Sign in
Sign in
Recover your password.
A password will be e-mailed to you.
ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ
ରାଉରକେଲା,(ବସନ୍ତ କୁମାର ଜେନା) : ତିନି ଦିବସୀୟ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଉଦଯାପିତ ହୋଇଯାଇଛି l ବେଦବ୍ୟାସ ମେଳା ପଡିଆରେ ଅନୁଷ୍ଠିତ ସମାପନ ସମାରୋହ ରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ତନ୍ତୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ସେ ଉପଖଣ୍ଡ ସ୍ତରୀୟ ଏହି କୃଷି…
ସଂଗୀତ ପ୍ରତିଯୋଗିତା “ଭଏସ୍ ଅଫ୍ ନୟାଗଡ଼”: ନଭେମ୍ବର ୨୪ରୁ ପ୍ରଥମ ପର୍ଯ୍ଯାୟ ଜିଲ୍ଲା ସ୍ତରୀୟ…
ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ର ଏକ ଅନନ୍ଯ ଅନୁଷ୍ଠାନ ନୟାଗଡ଼ କ୍ଳବ୍ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ସଂଗୀତ ପ୍ରତିଯୋଗିତା "ଭଏସ୍ ଅଫ୍ ନୟାଗଡ଼" କେବଳ ନୟାଗଡ଼ ନୁହେଁ ରାଜ୍ଯର ଏକ ସଫଳ ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ। ସଂଗୀତ ସାଧନା କରୁଥିବା ଛାତ୍ରଛାତ୍ରୀ ଓ ଯୁବ ପ୍ରତିଭା ମାନଙ୍କୁ…
ବୈରଖପାଲିରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ
ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବୈରଖପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଗଲା l ଉକ୍ତ ବୈଠକରେ ବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପିତାମାତା ତଥା ଅଭିଭାବକବୃନ୍ଦ ଉପସ୍ଥିତ ରହିଥିଲେ l ବିଦ୍ୟାଳୟର ଭାରପ୍ରାପ୍ତ…
ବେଲଗୁଣ୍ଠାରେ ଷଷ୍ଠ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍ଏଲ୍ଏନ୍ ଶିକ୍ଷକ…
ଅନାସ୍ଥାରେ ପଦ ହରାଇଲେ ଆମ୍ବପୁଆ ସରପଞ୍ଚ ।
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ସରକାର ବଦଳିବା ପରେ ବିଭିନ୍ନ ପଞ୍ଚାୟତ, ବ୍ଳକ,ଏନ୍.ଏ.ସିରେ ପଦପଦବୀ ମଣ୍ଡନ କରିଥିବା ସରପଞ୍ଚ, ଚେୟାରମେନ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେଉଛି ।ଏହି ପରିସ୍ଥିତିରେ ବେଲଗୁଣ୍ଠା ବ୍ଳକ ଆମ୍ବପୁଆ ପଞ୍ଚାୟତର ସରପଞ୍ଚ ନଳିନୀ ବେହେରାଙ୍କ ବିରୋଧରେ ଅନାସ୍ଥା…
ମାନପୁରରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ମାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଜାରିଂ ସିଆରସିସି ରାଜେଶ୍ଵର ବେହେରାଙ୍କ ଅଧ୍ୟକ୍ଷତାରେ କ୍ଷେତରପଡା ପ୍ରାଥମିକ…
ଯୋଖିପାଳିରେ ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ
ବିଜେପୁର /ସୁଶାନ୍ତ ସାହୁ ବିଜେପୁର ବ୍ଲକ ଯୋଖୀପାଲି ପଞ୍ଚାୟତ ହାଇସ୍କୁଲ ଠାରେ ବ୍ଲକ୍ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ବିଇଓ ନାରାୟଣ ଭୁଏଇ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ ଅତିଥି ଡିଇଓ ରାଧାକାନ୍ତ ଛତ୍ରୀ, ସମ୍ମାନିତ ଅତିଥି ଜିଲ୍ଲା ବିଜ୍ଞାନ…
ହମିରପୁରରେ ସରକାରୀ ହସ୍ପିଟାଲ ଖୋଲିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର
ରାଉରକେଲା,(ବସନ୍ତ କୁମାର ଜେନା):ଓଡିଶାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ରାଉରକେଲା ଗସ୍ତ ଅବସରରେ ହମିରପୁର ଠାରେ ଏକ ଅର୍ବାନ ପ୍ରାଇମେରୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ହମିରପୁର ଉନ୍ନୟନ ପରିଷଦ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି I କୋଡିଏ ହଜାର…
ରାଷ୍ଟ୍ରପତିଙ୍କ ଦ୍ୱାରା ‘ଓଡ଼ିଶା ପର୍ବ -୨୦୨୪’ ଉଦଘାଟିତ
ଯୋଗଦେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ,କେନ୍ଦ୍ର ମନ୍ତ୍ରୀ, ସାଂସଦ, ରାଜନେତା, ଲେଖକ, କଳାକାର, ଇତିହାସକାର, ବୁଦ୍ଧିଜୀବୀ ଓ ବ୍ୟକ୍ତିବିଶେଷ
ଓଡ଼ିଶାର ପରିଚୟକୁ ବିଶ୍ୱବିଦିତ କରାଇବା - ଧର୍ମେନ୍ଦ୍ର ପ୍ରଧାନ
• ‘ଓଡ଼ିଶା ପର୍ବ’ ଦିଲ୍ଲୀରେ ଓଡ଼ିଶାର ଭାବାବେଗକୁ ପ୍ରତିଫଳିତ କରିବାର ଏକ…
ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ଗୋଶାଳାଗୁଡ଼ିକୁ ସହାୟତା ପ୍ରଦାନ କଲେ ମନ୍ତ୍ରୀ
ପଞ୍ଜୀକୃତ ୬୬ଟି ଗୋଶାଳାକୁ ୮.୯୬ କୋଟି ଟଙ୍କାର ସହାୟତା
୧୩ଟି ନୂତନ ଗୋଶାଳା ଓ ୪୭ଟି ଗୋଧନ କେନ୍ଦ୍ର ପାଇଁ କାର୍ଯ୍ୟାଦେଶ ବଣ୍ଟନ
ଭୁବନେଶ୍ୱର,(ଶାସକ ପ୍ରଶାସକ ) :ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ରାଜ୍ୟରେ ଥିବା ଗୋଶାଳାଗୁଡ଼ିକୁ ଅସହାୟ ଗୋରୁଙ୍କ ଯନି ଓ…