Sign in
Sign in
Recover your password.
A password will be e-mailed to you.
ରାୟଗଡ଼ାରେ ବିଶ୍ଵ ମତ୍ସ୍ୟ ଦିବସ ୨୦୨୪ ପାଳନ
ରାୟଗଡ଼ା: ଆଜି ଜଳଛାୟା ସମ୍ମିଳନୀ କକ୍ଷ,ରାୟଗଡ଼ା ଠାରେ ବିଶ୍ଵ ମତ୍ସ୍ୟ ଦିବସ ୨୦୨୪ ପାଳନ କରାଯାଇଅଛି।ଏଥିରେ ଶ୍ରୀ ନିହାର ରଞ୍ଜନ କହଁର,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମତ୍ସ୍ୟ ଚାଷ ସହିତ ମତ୍ସ୍ୟ ଉତ୍ପାଦନ ର ଉତ୍ସ ର ସଂରକ୍ଷଣ ବିଷୟରେ…
ଜେଲ ଗଲେ CSO ସୁରେଶ କୁମାର ପାଣିଗ୍ରାହୀ
ବିଜେପୁର/ ସୁଶାନ୍ତ ସାହୁ CSO ସୁରେଶ କୁମାର ପାଣିଗ୍ରାହୀ ଙ୍କୁ ଏକ କାଳୀନ ଏଗାର ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ତାଙ୍କର ସମ୍ପତ୍ତି ଦେଖି ତାଯୁବ ହୋଇ ଯାଇଥିଲା ଭିଜିଲାନ୍ସ ଟିମ lସୂଚନା ଅନୁସାରେ ସୋନପୁର ରେ ୧୯୯୪ମସିହା ରେ ଯୋଗାଣ ବିଭାଗ ରେ ଚାକିରୀ ଆରମ୍ଭ କରିଥିଲେ l…
ସୁରକ୍ଷିତ ଷ୍ଟୋରେଜ ପରିବହନ ଏବଂ ଖଣିରେ ବିସ୍ଫୋରଣ ପାଇଁ ବିସ୍ଫୋରକ ବ୍ୟବହାର ଉପରେ କର୍ମଶାଳା
ରାୟଗଡ: ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼ର ନୂଆପଡା ସ୍ଥିତ ସଭା ଗୃହରେ ଉତ୍କଳ ଆଲୁମିନାର ଖଣି ମୂଖ୍ୟ ଶ୍ରୀ ବିଜୟ ଚୌହାନଙ୍କ ଅଧ୍ୟକ୍ଷତାରେ ନିର୍ଦେଶକ ଖଣି ବିଦ୍ୟୁତିକରଣ ସୁରକ୍ଷା ବିଭାଗ (ରାଞ୍ଚି, ଝାରଖଣ୍ଡ) ଶ୍ରୀ କେ. ଏମ. ରେଡି ଏବଂ ଉପ…
ହଜାର ହଜାର ଭକ୍ତ ମାନଙ୍କ ଗହଳ ଚହଳ ରେ ବିଦାୟ ନେଲେ ମା ଶ୍ୟାମା କାଳୀ।
ବାସୁଦେବପୁର - ଗତ ଦୀପାବଳି ରୁ ବାସୁଦେବପୁର ରେ ଆରମ୍ଭ ହୋଇ ଥିବା ମା ଶ୍ୟାମା କାଳୀ ଙ୍କ ଭସାଣୀ ଉତ୍ସବ ବେଶ୍ ଆନନ୍ଦରେ ବେଶ୍ ଧୁମ୍ ଧାମରେ ହୋଇ ଯାଇଛି। ଦୀର୍ଘ କୋଡ଼ିଏ ଦିନ ଧରି ବାସୁଦେବପୁର ରେ ଚାରି କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ର ସହ ମା ଙ୍କ ପୂଜା ପାଳନ କରାଯାଇଛି। ବହୁ ଦୁଇ…
ପଞ୍ଚମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଟିତ:ସାଂସଦ ଓ ବିଧାୟକ ଙ୍କ ଉପସ୍ଥିତ ରେ ଦୀର୍ଘ ସମୟ ଧରି ବୈଠକ
ବାସୁଦେବପୁର - ବାସୁଦେବପୁର ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ପଞ୍ଚମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ଅଶୋକ କୁମାର ଦାସ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ଓ ବିଡିଓ ସଞ୍ଜୀବ ସାହୁ ଉପସ୍ଥିତ…
ଉତ୍କଳ କେଶରୀ. ଡ ହରେକୃଷ୍ଣ ମହତାବ ଙ୍କ ୧୨୬ ତମ ଜୟନ୍ତୀ ପାଳନ।
ବାସୁଦେବପୁର - ସ୍ଥାନୀୟ ମୀରା କଲ୍ ପବ୍ଲିକ ସ୍କୁଲ ପରିସର ରେ ଉତ୍କଳ କେଶରୀ ଡ ହରେକୃଷ୍ଣ ମହତାବ ଙ୍କ ୧୨୬ ତମ ଜୟନ୍ତୀ ପାଳନ ହୋଇ ଯାଇଛି। ସ୍ରଷ୍ଟା ଓ ସୃଷ୍ଟି ଅନୁଷ୍ଠାନ ପକ୍ଷ ରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଦୁଃଶାସନ ରାଉତ ସଭାପତିତ୍ବ କରିଥିବା ବେଳେ ଧାମନଗର ପୂର୍ବତନ…
ନୂତନ ସ୍ବାସ୍ଥ୍ୟ କେନ୍ଦ୍ର ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବାଲିମେଦ ପଞ୍ଚାୟତ ରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ଯାଇଛି। ଏହି ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ଅଶୋକ କୁମାର ଦାସ, ବ୍ଲକ୍ ଅଧ୍ୟକ୍ଷ…
ଧାନ ମଣ୍ଡିର ଉଦ୍ଘାଟନ କଲେ ବିଧାୟିକା ।
ବରଗଡ :- ବରଗଡ଼ ଜିଲ୍ଲା ହେଉଛି ଓଡିଶା ବାସୀଙ୍କ ଭାତ ହାଣ୍ଡି । ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଅଧିକାଂଶ ଚାଷୀ ମୁଖ୍ୟତଃ ଧାନ ଚାଷ କରି ନିଜର ଓ ରାଜ୍ୟ ବାସୀଙ୍କୁ ଆହାର ଯୋଗାଇବା ପାଇଁ ଦିନରାତି କଠୋର ପରିଶ୍ରମ କରିଥାନ୍ତି । ଚାଷ କରି ଫସଲ ଅମଳ ହେବା ପରେ ସରକାର…
ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି କରିବା ଅଭିଯୋଗ ପରେ ସିଲ୍ ହେଲା ମଧୁବନ ରେସ୍ତୋରାଁ
ରାଉରକେଲା,(ବସନ୍ତ କୁମାର ଜେନା): ଗ୍ରାହକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ତରଫରୁ ସହରରେ ଥିବା ବିଭିନ୍ନ ହୋଟେଲ, ରେସ୍ତୋରାଁ ଓ ରାସ୍ତା ପାର୍ଶ୍ଵ ଖାଦ୍ୟ ତିଆରି ଦୋକାନ ଗୁଡ଼ିକରେ ନିୟମିତ ଭାବେ ଚଢ଼ାଉ କରାଯିବା ସହ ଖାଦ୍ୟର ମାନ ଓ ଗୁଣବତ୍ତା ପରୀକ୍ଷଣ କରାଯାଉଛି।…
ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ ପାଳିତ –
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ତାଲିମ କେନ୍ଦ୍ର ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇ ଯାଇଛି। ଏହି ଦିବସରେ ଶ୍ରୀମତୀ ଲିସା ବେହେରା…