Sign in
Sign in
Recover your password.
A password will be e-mailed to you.
ଘୁମୁସର ବନପରିବାର ଭଞ୍ଜନଗର ପକ୍ଷରୁ ମାଁ ଶ୍ୟାମାକାଳୀ ପୂଜା ମହୋତ୍ସବ ର ଉଦଯାପନୀ ଦିବସ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }_ ଭଞ୍ଜନଗର ସ୍ଥିତ ହାର୍ଟନଗର ପରିସରରେ ଅନୁଷ୍ଠିତ ହୋଇଥିବା ମାଁ ଶ୍ୟାମାକାଳୀ ପୂଜା ମହୋତ୍ସବ ର ଉଦଯାପନୀ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚରେ ଦୁଇ ବିଧାୟକ, ନଗରପାଳ,ଉପ ନଗରପାଳ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବିଶିଷ୍ଟ ବନଖଣ୍ଡ ଅଧିକାରୀ ଗଣ ଓ…
ଉତ୍କଳ ବାଳାଶ୍ରମରେ ରହୁଥିବା ଶିଶୁ ମାନଙ୍କୁ ଜଣେ ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ଡ୍ରେସ୍ ଏବଂ ଖାଦ୍ୟ ବଣ୍ଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳ ବାଳାଶ୍ରମରେ ରହୁଥିବା ଶିଶୁ ମାନଙ୍କୁ ପାରଳାଖେମୁଣ୍ଡିର ଜଣେ ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ଡ୍ରେସ୍ ଏବଂ ଖାଦ୍ୟ ବଣ୍ଟନ କରାଯାଇଛି। ସୂଚନା ପ୍ରକାରେ ଶ୍ରୀ ବିବୁଶା ନନ୍ଦ ପଟ୍ଟନାୟକ , ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଇପ୍ସିତା ପଟ୍ଟନାୟକ…
ନିଖୋଜ ପୁଅ ଙ୍କ ବାଟକୁ ଚାହିଁ ବସିଛନ୍ତି ବୃଦ୍ଧ ପିତା ମାତା
ବିଜେପୁର ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବରଗଡ ଜ଼ିଲ୍ଲା ବିଜେପୁର ଵାରଗୋଡା ଗ୍ରାମ ରେ ଏକ ପରିବାର ରେ କରୁଣ ପରିସ୍ଥିତି ଦେଖିବାକୁ ମିଳିଛି l ଶଙ୍କର ବିଶି (୬୮)ତାଙ୍କ ସ୍ତ୍ରୀ ଶଯ୍ୟାଶାୟୀ ହୋଇ ପଡିରହିଥିବା ବେଳେ ଗତ ୨ ସପ୍ତାହ ହେବ ତାଙ୍କର ଏକ ମାତ୍ର ପୁତ୍ର ଭଗବାନ ବିଶି ଘରୁ କୁଆଡେ…
ଜଜଙ୍କ ଘରୁ ଚୋରି ର ପର୍ଦ୍ଦାଫାଶ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗତ ୨୧ ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ଏ.ଡ଼ି.ଜେ ଦେବଦତ୍ତ ପଟ୍ଟନାୟକଙ୍କ ଘରୁ ହୋଇଥିବା ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା।ଖୋଦ ଜର୍ଜ ଙ୍କ ଘରୁ ଚୋରି ହେବା ବିଷୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପଲଟିଥିବା ବେଳେ…
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ରାଜବୋଡ଼ାସମ୍ବର ବ୍ଲକ ଓଷ୍ଟା ତରଫରୁ ଦାବିପତ୍ର ପ୍ରଦାନ
ପଦ୍ମପୁର :- ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ବରିହାପାଲି ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକୀରେ ଯୋଗଦେବା ପାଇଁ ଆସିଥିବା ଅବସରରେ ପଦମପୁର ଡାକବଙ୍ଗଳା ଠାରେ ତାଙ୍କର କିଛି ସମୟର ରହଣୀ କାଳରେ ଅନେକ ସଂଘ ଓ ବ୍ୟକ୍ତିବିଶେଷ ତାଙ୍କୁ ଦେଖାକରି ନିଜ ନିଜର ଅଭିଯୋଗ…
ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ୩୨ତମ ଏକଲବ୍ୟ ପୁରସ୍କାର
ସମ୍ବର୍ଦ୍ଧିତ ହେଲେ ଧାବକ ଦଣ୍ଡପତି ମୃତ୍ୟୁମ୍ ଜୟରାମ ଓ ବ୍ୟାଡମିଣ୍ଟନ୍ ଖେଳାଳୀ ତାନଭି ପତ୍ରୀ
ଭୁବନେଶ୍ୱର, ୦୩/୧୧/୨୪: ସନ୍ତରଣ ଜଗତର ଅନନ୍ୟ ପ୍ରତିଭା ଓଡିଶାର ପ୍ରତ୍ୟାଶା ରାୟଙ୍କୁ ୨୦୨୪ ବର୍ଷର ମର୍ଯ୍ୟାଦାଜନକ ‘ଏକଲବ୍ୟ ପୁରସ୍କାର’, ଏପ୍ରିଲ୍ ୧ ତାରିଖ ୨୦୨୨ ରୁ ମାର୍ଚ୍ଚ ୩୧ ତାରିଖ ୨୦୨୪…
ଖଲିଆପାଲିରେ ଯାଦବ ଭବନ ର ଉଦ୍ଘାଟନ କଲେ ବିଧାୟିକା ।
ପଦ୍ମପୁର :- ରାଜବୋଡ଼ାସମ୍ବର ବ୍ଳକ୍ ଅନ୍ତର୍ଗତ ଖଲିଆପାଲିରେ ଯାଦବ ଭବନ ଉଦଘାଟିତ ହୋଇଯାଇଛି। ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଅନୁମୋଦନ ଲାଭ କରିଥିବା ଏହି ମଣ୍ଡପ କୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ…
ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ୍ ଓ ମର୍ଲିନ ଗ୍ରୁପ୍ ପକ୍ଷରୁ ପୂର୍ବ ଭାରତରେ କ୍ରିକେଟ ଟାଲେଣ୍ଟ ହଣ୍ଟ୍
ପରବର୍ତ୍ତୀ ବୃହତ୍ କ୍ରିକେଟିଂ ସୁପରଷ୍ଟାର ଖୋଜା ଭୁବନେଶ୍ୱରରୁ ଆରମ୍ଭ ହେଉଛି
ଭୁବନେଶ୍ୱର : ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ (ୱାଇଏସ୍ସିଇ), ମର୍ଲିନ ଗ୍ରୁପ୍ର କ୍ରୀଡା ବିଭାଗ କ୍ଲବ ପାଭିଲିଅନ ସହଯୋଗିତାରେ ପୂର୍ବ ଭାରତରେ ସ୍ୱତନ୍ତ୍ର କ୍ରିକେଟ ଟାଲେଣ୍ଟ ହଣ୍ଟ (ପ୍ରତିଭା ଅନ୍ୱେଷଣ)…
ବରିହାପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ଶତ ବାର୍ଷିକୀ ଜୟନ୍ତୀ ଉଦଘାଟିତ।
ପଦ୍ମପୁର :- ବରିହା ପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ଶତବାର୍ଷିକୀ ସମାରୋହ ଉଦଘାଟିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜପ ରଣା ଙ୍କ ଅଧ୍ୟକ୍ଷତା ରେ ଉତ୍ସବ ର ଏହି ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା…
ସିଆଇଆଇ ପକ୍ଷରୁ ଭୁବନେଶ୍ୱରରେ “ସିଆଇଆଇ ସ୍ୱୟଂ ସ୍ରୁଜନୀ – ଓଡ଼ିଶାର ବୟନ ଶିଳ୍ପ ଓ ହସ୍ତଶିଳ୍ପର ଏକ…
ଭୁବନେଶ୍ୱର: କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ଓଡ଼ିଶା ପକ୍ଷରୁ ସିଆଇଆଇ ସ୍ୱୟଂ ସ୍ରୁଜନୀ- ଓଡ଼ିଶାର ବୟନ ଶିଳ୍ପ ଓ ହସ୍ତଶିଳ୍ପ ପାଇଁ ଏକ ସ୍ଥାୟୀ ଭବିଷ୍ୟତ ନାମରେ ଏକ ପ୍ରଭାବଶାଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବୟନଶିଳ୍ପ ଓ…