ଯୋଖିପାଳିରେ ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ

 ବିଜେପୁର /ସୁଶାନ୍ତ ସାହୁ ବିଜେପୁର ବ୍ଲକ ଯୋଖୀପାଲି ପଞ୍ଚାୟତ ହାଇସ୍କୁଲ ଠାରେ ବ୍ଲକ୍‌ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ  ଅନୁଷ୍ଠିତ ହୋଇଯାଇଛି l ବିଇଓ ନାରାୟଣ ଭୁଏଇ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ ଅତିଥି ଡିଇଓ ରାଧାକାନ୍ତ ଛତ୍ରୀ, ସମ୍ମାନିତ ଅତିଥି ଜିଲ୍ଲା ବିଜ୍ଞାନ…

ହମିରପୁରରେ ସରକାରୀ ହସ୍ପିଟାଲ ଖୋଲିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର

ରାଉରକେଲା,(ବସନ୍ତ କୁମାର ଜେନା):ଓଡିଶାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ରାଉରକେଲା ଗସ୍ତ ଅବସରରେ ହମିରପୁର ଠାରେ ଏକ ଅର୍ବାନ ପ୍ରାଇମେରୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ହମିରପୁର ଉନ୍ନୟନ ପରିଷଦ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି I କୋଡିଏ ହଜାର…

ରାଷ୍ଟ୍ରପତିଙ୍କ ଦ୍ୱାରା ‘ଓଡ଼ିଶା ପର୍ବ -୨୦୨୪’ ଉଦଘାଟିତ

ଯୋଗଦେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ,କେନ୍ଦ୍ର ମନ୍ତ୍ରୀ, ସାଂସଦ, ରାଜନେତା, ଲେଖକ, କଳାକାର, ଇତିହାସକାର, ବୁଦ୍ଧିଜୀବୀ ଓ ବ୍ୟକ୍ତିବିଶେଷ ଓଡ଼ିଶାର ପରିଚୟକୁ ବିଶ୍ୱବିଦିତ କରାଇବା - ଧର୍ମେନ୍ଦ୍ର ପ୍ରଧାନ • ‘ଓଡ଼ିଶା ପର୍ବ’ ଦିଲ୍ଲୀରେ ଓଡ଼ିଶାର ଭାବାବେଗକୁ ପ୍ରତିଫଳିତ କରିବାର ଏକ…

ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ଗୋଶାଳାଗୁଡ଼ିକୁ ସହାୟତା ପ୍ରଦାନ କଲେ ମନ୍ତ୍ରୀ

ପଞ୍ଜୀକୃତ ୬୬ଟି ଗୋଶାଳାକୁ ୮.୯୬ କୋଟି ଟଙ୍କାର ସହାୟତା ୧୩ଟି ନୂତନ ଗୋଶାଳା ଓ ୪୭ଟି ଗୋଧନ କେନ୍ଦ୍ର ପାଇଁ କାର୍ଯ୍ୟାଦେଶ ବଣ୍ଟନ ଭୁବନେଶ୍ୱର,(ଶାସକ ପ୍ରଶାସକ ) :ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ରାଜ୍ୟରେ ଥିବା ଗୋଶାଳାଗୁଡ଼ିକୁ ଅସହାୟ ଗୋରୁଙ୍କ ଯନି ଓ…

ସୋଆ କମ୍ୟୁନିଟି ରେଡ଼ିଓ ପକ୍ଷରୁ ‘ଆମର ବରିଷ୍ଠ, ଆମର ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, ନଭେମ୍ବର ୨୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମୁ୍ୟନିଟି ରେଡ଼ିଓ ୯୦.୪ ପକ୍ଷରୁ ‘ଆମର ବରିଷ୍ଠ, ଆମର ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଭାରତ ସରକାରଙ୍କର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନସ୍ଥ ଅଭୟ ଯୋଜନା ଦ୍ୱାରା ଅଧାରିତ ଓ…

ମା’ରମାଦେବୀଙ୍କ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ବଦଳାଇବାକୁ ଦାବି

ଭୁବନେଶ୍ୱର,୨୧ା୧୧: ରାଜଧାନୀରେ ସ୍ଥାପନ କରାଯାଇଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଖ୍ୟାତନାମା ସମାଜସେବୀ ମା’ରମାଦେବୀଙ୍କ ପ୍ରତିମୂର୍ତ୍ତିକୁ ନେଇ ଏବେ ବିବାଦ ଉଠିଛି । ଏହି ପ୍ରତିମୂର୍ତ୍ତିରେ ଥିବା ତ୍ରୁଟି ବିଚୁ୍ୟତିକୁ ତୁରନ୍ତ ସୁଧାରି ଦେଇ ନୂଆ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ…

ବରିଷ୍ଠ କର୍ମଚାରୀଙ୍କୁ ପଦୋନ୍ନତିରୁ ବଂଚିତ କରିବାରୁ ରାଜ୍ୟ ସରକାରଙ୍କୁ ଦୁଇ ଲକ୍ଷ ଟଙ୍କାର ତଣ୍ଡ

ଭୁବନେଶ୍ୱର : ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ଗତ ୮ ନଭେମ୍ବର ୨୦୧୪ ରେ W.P.(C) No.୨୪୩୫୭/୨୦୧୯ ର (ବିଜୟ କୁମାର ମଲ୍ଲିକ ବନାମ ଓଡିଶା ରାଜ୍ୟ ସରକାରଙ୍କ ) ମାମଲାରେ ରାୟ ଦେଇ ତିନିମାସ ମଧ୍ୟରେ ଆବେଦନକାରୀଙ୍କୁ ଦୁଇ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ…

ସମ୍ ହସ୍ପିଟାଲରେ ବିଶ୍ୱ ସିଓପିଡି ଦିବସ ପାଳିତ

ଭୁବନେଶ୍ୱର, ୨୦/ ୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ପଲ୍ମୋନାରୀ ମେଡିସନ୍ ବିଭାଗ ତରଫରୁ ବୁଧବାର ଦିନ ହସ୍ପିଟାଲ ପରିସରରେ ବିଶ୍ୱ ସିଓପିଡି ଦିବସ ପାଳନ କରାଯାଇଛି । ଚଳିତ ବର୍ଷର ଥିମ୍ ହେଉଛି ‘ନୋ ୟୋର୍ ଲଙ୍ଗ୍ସ୍…

ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ପାଳିତ

ହରେକୃଷ୍ଣ ମହତାବଙ୍କ ଜୀବନୀକୁ ଆଧାର କରି କରାଯାଇଥିବା ପୁସ୍ତକ, ଫଟୋଚିତ୍ର ଓ ତୈଳଚିତ୍ର ପ୍ରଦର୍ଶନୀର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉନ୍ମୋଚିତ ହେଲା ମହତାବଙ୍କ ଜୀବନୀ ଓ ସାହିତ୍ୟ କୃତି ଉପରେ ଆଧାରିତ ପୁସ୍ତକ ଉତ୍କଳ କେଶରୀ ମହତାବ ଓ ରାଷ୍ଟ୍ର…

ବିଜେପୁର ଠାରେ ଭାରତୀୟ ଜନତା ପାର୍ଟିର ନିର୍ବାଚନ ସ୍ତରୀୟ ବୈଠକ ଅନୁଷ୍ଠିତ

ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ଠାରେ ଗୁରୁବାର ଅପରାହ୍ନ ୪ଟା ଯାଏଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ର ଓଡ଼ିଶା ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ପରିବାରର ଭୋଜନ କରି ସଙ୍ଗଠନ କୁ ସୁଦୃଢ କରିବା…