ଭକ୍ତି ନୈବେଦ୍ୟ ତରଫରୁ ଶ୍ରୀକ୍ଷେତ୍ର ପୁରୀ ଠାରେ ଭଜନ ପରିବେଷଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ଘୋଷଯାତ୍ରା ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପୁରୀ ଶ୍ରୀ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚ ରେ ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ତେବେ ଉକ୍ତ କାର୍ଯ୍ୟକ୍ରମରେ…

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା: ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାଖେ ନୟାଗଡ଼ ଦେବୋତ୍ତର ମ୍ୟାନେଜର କ୍ୱାର୍ଟରକୁ କାଉନସିଲର ନେତ୍ରାନନ୍ଦ ସାହୁ ବର୍ଷବର୍ଷ ଧରି ଜବରଦଖଲ କରି ସରକାରୀ ଖୁଚୁରା ବିକ୍ରିୟ କେନ୍ଦ୍ର କରିବା ଘଟଣାରେ ଆଜି ସାଂଘାତିକ ଘଟଣା ସାମ୍ନାକୁ ଆସିଛି ।…

ଆଡ଼ପମଣ୍ଡପରେ କଳ୍କୀ ଅବତାରରେ ଦର୍ଶନଦେଲେ ଶ୍ରୀଜୀଉ।

ନୀଳଗିରି- ୨୩/୭: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଶ୍ରୀଜୀଉମାନେ ଦୈନନ୍ଦିନ ନୂଆନୂଆ ଅବତାରରେ ଦର୍ଶନ ଦେଉଛନ୍ତି। ଶ୍ରୀଜୀଉଙ୍କ ଆଡ଼ପମଣ୍ଡପ ବିଜେପରେ ରବିବାର ମତ୍ସ୍ୟ ଓ କଚ୍ଛପ, ସୋମବାର ହେରାପଞ୍ଚମୀ ଅବସରରେ ଲକ୍ଷ୍ମୀନାରାୟଣ, ମଙ୍ଗଳବାର ବରାହନୃସିଂହ,…

ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଅତିରିକ୍ତ ଉପ ନିର୍ଦ୍ଦେଶକ, ପଶ୍ଚିମାଞ୍ଚଳଙ୍କ ବଲାଙ୍ଗୀର ଗସ୍ତ

ବଲାଙ୍ଗୀର(୨୩/୦୭): ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଅତିରିକ୍ତ ଉପ ନିର୍ଦ୍ଦେଶକ, ପଶ୍ଚିମାଞ୍ଚଳ, ସମ୍ବଲପୁର ଶ୍ରୀମତୀ କଲ୍ୟାଣୀ ଦାସ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ କାଳରେ ସେ ଜିଲ୍ଲାରେ ବିଭାଗୀୟ କାର୍ଯ୍ୟକ୍ରମ, ସରକାରୀ ଯୋଜନାର ବ୍ୟାପକ…

ମୁଖ୍ୟମନ୍ତ୍ରୀ ବସ ଇଞ୍ଜିନରେ ଲାଗିଲା ନିଆଁ !

ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ୨୦ ଯାତ୍ରୀଙ୍କ ଜୀବନ ବେଲଗୁଣ୍ଠା:୨୩/୭-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଆଜି ଏକ ବଡ଼ ଧରଣର ବସ ଦୁର୍ଘଟଣା ଟଳିଯାଇଛି। ସୂଚନା ଅନୁଯାୟୀ, ଆଜି ବେଲଗୁଣ୍ଠାରୁ ମଙ୍ଗଳପୁର ପଞ୍ଚାୟତର ମହାସିଙ୍ଗିପଲ୍ଲୀ ଭାୟା ଆମ୍ବପୁଆ…

ମୃତ ବିଜେପି କର୍ମୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ସୋରଡ଼ା ବିଧାୟକ ପ୍ରତିନିଧି

ବେଲଗୁଣ୍ଠା:୨୩/୭-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରର ଧୋବା ସାହି ୱାର୍ଡ଼ ନମ୍ବର ୯ ବାସିନ୍ଦା ଜଣେ ସକ୍ରିୟ ତଥା ନିଷ୍ଠାପର ବିଜେପି କର୍ମୀ ରମେଶ ଚନ୍ଦ୍ର ସେଠୀଙ୍କ ଗତକାଲି ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ଖବର ପାଇ ସୋରଡ଼ା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଆଜି…

ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତ ।

ରାସନ କାର୍ଡ ବଣ୍ଟନ ସହ ଖାଦ୍ୟ ସୁରକ୍ଷା, ଖାଉଟି କଲ୍ୟାଣ ଓ କୃଷକ ସ୍ୱାର୍ଥ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ । କେନ୍ଦ୍ରାପଡ଼ା:୨୩.୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର…

ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ ଆଇ ଆର୍ )-୨୦୨୬ ପର୍ଯ୍ୟବେକ୍ଷକଙ୍କ ଗଜପତି ଜିଲ୍ଲା ଗସ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ ଆଇ ଆର୍ )-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ପାଇଁ ଆଇ ଡି ସି ଓ ର ପରିଚାଳନା ନିର୍ଦ୍ଦେଶକ ତଥା ଗଜପତି ଜିଲ୍ଲା ସ୍ଵତନ୍ତ୍ର ସଘନ ସଂଶୋଧନ…

ପାରଳାଖେମୁଣ୍ଡି ରଥଯାତ୍ରାରେ ଅଘଟଣ, ମୃତ ପରିବାରକୁ ଶାନ୍ତନା ଦେଲେ ବିଧାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାମଦଳିରେ ୧୭ ବର୍ଷୀୟ ନାବାଳକ ବିନୋଦ ବେହେରା ଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାସ ଭବନ ପହଞ୍ଚି ତାଙ୍କ ପିତା ମୋହନ ବେହେରା ଓ ସପରିବାର କୁ ଆଶ୍ଵାସନା ଦେଲେ ବିଧାୟକ ରୁପେସ ପାଣିଗ୍ରାହୀ।ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପବିତ୍ର ରଥଯାତ୍ରା…

72-ତମ ଭାରତୀୟ ମଜଦୁର ସଂଘ ପ୍ରତିଷ୍ଠା ଦିବସ ପାଳିତ

ନବରଙ୍ଗପୁର : 23/07/2026,ଭାରତର ସର୍ବ ବୃହତ ତଥା ପୃଥୀବିର ଦ୍ବିତୀୟ ସର୍ବ ବୃହତମ ଅଣ ରାଜନୈତିକ ଶ୍ରମ ସଂଗଠନ ଭାରତୀୟ ମଜଦୁର ସଂଘ 72 ତମ ପ୍ରତିଷ୍ଠା ଦିବସ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି l ୧୯୫୫ ମସିହା ଜୁଲାଇ ୨୩ ତାରିଖ ଦିନ ମଧ୍ୟ ପ୍ରଦେଶର ଭୋପାଲ ମାରବାଡି…