ପଦ୍ମପୁର ବନବିଭାଗ କୁ ବଡ ସଫଳତା : ଧରା ପଡିଲା ଲକ୍ଷ ଲକ୍ଷ ଟଙ୍କାର ଖଇର କାଠ ସହ ପିକଅପ୍ ଭ୍ଯାନ

0


ପଦ୍ମପୁର :- ପେଟ୍ରୋଲିଂ କରୁଥିବା ବେଳେ ଚୋରା ଚାଲାଣ ହେଉଥିବା ଖଇର କାଠ ସହ ପିକଅପ୍ ଭ୍ଯାନ (ଓ ଆର୍ ୧୭ ଏଫ୍ ୭୩୨୦) କୁ ପଦ୍ମପୁର ରେଞ୍ଜ ଅଧୀନସ୍ଥ ବରିକେଲ ଗ୍ରାମରୁ ଜବତ କରିଛି ପଦ୍ମପୁର ବନ ବିଭାଗ। ଜବତ କାଠ ର ଓଜନ ୧୨ କ୍ୱିଣ୍ଟାଲ ଥିବା ବେଳେ ଏହାର ଆନୁମାନିକ ମୂଲ୍ଯ ୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପଦ୍ମପୁର ରେଞ୍ଜର ସୁଦାମ ଜଗଦଲା ସୂଚନା ଦେଇଛନ୍ତି। ଏହି ଚଢାଉ ରେ ରେଞ୍ଜର ସୁଦାମ ଜଗଦଲା, ଫରେଷ୍ଟର ଦିବାକର ପଧାନ, ଫରେଷ୍ଟ ଗାର୍ଡ ରଶ୍ମିତା ସାହୁ ଙ୍କ ସମେତ ରଞ୍ଜନ ଭଏଁସା, କୃଷ୍ଣ ବଡଗୁଛିଆ ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.