ଏବେବି ବଦଳି ନାହିଁ ଭଞ୍ଜନଗର ରେ ପୁରାତନ ବ୍ରିଟିଶ୍ ଅମଳର କାର୍ଯ୍ୟାଳୟ କୋଠା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ସମୟର ଘୁର୍ଣ୍ଣାୟମାନ ସୁଅରେ ପରିବର୍ତ୍ତନ ହୋଇଛି ଅନେକ କିଛି ଓ ବଦଳି ଯାଇଛି ଅନେକ ପୁରୁଣା ଚିତ୍ର। ସେ ରାଜନୈତିକ ସ୍ଥିତି ହେଉ, କୋଠା ବାଡି ରାସ୍ତା ଘାଟ ଅନେକ କିଛି ବଦଳି ଯାଇଛି ସମୟର ଧାବମାନ ସୁଅରେ। ଏବଂ ଅନେକ ବିକାଶର ଧାରା ପ୍ରବାହିତ ହୋଇ…

ଗୁଡାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଶନିବାର ପୂର୍ବାହ୍ନରେ ଗୁଡାରି ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି…

ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ ମାଧ୍ୟମରେ କିର୍ଗିଜ୍ ରିପବ୍ଲିକ୍ ବୁଲିଲେ ସୋଆ ଏନ୍‌ସିସି କ୍ୟାଡେଟ

ଭୁବନେଶ୍ୱର , ଅକ୍ଟୋବର ୫ : ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ (ୱାଇପି) ମାଧ୍ୟମରେ ଏନ୍‌ସିସି ପ୍ରତିନିଧି ଦଳରେ ସାମିଲ ହୋଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ର ଅଭିନାଶ ନନ୍ଦ କିର୍ଗିଜ୍ ରିପବ୍ଲିକ୍ ବୁଲିବା ସହ ଅନେକ ଅନୁଭୂତି ସାଉଁଟି ଭାରତ ଫେରିଛନ୍ତି । ସୋଆ ପରିଚାଳିତ…

ଓଡ଼ିଶାକୁୁ ଏକ ପ୍ରତିରକ୍ଷା ସରଞ୍ଜାମ କରିଡରରେ ପରିଣତ କରାଯାଉ: ପ୍ରତିରକ୍ଷା ବିଶେଷଜ୍ଞ

ଭୁବନେଶ୍ୱର , ଅକ୍ଟୋବର ୫ : ଭାରତୀୟ ସେନାବାହିନୀରେ ବ୍ୟବହାର ନିମନ୍ତେ ଆବଶ୍ୟକୀୟ ଉପକରଣକୁ ନେଇ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟରେ ଦେଶ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶାକୁ ଏକ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ହବ୍‌ରେ ପରିଣତ କରିବା ନିମନ୍ତେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି…

ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ବଚ୍ଛ ଭାରତ ଅଭିଯାନ

https://youtu.be/zhLCr2baTEc ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଏନ୍.ଏସ୍. ଏସ୍. ତରଫରୁ ବି.ଏନ୍ ପେଲେସ୍ ଠାରେ ଅଧ୍ୟକ୍ଷା ଡ ରୀନା ସାହୁଙ୍କ ନେତୃତ୍ବରେ ଏକ ସ୍ବଚ୍ଛ ଅଭିଯାନ କାର୍ଯ୍ୟକ୍ରମ…

ନବରଙ୍ଗପୁର ଠାରେ ପି ଏମ କିଷାନ ସମ୍ମାନନିଧି ର ୧୮ ତମ କିସ୍ତି ହସ୍ତାନ୍ତର

ନବରଙ୍ଗପୁର ତା ୫.୧୦.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ : ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ମହାରାଷ୍ଟ୍ରର ୱାସିମ୍ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମ ରେ ପି ଏମ କିଷାନ ସମ୍ମାନ ନିଧି ର ୧୮ ତମ କିସ୍ତି ହସ୍ତାନ୍ତର କରାଯାଇଛି।ଏହାଦ୍ବାରା ଦେଶର ୯ କୋଟି ୪୦ ଲକ୍ଷ…

ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ପିଏମ- କିସାନ ଯୋଜନାର ୧୮ତମ କିସ୍ତି ପ୍ରଦାନ କରିଛନ୍ତି l

ରାୟଗଡା ତା:୦୫/୧୦/୨୪ ରିଖ ଶନିବାର ଅପରାହ୍ନ ୧୨.୩୦ ସମୟରେ ମହାରାଷ୍ଟ୍ରର ୱାଶିମ ଠାରେ ଏକ କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀ କିସାନ ସାମନ ନିଧି (ପିଏମ- କିସାନ) ଯୋଜନାର ୨୦ ହଜାର କୋଟିରୁ ଅଧିକ ମୂଲ୍ୟର ୯.୪ କୋଟି ଚାଷୀଙ୍କୁ ପିଏମ- କିସାନ ଯୋଜନାର ୧୮ତମ କିସ୍ତି ପ୍ରଦାନ କରିଛନ୍ତି ।…

ଗୁଣୁପୁର ଶୋଣ୍ଡିକ ସଂଘ ପକ୍ଷରୁ ବୃକ୍ଷରୋପଣ।

ଗୁଣୁପୁର,: ଗୁଣୁପୁର ସହରାଞ୍ଚଳ ଶୋଣ୍ଡିକ ସଂଘ ପକ୍ଷରୁ ସ୍ଥାନୀୟ ବିକ୍ରମପୁର ସ୍ଥିତ ବୃଦ୍ଧାଶ୍ରମ ପରିସରରେ ଗୁଣପୁର ସହରାଞ୍ଚଳ ଶୌଣ୍ଢିକ ସେବା ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଆମ୍ବ , ପଣସ, ପିଜୁଳି ଓ ଅମୃତଭଣ୍ଡା ଇତ୍ୟାଦି ଗଛ ଲଗାଯାଇଥିଲା। ସଂଘର ସଭାପତି ନରେନ୍ଦ୍ର…

ରେଞ୍ଜର ରୋଭର ବାହିନୀ ଦ୍ଵାରା ପୋଷାକ ସଂଗ୍ରହ ଅଭିଯାନ

  ବାଣପୁର (ସେକ କୌସର ) ଏକ ଅଭିନବ ଚିନ୍ତାଧାରା କ୍ରମେ ପୁରୁଣା ପୋଷାକ ସଂଗ୍ରହ କରିବା ଓ ଦରକାର ଥିବା ଲୋକ ମାନଙ୍କ ମଧ୍ୟରେ ଏହା ବଣ୍ଟନ କରିବା ଭଳି ଏକ ଯୋଜନା ଗୋଦାବରୀଶ ମହାବିଦ୍ୟାଳୟ ର ରେଞ୍ଜର ଓ ରୋଭର ସ୍ବେଛାସେବୀ ମାନଙ୍କ ଦ୍ଵାରା ହାତକୁ ନିଆ ଯାଇଛି।ଏକମାସ ବ୍ୟପିଚଳିବାକୁ ଥିବା ଏହି…

ଜଗତସିଂହପୁର ରେ ପିଏମ କିଷାନ ଯୋଜନାର ୧,୧୨,୯୦୩ ଜଣ ଚାଷୀ ହେବେ ଲାଭାନ୍ଵିତ

ଜଗତସିଂହପୁର,ତା-୦୫.୧୦.୨୦୨୪/ସୁମନ୍ତ କୁମାର ଦାସ: କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ପିଏମ କିଷାନ ଯୋଜନା ଏକ କଲ୍ୟାଣକାରୀ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ସ୍ୱଳ୍ପ ସହାୟତା ରାଶି ଭାବରେ ବର୍ଷକୁ ୬୦୦୦ ଟଙ୍କା ତିନିଗୋଟି କିସ୍ତି ମାଧ୍ୟମରେ ପ୍ରଦାନ କରାଯାଇ ଥାଏ। ଆଜି ଦେଶର…