Sign in
Sign in
Recover your password.
A password will be e-mailed to you.
ପଞ୍ଚାୟତ ସ୍ତରରେ ଥିବା Un-Tied ଅନୁଦାନର ଶତକଡ଼ା ୫ ପ୍ରତିଶତ ଅର୍ଥକୁ ଶିଶୁ ଉନ୍ନୟନ ନିମନ୍ତେ ଖର୍ଚ୍ଚ କରିବା ଉପରେ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପଞ୍ଚାୟତ ସମିତି ଗୁମ୍ମାର ସମ୍ମେଳନ କକ୍ଷଠାରେ ଗୁମ୍ମା ପଞ୍ଚାୟତ ସମିତିର ସମସ୍ତ ପଞ୍ଚାୟତର ସରପଞ୍ଚ , ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ନେଇଁ ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣା ସହାୟତାରେ ଏକ ସଚେତନତା ସଭାର…
ଖଲ୍ଲିକୋଟ ଏନ୍ ଏ ସି ଦେଖାଇଲା ତାର ପାୱାର ।
(ଶାସକପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା ): ଖଲ୍ଲିକୋଟ ଏନ୍ ଏ ସି ଜନସାଧାରଣ ଙ୍କ ସୁବିଧା ପାଇଁ କରିଥିଲେ ମାର୍କେଟ କମ୍ପ୍ଲେକ୍ସ, ଦୋକାନୀ ମାନେ ଏନ୍ ଏ ସି ଅଧୀନ ରେ ଥିବା ଗୃହ କୁ ଭଡ଼ାରେ ନେଇ ଥିବା ବେଳେ ପୁଣି ସେ ଗୃହ କୁ କେତେକ ଭଡାଟିଆ ଅନ୍ୟ ଜଣକୁ ଭଡ଼ା ଲଗାଇ ତାଙ୍କଠାରୁ ଅଧିକ ଭଡା…
ବେଲଗୁଣ୍ଠାରେ ବାରମ୍ବାର ଆଘୋଷିତ ବିଦ୍ୟୁତ୍ କାଟ; ବଢୁଛି ଜନ ଅସନ୍ତୋଷ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଦୀର୍ଘ ଏକ ମାସ ହେବ ଯାନ୍ତ୍ରିକ ତ୍ରୁଟି ଏବଂ ବିଦ୍ୟୁତ୍ ଲାଇନ୍ ସଜାଡିବା ନାମରେ ବେଲଗୁଣ୍ଠା ସହରରେ ବାରମ୍ବାର ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ ହେଉଛି I ଯାହାଦ୍ୱାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ…
ଆଦର୍ଶ ଗାଁରେ ରାସ୍ତା ନାହିଁ
ଜଗତସିଂହପୁର ତା -୧/୮/୨୦୨୪ ସୁମନ୍ତ କୁମାର ଦାସ; ଆଦର୍ଶ ଗାଁ କହି କହି ଖାଇଗଲେ କୋଟି କୋଟି ଟଙ୍କା। କେଉଁଠି ପାନୀୟ ଜଳର ଅସୁବିଧା ତ କେଉଁଠି ରାସ୍ତାଘାଟ ର ସମସ୍ୟା , ଆଉ କେଉଁଠି ଫଲ୍ସ ଫଳକ ମାରି କୋଟି କୋଟି ଟଙ୍କାର ହରିଲୁଟ। ବିଗତ ଦୁଇ ବର୍ଷ ତଳେ ଏହି ଗାଁ କୁ ଦିଆଯାଇଥିଲା ଆଦର୍ଶ ଗାଁ ର…
ବିଶ୍ବ ସ୍ତନ୍ୟପାନ ସପ୍ତାହ ୨୦୨୪
ଜଗତସିଂହପୁର,ତା-୦୧.୦୮.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ “ବିଶ୍ବ ସ୍ତନ୍ୟପାନ ସପ୍ତାହ" ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଅଗଷ୍ଟ ମାସ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ଏହି…
ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ରେ ସ୍ଵାଗତ ସମ୍ବର୍ଦ୍ଧନା ଦିବସ ପାଳିତ
ଗାଇସିଲାଟ/ମନ ଡନସନା- ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟ ଠାରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପ୍ରଥମ ବର୍ଷର ନୂତନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ସଭାପତିତ୍ଵ କରିଥିଲେ । ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ…
ମହିୟସୀ ମହିଳା ପ୍ରମିଳା ପଟ୍ଟନାୟକଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳୀ ସଭା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଶ୍ରୀକରଣ ସାହିସ୍ଥ ବେଶ୍ ଜଣାଶୁଣା ବ୍ୟକ୍ତି ବିଶେଷ ପ୍ରାକ୍ତନ ସମାଜସେବୀ ରାଜନୀତିଜ୍ଞ , ବୁଦ୍ଧିଜୀବୀ , ଦିବଙ୍ଗତ ନିତ୍ୟାନନ୍ଦ ପଟ୍ଟନାୟକଙ୍କ ପତ୍ନୀ ପ୍ରମିଳl ପଟ୍ଟନାୟକ ଙ୍କ ୭୬ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଏହି ଅବସରରେ…
ଉପଖଣ୍ଡ ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।
ଗୁଣପୁର/ ୦୧/୦୮: ଗୁଣପୁର ଉପଖଣ୍ଡ ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପ ଜିଲ୍ଲାପାଳ କିରନ ଦୀପ କୌର ସହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଡେପୁଟି କଲେକ୍ଟର ମଧୁସୂଦନ ମାଝୀ…
କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବ ପଲ୍ଲବ ଉତ୍ସବ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ "ନବ ପଲ୍ଲବ " ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବକୁ ସାଂସ୍କୃତିକ ପରିଷଦର ଉପ…
ବିଜେପୁର ରେଡିଏନ୍ସ କଲେଜରେ ଜିଲ୍ଲା ସ୍ତରୀୟ ସମଲପୁରୀ ଦିନ ପାଳିତ।
ପଦ୍ମପୁର :-ସାରା ପଶ୍ଚିମ ଓଡିଶାରେ ସହର ଠାରୁ ପୁରପଲ୍ଲୀ ଯାଏଁ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ ମହା ସମାରୋହରେ ପାଳନ କରୁଥିବା ବେଳେ ବରଗଡ଼ ଜିଲ୍ଲା ବିଜେପୁର ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ଆବାହକ୍ ଶ୍ରୀଧର ସାହିତ୍ୟ ସଂସଦ ସୋହେଲା,ଆୟୋଜକ ଆମର ଦମ ବରଗଡ଼ ଏବଂ ରେଡିଏନ୍ସ କଲେଜ ବିଜେପୁରର…