Sign in
Sign in
Recover your password.
A password will be e-mailed to you.
ବିଜେପୁର ସହରରେ ସାର୍ବଜନୀନ ପବିତ୍ର ନବରାତ୍ର ଦୁର୍ଗାପୂଜା ପାଳିତ : ଆଜି ପଞ୍ଚମ ଦିବସରେ ମାଙ୍କ କାତ୍ୟାୟନୀ ବେଶ
ବିଜେପୁର ସୁଶାନ୍ତ ସାହୁ (ଶାସକ ପ୍ରଶାସକ )ବିଜେପୁର ସହରରେ ସାର୍ବଜନୀନ ପବିତ୍ର ନବରାତ୍ର ଦୁର୍ଗାପୂଜା ପାଳିତ ହେଉଥିବାବେଳେ ଆଜି ପଞ୍ଚମ ଦିବସରେ ମା କାତ୍ୟାୟନୀ ବେଶରେ ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ପୂଜା ପାଉଛନ୍ତି l ପ୍ରତିଦିନ ରୀତିନୀତି ସହକାରେ ଅଙ୍କୁରରୋପଣ, ଦ୍ୱାରପାଳପୂଜା,ଚଣ୍ଡୀପାଠ…
୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ
https://youtu.be/-sSjBxyCyj8
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ ପ୍ରତିଯୋଗିତା-୨୦୨୪-୨୫ (୧୪ ଓ ୧୭ ବର୍ଷରୁ କମ୍ ବୟସର ବାଳକ ବାଳିକା ବର୍ଗ) ଶୁଭ…
ମା ଜଗତଜନନୀ ଙ୍କ ଆଗମନକୁ ନେଇ ଗୁଣପୁର ଭକ୍ତ ଙ୍କ ଅପେକ୍ଷା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି - ଦୁର୍ଗତି ନାସିନୀ ମା ଦୁର୍ଗାଙ୍କ ଶୁଭ ଆଗମନ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଚଳିତ ବର୍ଷ ଦଶହରା ଖୁବ ଜମିବ ବୋଲି ଅନୁମାନ କରାଯାଉଛି । କାରଣ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବାଉରୀ ସାହିରେ ଏଥର…
ବାବା ଟିକିରା ଠାରେ ‘ନାଗବାଚା ‘ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ
ବିଜେପୁର ସୁଶାନ୍ତ ସାହୁ (ଶାସକ ପ୍ରଶାସକ )ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଙ୍ଗ ଗ୍ରାମରେ ବାବା ଟିକିରା ଠାରେ 'ନାଗବାଚା 'ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଶତାଧିକ ମହିଳା ଓ ପୁରୁଷଙ୍କୁ ନେଇ କଳସ ଯାତ୍ରା କରାଯାଇଥିଲା l ନିୟମାଅନୁସାରେ ସମସ୍ତ ପୂଜା କାର୍ଯ୍ୟ ସମାପନା…
ପ୍ରଫେସର ଘନଶ୍ୟାମ ଦାଶ ସ୍କୋଲାରସିପ୍ ୨୦୨୪ ପାଇଁ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ଆବେଦନ ଗ୍ରହଣ
ଭୁବନେଶ୍ବର, ଅକ୍ଟୋବର ୭, ୨୦୨୪: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍ ଲିମିଟେଡ଼ (ଇମ୍ଫା) ର ସାମାଜିକ କଲ୍ୟାଣ ବିଭାଗ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ପକ୍ଷରୁ ଉଚ୍ଚ ଶିକ୍ଷା ପାଇଁ ଉଦ୍ଦିଷ୍ଟ ମର୍ଯ୍ୟାଦାଜନକ ପ୍ରଫେସର ଘନଶ୍ୟାମ ଦାଶ ସ୍କୋଲାରସିପ୍ (ପିଜିଡିଏସ୍) ର ୨୦ତମ…
ଅହଙ୍କାର କାରଣରୁ ଓଡ଼ିଆ ଲୋକଙ୍କ ନିଷ୍ପତିକୁ ସହ୍ୟ କରିପାରୁନି ବିଜେଡ଼ି: ସମୀର ମହାନ୍ତି
ଭୁବନେଶ୍ୱର, ତା.୦୭/୧୦: ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଜେଡି ଦଳ ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି । ଓଡ଼ିଆ ଲୋକଙ୍କ ନିଷ୍ପତିକୁ ନିଜ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହାନ୍ତି ବୋଲି ରାଜ୍ୟ ବିଜେପିର ପୂର୍ବତନ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି…
ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା.07/10 କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିରରେ…
ସୋଆ ପକ୍ଷରୁ ବିଶ୍ୱ ପ୍ରାଣୀ ଦିବସ ପାଳିତ
ଭୁବନେଶ୍ୱର, ଅକ୍ଟୋବର ୭ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ୍ ହଜ୍ବ୍ୟାଣ୍ଡରୀ (ଆଇଭିଏସ୍ଏଏଚ୍), ଓଡିଶା ଲାଇଭଷ୍ଟକ୍ ଡେଭେଲମେଂଟ ସୋସାଇଟି (ଓଏଲ୍ଡିଏସ୍) ଏବଂ ଓଡିଶା ଭେଟେରିନାରୀ କାଉନ୍ସିଲ୍ର ମିଳିତ ଆନୁକୂଲ୍ୟରେ…
ପୋଷଣକୁ ଗୁରୁତ୍ୱ: ସମ୍ମମରେ ସୁନୋ ୨.୦ ଆୟୋଜିତ
ଭୁବନେଶ୍ୱର, ଅକ୍ଟୋବର ୭: ପୋଷଣର ଗୁରୁତ୍ୱ ଏବଂ ଖାଦ୍ୟ ଗ୍ରହଣ ପ୍ରକ୍ରିୟାକୁ ନେଇ ଗତ ଶନିବାର ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ଆୟୋଜିତ ହୋଇଥିବା ଦ୍ୱିତୀୟ ସମ୍ ଅଲ୍ଟିମେଟ ନ୍ୟାସ୍ନାଲ ନ୍ୟୁଟ୍ରିସନ୍ ଓରିଏନ୍ଟେସନ୍ (ସୁନୋ ୨.୦) କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ଆଲୋଚନା ହୋଇଯାଇଛି । ଏହି…
ପ୍ରଫେସର ବାଉରୀବନ୍ଧୁ କର ସ୍ମାରକୀ ସାରସ୍ଵତ ସମାରୋହ ଓ ଜାତୀୟ ଆଲୋଚନାଚକ୍ର
କେନ୍ଦୁଝର – ୭/୧୦/୨୦୨୪: ପ୍ରଫେସର ବାଉରୀବନ୍ଧୁ କରଙ୍କ ଦ୍ଵାରା ପ୍ରତିଷ୍ଠିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର ପ୍ରାୟୋଜିତ ଓ ଧରଣୀଧର ବିଶ୍ଵବିଦ୍ୟାଳୟ, କେନ୍ଦୁଝର ଦ୍ଵାରା ଆୟୋଜିତ ଚତୁର୍ଥ ରାଜ୍ୟ ସ୍ତରୀୟ ପ୍ରଫେସର ବାଉରୀବନ୍ଧୁ କର ସ୍ମାରକୀ ସାରସ୍ଵତ…