Sign in
Sign in
Recover your password.
A password will be e-mailed to you.
କୁଚିପାଲି ର ଜୁଗାର ଯାତ୍ରା
ବରଗଡ ଜିଲ୍ଲା ର ସଦର ମହକୁମା ଠାରୁ ରାଜ୍ୟ ରାଜ ପଥ ରେ 50 କିଲୋମିଟର ଦୂର ପଦ୍ମପୁର ଗଲାବେଳେ ବାଟ ରେ ପଡ଼ିଥାଏ କୁଚିପlଲି ଗ୍ରାମ l ଏହି ଗ୍ରାମ ର ୱାର୍ଡ ସଂଖ୍ୟା ହେଉଛି ଆଠ l ଜନ ସଂଖ୍ୟା ହେଉଛି ତିନି ହଜାର ରୁ ଅଧିକ l ସମଗ୍ର ପଶ୍ଚିମ ଓଡ଼ିଶା ସହିତ ପଡୋଶୀ ରାଜ୍ୟ ଛତିଶଗଡ଼ ରେ ମଧ୍ୟ ଏ ହି…
ଅଭାବରେ ଚାଲିଛି କି ଖଲ୍ଲିକୋଟ ଏନ୍ ଏ ସି !
(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା):କହିଲେ କୁଳ କୁଟୁମ୍ବ କୁ ଲାଜ, ନକହି ଲେ କୁଳ ଭାସି ଯାଉଛି ।ଏ ସମ୍ପର୍କରେ ନିଜେ ରିପୋର୍ଟ ର ଶିବରାମ ଜେନା ବହୁବାର ଓମ୍ ଶାନ୍ତି ନଗରର ରାସ୍ତା ତିଆରି ଉପରେ ଖଲ୍ଲିକୋଟ ଏନ୍ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ନା଼ୟକ…
ଗ୍ରାମାଞ୍ଚଳରେ ଜିପିଏସ୍:ପୂର୍ତ୍ତି ହେଲା ଏକ ବର୍ଷ ।
ଗ୍ରାମାଞ୍ଚଳ ପରିବହନ ସେବା ଦେଖାଇଛି ଆର୍ଥିକ ବିକାଶର ପଥ ।
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା ୪-୧୧-୨୦୨୪ କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳ ପରିବହନ ସେବା ପ୍ରଚଳନର ଏକ ବର୍ଷ ପୂର୍ତ୍ତି ହୋଇଯାଇଛି। ଏହି ବସ ସେବା ଦ୍ୱାରା ଗ୍ରାମାଞ୍ଚଳରେ ବେଶ ପ୍ରଭାବ ପକାଇଛି।…
ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା. ୦୪.୧୧.୨୦୨୪ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଆଜି ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ…
ଅଞ୍ଚଳ ମହାବିଦ୍ୟାଳୟ ଅର୍ଥିନିତୀ ବିଭାଗର ପାଠଚକ୍ର
ପଦ୍ମପୁର:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ଅର୍ଥିନୀତି ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ବିଭାଗୀୟ ମୁଖ୍ୟ ଡଃ ବିରଞ୍ଚି ସାହୁ ଙ୍କ ସଭାପତିତ୍ବରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ପାଠଚକ୍ର ର ଶୀର୍ଷକ " ସମ୍ବଳ ବିନିଯୋଗ ଏବଂ ନିଯୁକ୍ତି ସୃଷ୍ଟି ରେ ସୂକ୍ଷ୍ମ ଅର୍ଥନୀତି ର ଭୂମିକା" । ଯୁକ୍ତ…
କରଣ ସମାଜ ପଦ୍ମପୁର ତରଫରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତଦେବ ଙ୍କର ପୂଜ୍ନୋତ୍ସବ ସମ୍ପର୍ଣ୍ଣ।
ପଦ୍ମପୁର :- ସ୍ଥାନୀୟ ଟାଉନ ହଲ ଠାରେ କରଣ ସମାଜର ପୂଜ୍ୟ ଆର୍ଯ୍ୟ ଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବ ଙ୍କର ପୂଜ୍ନୋତ୍ସବ ଭବ୍ୟ ସମାରୋହରେ ସମ୍ପର୍ଣ୍ଣ ହୋଇଯାଇଛି। ଆୟୋଜିତ ଏହି ପୂଜ୍ନୋତ୍ସବ ଏବଂ ବାର୍ଷିକ ବୈଠକ ରେ ଅଞ୍ଚଳର ସମସ୍ତ କରଣ ସମାଜ ପରିବାର ର ସଦସ୍ୟ ଯୋଗ ଦେଇଥିଲେ। ତିଥି ଅନୁଯାୟୀ…
ଦୁଇ ବାଇକ ମୁହାଁମୁହିଁ ଧକ୍କା:ଦୁଇ ଗୁରୁତର ଆହତ ।
ବେଲଗୁଣ୍ଠା--(ଶିବରାମ ଚୌଧୁରୀ )-ଆଜି ସନ୍ଧ୍ୟା ୬ ଘଣ୍ଟା ସମୟରେ ବେଲଗୁଣ୍ଠା ନିକଟ ଆମ୍ବପୁଆ ଛକରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇଥିବା ବେଳେ ଜଣଙ୍କ ହାଡ ଭାଙ୍ଗିଯାଇଥିବା ଜଣାପଡ଼ିଛି ।ମିଳିଥିବା ସୂଚନା ଅନୁଯାୟୀ, ବେଲଗୁଣ୍ଠା ଗୋଲା ସାହିର ସୁକୁରୁ ପାତ୍ରଙ୍କ…
ନୂଆଦିଲ୍ଲୀରେ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମ
ଜନସ୍ୱାସ୍ଥ୍ୟ ନୀରିକ୍ଷଣରେ ଉତ୍କୃଷ୍ଟତା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟ୍ ସମ୍ବର୍ଦ୍ଧିତ
ଭୁବନେଶ୍ୱର ତା ୦୪/୧୧/୨୦୨୪ :- ନୂଆଦିଲ୍ଲୀରେ ଆୟୋଜିତ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିରୀକ୍ଷଣକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟକୁ…
ନବରଂଗପୁରଠାରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।
ନବରଙ୍ଗପୁର ତା୦୪.୧୧.୨୦୨୪:ଅଶୋକ ସାହୁ, ଶାସକ ପ୍ରଶାସକ : ନବରଙ୍ଗପୁର ସହର ସ୍ଥିତ ପୌରପରିଷଦ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ…
ଆଂଟିବାୟୋଟିକ୍କୁ ଅଧିକ ବିକଶିତ କରିବା ନିମନ୍ତେ ସମାଜର ସବୁବର୍ଗଙ୍କ ସହଯୋଗ ଆବଶ୍ୟକ: ବିଶେଷଜ୍ଞ
ସୋଆରେ ଶିଳ୍ପ ଏବଂ ସାମୁଦ୍ରିକ ଜୈବପ୍ରଯୁକ୍ତିବିଦ୍ୟା ଉପରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆରମ୍ଭ
ଭୁବନେଶ୍ୱର, ନଭେମ୍ବର ୪: କୋଭିଡ ମହାମାରୀରେ ଭାରତରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଜୀବନର ରକ୍ଷାକାରୀ ସାଜିଥିଲା ଜୀବାଣୁକୁ ଅକାମୀ କରୁଥିବା ଆଂଟିବାୟୋଟିକ । ତେଣୁ…