କେନ୍ଦୁ ଗଣ୍ଡି ବୋଝେଇ ଦୁର୍ଘଟଣା ଗ୍ରସ୍ତ : ଡ୍ରାଇଭର ଫେରାର୍ : ପିକ୍ଅପ ଜବତ

0

ପଦ୍ମପୁର :- ଚୋରା କେନ୍ଦୁ କାଠ ବୋଝେଇ ଏକ ପିକ୍ଅପ୍ ଭ୍ଯାନ ନଂ ଓ ଡି ୨୪ ଜେ ୮୯୮୮ ପଦ୍ମପୁର ପଟ ରୁ ବରଗଡ଼ ଅଭିମୁଖେ ଯାଉଥିବା ବେଳେ ମହୁଲପାଲି ନିକଟରେ ଭାରସାମ୍ଯ ହରାଇ ଓଲଟି ପଡ଼ି ଥିବା ବେଳେ ଡ୍ରାଇଭର ଗାଡି ଛାଡି ସେଠାରୁ ଫେରାର୍ ମାରିଥିବା ସୂଚନା ମିଳିଛି। ଖବର ପାଇ ବନ ବିଭାଗ ଗାଡି ସହିତ କାଠ କୁ ଜବତ କରିଥିବା ଡେପୁଟି ରେଞ୍ଜର ସୁଦାମ ଜଗଦଲା ସୂଚନା ଦେଇଛନ୍ତି।

Leave A Reply

Your email address will not be published.