Sign in
Sign in
Recover your password.
A password will be e-mailed to you.
ତୈଳ ବୈଶ୍ୟ ସାହୁ ସମାଜର ଆୟୋଜନ କ୍ରମେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ
ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଲଙ୍ଗାପାଲି ସ୍ଥିତ ସାହୁ ସମାଜ କଲ୍ୟାଣ ମଣ୍ଡପ ଠାରେ ତୈଳ ବୈଶ୍ୟ ସାହୁ ସମାଜର ଆୟୋଜନ କ୍ରମେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତୈଳ ବୈଶ୍ୟ ସାହୁ ସମାଜର ସଭାପତି ଶ୍ରୀଯୁକ୍ତ ଚୈତନ୍ୟ…
ଏଫଏକ୍ୟୁ ସମସ୍ୟାର ସମାଧାନ ଉପରେ କେବେ ଲଗାମ ଲାଗିବ :- ଅଟୋମେଟିକଗ୍ରାନ ଅନାଲାଇଜର ମାନେ କଣ?
ବିଜେପୁର ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ଚାଷୀଙ୍କ ସାମ୍ନାରେ ଡେମୋଷ୍ଟେସନ କରିବା ଆବଶ୍ୟକତା ରହିଛି ଉପଯୁକ୍ତ ବିକ୍ରୀ ଧାନକୁ କୁହାଯାଇଥାଏଏଫଏକ୍ୟୁ।ଏହାର ଅର୍ଥ ୧ କ୍ୟୁଣ୍ଟଲ ଧାନ ଜୈବିକ ୧%, ଅଜୈବିକ ୧%, ଖରାପ ପାଣିଫୁଲା ୪ %, ଅପରିପକ୍ୱ ୩% ଏବଂ ଆଦ୍ରତା ୧୭% କମ ଥିଲେ ବିକ୍ରି ଉପଯୁକ୍ତ…
ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଡିଜିଟାଲ ଓଜନ ମାପ ଯନ୍ତ୍ର ପ୍ରଦାନ
ରାଉରକେଲା,(ବସନ୍ତ କୁମାର ଜେନା): ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଜଲଦା ସି ବ୍ଲକ ହାଟ ଠାରେ କିଛି ଆର୍ଥିକ ଅନଗ୍ରସର ବ୍ୟବସାୟୀଙ୍କୁ ଡିଜିଟାଲ ଓଜନ ମାପ ଯନ୍ତ୍ର ପ୍ରଦାନ କରାଯାଇଥିଲା। ରୋଟାରୀଆନ ପ୍ରଦ୍ୟୁମ୍ନ ବିଶ୍ବାଳ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କାନାଡାର ଦମ୍ପତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ସୋମବାର) ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୭ ଏବଂ ୫୮ତମ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ ସୁଦୂର କାନାଡା ଦେଶର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ…
ଜିଲ୍ଲା ସ୍ତରୀୟ ବିଶ୍ୱ ଆୟୋଡିନ୍ ଅଭାବ ଜନିତ ବ୍ୟାଧି ନିରାକରଣ ସଚେତନତା ଦିବସ ପାଳନ
ଜଗତସିଂହପୁର,ତା-୨୧.୧୦.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ଠାରେ ଦିବା ୧୧ ଘଟିକା ସମୟରେ ବିଶ୍ୱ ସ୍ତରୀୟ ଆୟୋଡିନ୍ ଅଭାବଜନିତ ବ୍ୟାଧି ନିରାକରଣ ସଚେତନତା ଦିବସ ପାଳିତ ହୋଇଯାଇଛି I ଏହି ଦିବସ ଉପଲକ୍ଷେ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଆତରସିଂ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ,…
ଲାଞ୍ଜିଗଡ଼ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ତା. ୨୧ /୧୦ /୨୦୨୪ : ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଠାରେ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ…
ଅକ୍ଷୟ ଏକ ଅମ୍ଳାନ ସ୍ମୃତି ଆୟୋଜିତ …….
ରାଉରକେଲା,(ବସନ୍ତ କୁମାର ଜେନା): ସହରର ର ସାମାଜିକ ଅନୁଷ୍ଠାନ ସେୟାର ର ସାଙ୍ଗୀତିକ ଶାଖା "ସୁର ତରଙ୍ଗ " ଆନୁକୂଲ୍ୟରେ ଅକ୍ଷୟ ମହାନ୍ତି କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ"ଅକ୍ଷୟ ଏକ ଅମ୍ଲାନ ସ୍ମୃତି " କାର୍ଯକ୍ରମ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଅନିଲ ମଲ୍ଲିକ ଙ୍କ…
“ସାଇବର କ୍ରାଇମ ” ସଚେତନତା ପାଠଚକ୍ର ଅନୁଷ୍ଠିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ "ସାଇବର କ୍ରାଇମ " ସଚେତନତା ତଥ୍ୟ ଉପରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ବିଭାଗୀୟ ମୁଖ୍ୟ ଅଧ୍ୟାପକ ପି ଦୀପକ…
ନବରଙ୍ଗପୁର ଠାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯୟ ହ୍ରାସ ଆଗାମୀ ୨୯ ଅକ୍ଟୋବର ୨୦୨୪ ଦିବସ…
ନବରଙ୍ଗପୁର ଅଶୋକ ସାହୁ, ଶାସକ ପ୍ରଶାସକ,ତା ୨୧.୧୦.୨୦୨୪: ଆସନ୍ତା ୨୯.୧୦.୨୦୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଏକ…