Sign in
Sign in
Recover your password.
A password will be e-mailed to you.
୧୧ ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମୂହ ଖେଳ ଓ ଦୌଡଖୁଦ ପ୍ରତିଯୋଗିତା ଉଦଘାଟିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୫/୧୦/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୧୧ ତମ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଦୌଡକୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡକ୍ଟର ରେଶମ ଲାଲ ନାଏକ…
୨୫ ଗୋଟି ସାଇଜ ଶାଳ କାଠ ଗାଡି ଜବତ କରିବା ସହ ଦୁଇଜଣ ଗିରଫ l
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଡ଼ାରି ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ରେଞ୍ଜର ଦିଲୀପ କୁମାର ପଟ୍ଟନାୟଙ୍କ ନିର୍ଦ୍ଦେଶ କ୍ରମେ ରେ ଗୁଡ଼ାରି ବନପାଳ ହରିଶ୍ଚନ୍ଦ୍ର ଦୋରାଙ୍କ ନେତୃତ୍ୱରେ ବନରଖି ଗୁରୁପ୍ରସାଦ ପାତ୍ର, ସିମାଞ୍ଚଳ ପଟନାୟକ,ପରା ଓ ଆଇପିସିଇଏ ସ୍କୁଆଡ଼ କରାସିଂ…
ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ ରେ ଡାବୁଗାଁ ରେ ମିଳିତ କ୍ରିୟାନୁଷ୍ଠାନ ତରଫରୁ ୧୨ ଘଣ୍ଟିଆ ବନ୍ଦ ପାଳନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ):( ସରକାରୀ ନିଯୁକ୍ତି ରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ ନେଇ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଅବିଭକ୍ତ କୋରାପୁଟ ଜିଲ୍ଲା ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଥିବା ବେଳେ ଡାବୁଗାଁ ରେ ମଧ୍ୟ ଅନୁରୂପ ୧୨ ଘଣ୍ଟିଆ ବନ୍ଦ ପାଳନ…
ନିର୍ଭୟ ବାର୍ଷିକ ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ: ଗଣମାଧ୍ୟମର କଣ୍ଠରୋଧର ସମୟ ଶେଷ
‘ନିର୍ଭୟ’ ସତ୍ୟର ପ୍ରକୃତ ସନ୍ଧାନୀ
ଭୁବନେଶ୍ୱର: ସ୍ଥାନୀୟ ହୋଟେଲ ମେ ଫେୟାରର ଅର୍କିଡ଼ ସଭାଗୃହରେ ଶନିବାର ଦିନ ଆୟୋଜିତ ଭବ୍ୟ ଉତ୍ସବରେ ଦୈନିକ ସମ୍ବାଦପତ୍ର ନିର୍ଭୟର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିର୍ଭୟର ସମ୍ପାଦକ ନବୀନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ମୁଖ୍ୟ…
ବାଜି ରାଉତଙ୍କ ବଳିଦାନ କାରଣରୁ ଭାରତ ପୃଥିବୀର ବଡ଼ ପ୍ରଜାତାନ୍ତ୍ରିକ ଦେଶ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ
• ଭୁବନେଶ୍ୱର ଠାରେ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ
• ନିଜ ପାଇଁ ନୁହେଁ ସମୂହର କଥା ଭାବୁଥିବା ଛୋଟ ବଳିତା ଥିଲେ ବାଜି ରାଉତ
• ବୈଷ୍ଣବ ଚରଣ ପଟ୍ଟନାୟକ, ସାରଙ୍ଗଧର ଦାସ, ମୂଷା ମଲିକଙ୍କ ପରି ନେତୃତ୍ୱଙ୍କ ବିଚାରରେ ଅନୁପ୍ରାଣିତ ହୋଇ ବାଜି…
ଏଫ୍ଆଇଭିବି ସଭାପତି ଆରି ଗ୍ରାସାଙ୍କୁ ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ
ମାନବିକ ଓ ସାମାଜିକ ମୂଲ୍ୟବୋଧର ପ୍ରତିବିମ୍ବ ହେଉଛି ଏହି ସମ୍ମାନ: ରାଜ୍ୟପାଳ
ବିଶ୍ୱସ୍ତରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ପ୍ରଦାନ କରି ଶ୍ରୀ ସାମନ୍ତ ସମଗ୍ର ବିଶ୍ୱରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି : ଶ୍ରୀ ସିଂହଦେଓ…
ପାର୍ବଣରେ ଟିପିଏସ୍ଓଡିଏଲ୍ ପକ୍ଷରୁ ସୁରକ୍ଷା ମାର୍ଗଦର୍ଶିକା ଜାରି
ବ୍ରହ୍ମପୁର: ପାର୍ବଣ ୠତୁ ଆରମ୍ଭ ହେବା ସହ ବିଭିନ୍ନ ପୂଜାସ୍ଥଳରେ ଓ ବଜାରରେ ଲୋକଙ୍କ ଭିଡ଼ ଜମୁଛି। ଏହି ସମୟରେ ବିଦ୍ୟୁତ ସୁରକ୍ଷାକୁ ଧ୍ୟାନରେ ରଖି ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା ପାଇଁ ପ୍ରସ୍ତୁତ ରହିଛି ଟିପିଏସ୍ଓଡିଏଲ୍। ବିଶେଷ କରି ପୂଜା ମଣ୍ଡପ ଭଳି ଅସ୍ଥାୟୀ ବିଦ୍ୟୁତ ସଂଯୋଗ ଥିବା…
-ସରସ୍ଵତୀ ଶିଶୁ ବିଦ୍ୟା ଭବନ, ବେଲଗୁଣ୍ଠାରେ ୨୮ ତମ ଜ୍ଞାନ ବିଜ୍ଞାନ ମେଳା ପାଳିତ
ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-ସରସ୍ଵତୀ ଶିଶୁ ବିଦ୍ୟା ଭବନ, ବେଲଗୁଣ୍ଠା ରେ ୨୮ ତମ ଜ୍ଞାନ ବିଜ୍ଞାନ ମେଳା ମହାସମାରୋହରେ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଜ୍ଞାନ ବିଜ୍ଞାନ ମେଳା ରୁ ଉଦ୍ ଘାଟକ ଭାବେ ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ କଳାକୃଷ୍ଣ ପ୍ରଧାନ ଉପସ୍ଥିତ ରହି ଉଦ୍ ଘାଟନ…
ଜିଲ୍ଲାସ୍ତରୀୟ କପା କ୍ରୟ କମିଟି ବୈଠକ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ):ତା. ୦୪.୧୦.୨୦୨୪ – କଳାହାଣ୍ଡି ଜିଲ୍ଲାସ୍ତରୀୟ କପା କ୍ରୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ତିତ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷୟତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମାନ୍ୟବର ବିଧାୟିକା…
ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ”ସ୍ୱଚ୍ଛତା ହିଁ ସେବା – ପୁରସ୍କାର ବିତରଣ ଉତ୍ସବ”
ନବରଙ୍ଗପୁର ତା ୩.୧୦.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ ଗତ ୨.୧୦.୨୦୨୪ ରିଖ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ସ୍ଵଚ୍ଛତା ହିଁ ସେବା ଜିଲ୍ଲା ସ୍ତରୀୟ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ…