ମହାନ୍ତ ଯୋଗ ଦେଇ କହିଥିଲେ, ଏହି ବୈଠକ ରେ ସାରସକଣା ବ୍ଲକ୍ କୁଡ଼ୁମୀ ସେନା ର ସାଇରାମ୍ ମହାନ୍ତ , ବିଶ୍ଵନାଥ ମହାନ୍ତ, ଅଜିତ୍ କୁମାର ମହାନ୍ତ , କାହ୍ନୁ ଚରଣ ମହାନ୍ତ,କୁବେର ମହାନ୍ତ, ପ୍ରଶାନ୍ତ ମହାନ୍ତ, ଶିତେଶ ମହାନ୍ତ କୁଡୁମୀ ମହିଳା ସେନାର ସସ୍ମିତା ମହାନ୍ତ, ଶକୁନ୍ତଳା ମହାନ୍ତ, ନୂଆ କରି ସାରସକଣା କୁଡୁମୀ ମହିଳା ସେନା ରେ ଯୋଗଦେଇ ଥିବା ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତ, ଲକ୍ଷ୍ମୀପ୍ରିୟା ମହାନ୍ତ , ନିରୁପମା ମହାନ୍ତ , ସୌରବିନି ମହାନ୍ତ, ପ୍ରମିଳା ମହାନ୍ତ, ରୀମା ମହାନ୍ତ ଏବଂ ଶ୍ୟାମାଖୁଣ୍ଟା ବ୍ଲକ୍ କୁଡୁମୀ ସେନାର ବିରେନ୍ଦ୍ର ମହାନ୍ତ, ସୁମନ୍ତ ମହାନ୍ତ, କ୍ଷୀରୋଦ ମହାନ୍ତ ଚାଦୁଆ ବ୍ଲକ୍ କୁଡୁମୀ ସେନାର ସଞ୍ଜୟ ମହାନ୍ତ, ଅଜୁ ମହାନ୍ତ ବାଙ୍ଗିରିପୋଷି ବ୍ଲକ୍ କୁଡୁମୀ ସେନାର ଅଜିତ୍ କୁମାର ମହାନ୍ତ, ଦୀପିକା ମହାନ୍ତ, ଲାଲୁ ମହାନ୍ତ ବଡ଼ସାହି ବ୍ଲକ୍ କୁଡୁମୀ ସେନାର ମହେଶ୍ୱର ମହାନ୍ତ, ଘାସିରାମ ମହାନ୍ତ, ନରେନ୍ଦ୍ର ମହାନ୍ତ, ବୁଲୁ ମହାନ୍ତ, ଏବଂ ବେତନଟୀ ବ୍ଲକ୍ ର ମାନଗୋବିନ୍ଦ ମହାନ୍ତ, ତପନ କୁମାର ମହାନ୍ତ ପ୍ରମୁଖ ଯୋଗଦେଇ ଥିଲେ । କେମିତି ସୁନ୍ଦର ଭାବରେ ଅନୁଷ୍ଠାନ ଟି ହୋଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା 

Leave A Reply

Your email address will not be published.