ନଭେମ୍ବର ମାସରେ ଅନିର୍ଦ୍ଦିଷ୍ଟ କାଳ ସ୍କୁଲରେ ରୋଷେଇ ବନ୍ଦ ରହିବ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ Mid Day Meal Workers ତରଫରୁ ରାମନାଗୁଡା ବ୍ଲକ ଅନ୍ତର୍ଗତ ଚାକୁଣ୍ଡା ହାଟପଦା ଠାରେ ବ୍ଲକ ସ୍ତରୀୟ ସମ୍ମିଳନୀ ଉର୍ମିଳା ଖଣ୍ଡଗିରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଜିଲ୍ଲା…

ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ନୟାଗଡ଼(ବିଶ୍ୱଜିତ ନାୟକ) : ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ନୀଳମାଧବ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ବର୍ଷିୟାନ ସାମ୍ବାଦିକ ପ୍ରଦୀପ୍ତ କୁମାର…

ତାଳପଦର ଗ୍ରାମରେ ପାରମ୍ପରିକ ରଶି ଟଣା ଖେଳକୁ ବଜାୟ ରଖିବାକୁ ଗ୍ରାମର ଯୁବକଙ୍କ ଅନବରତ ପ୍ରୟାସ

https://youtu.be/MWc5n5J0BS8 ବିଜେପୁର ସୁଶାନ୍ତ ସାହୁ(ଶାସକ ପ୍ରଶାସକ) :ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଆଜି ବି ଲୋକପ୍ରିୟ ହୋଇ ରହିଛି ରଶି ଟଣା ଖେଳ | ଏହାକୁ ନେଇ ଯୁବ ବର୍ଗଙ୍କ ଭିତରେ ରହିଛି ଅଫୁରନ୍ତ ଉତ୍ସାହ | ବିଭନ୍ନ ସ୍ଥାନରେ ମଧ୍ୟ ପାର୍ବଣ ସମୟରେ ଅନୁଷ୍ଠିତ ହୋଇ ଆସୁଛି ରଶି…

ଡା ପାଣୁ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ , ଡା ନାୟକ ସଭିଙ୍କ ପ୍ରିୟ ଥିଲେ

ବେଲଗୁଣ୍ଠା , -(ଶିବରାମ ଚୌଧୁରୀ )-, ଡାକ୍ତର ପାଣୁ ନାୟକଙ୍କ ସମାଜର ଶିକ୍ଷା, ସ୍ୱାସ୍ଥ୍ୟ,କୁସଂସ୍କାର ଦୂରୀକରଣ, କ୍ରୀଡା, ସାମାଜିକ ଦାୟିତ୍ୱବୋଧତା ଅତୁଳନୀୟ ବୋଲି ସ୍ବର୍ଗତ ପାଣୁ ନାୟକଙ୍କ ଶ୍ରାଦ୍ଧବାର୍ଷିକୀ ସଭାରେ ଆମନ୍ତ୍ରିତ ଅତିଥି ମାନେ ନିଜର ମତାମତ ରଖିଛନ୍ତି, ରବିବାର ଦିନ ଗୋବରା…

ବେଲଗୁଣ୍ଠା ବ୍ଲକ ବରିଷ୍ଠ କଳାକାର ସଙ୍ଘର ବାର୍ଷିକ ଉତ୍ସବ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ଆଜି ବେଲଗୁଣ୍ଠା ବଣିକ ସଙ୍ଘ କାଯ୍ୟାଳୟ ଠାରେ ସୁରେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବ ରେ କଳାକାର ସଙ୍ଘର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଳାକାର ସଂଘର ସଦସ୍ୟମାନେ ସକାଳ ୮. ୩୦ସମୟରେ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ଏକ…

୭୦ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୬/୧୦/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ଝାଲିଆଗୁଡ଼ା ବିଟ ଠାରେ ବନ କର୍ମଚାରୀ, ଭି ଏସ ଏସ କମିଟି ଓ ଗ୍ରାମବାସୀଙ୍କୁ ନେଇ ୭୦ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ…

ଜଗତସିଂହପୁର ପୋଲିସର ବଡ଼ ସଫଳତା କବ୍ଜାରେ ମନ୍ଦିର ଲୁଟେରା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଉଦ୍ଧାର

ଜଗତସିଂହପୁର,ତା-/ସୁମନ୍ତ କୁମାର ଦାସ: ଜଗତସିଂହପୁର ସଦର ଥାନା ଅଧୀନ ତୁମ୍ଭାଅଣ୍ଡେଇସାହି ଗ୍ରାମପଞ୍ଚାୟତ ଚଢେଇଗାଁରେ ଚନ୍ଦ୍ରଶେଖର ମନ୍ଦିରରେ ହୋଇଥିବା ଚୋରି ସହ, ବିଭିନ୍ନ ମନ୍ଦିରରୁ ଚୋରି କରୁଥିବା ଚୋରଙ୍କୁ କାବୁ କରିଛି ଜଗତସିଂହପୁର ପୋଲିସ । ଏହି ଚୋରି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଙ୍କ…

୧୧ ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦଯାପିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୬/୧୦/୨୪ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଗତକାଲି ଠାରୁ ଚାଲି ଆସୁଥିବା ଦୁଇ ଦିନିଆ ୧୧ ତମ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଦୌଡକୁଦ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ…

ଶିଶୁ ମନ୍ଦିରରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: -ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ପ୍ରଜ୍ଞାନ ମିଶନ ତରଫରୁ ଓଡିଶା ରାଜ୍ୟ ସ୍ତରୀୟ ପବିତ୍ର ଗୀତା଼ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୋଟ ୩୬ ଜଣ ପ୍ରତିଯୋଗି ଭାଗ ନେଇଥିବା ବେଳେ ସର୍ବ କନିଷ୍ଠ…

“ନବୀନ ରାଜ୍ୟବାସୀଙ୍କ ସର୍ବାଧିକ ଲୋକପ୍ରିୟ ନେତା”

ବିଜେଡିର ଉପଦେଷ୍ଟା କମିଟି ବୈଠକ ବିଜେପି ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବୁ : ବିଜେଡି ଜନ ସମ୍ପର୍କ ପଦଯାତ୍ରାରେ ବିଜେଡି ପ୍ରତି ଜନ ସମର୍ଥନ ଅବ୍ୟାହତ ଭୁବନେଶ୍ୱର, ୦୬/୧୦/୨୦୨୪: ବିଜୁ ଜନତା ଦଳର ଉପଦେଷ୍ଟା କମିଟିର ବୈଠକ ଦଳର ବରିଷ୍ଠ ନେତା ଶ୍ରୀ ପ୍ରସନ୍ନ…