Sign in
Sign in
Recover your password.
A password will be e-mailed to you.
ନିର୍ମାଣଧୀନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ପରିଦର୍ଶନ କଲେ ଜିଲ୍ଲାପାଳ
ପ୍ରକଳ୍ପ କାର୍ଯ୍ୟ କୁ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ
ସୁବର୍ଣ୍ଣପୁର :୯/୧୨/୨୪: ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ମେଘା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଯୋଜନା ଅଧୀନରେ ଉଲୁଣ୍ଡା ଗଣ୍ଡାବାହାଲ…
ମୁଖ୍ୟମନ୍ତ୍ରୀ ଙ୍କ ଭଞ୍ଜନଗର ଆଗମନ ସହ ବୁଥ୍ ସ୍ତରୀୟ ନିର୍ବାଚନ ସମିକ୍ଷା ବୈଠକ ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବୁଥ୍ ସ୍ତରୀୟ ନିର୍ବାଚନ ପ୍ରସ୍ତୁତି ନିମନ୍ତେ ସମିକ୍ଷା ବୈଠକ ସହିତ ଚଳିତ ମାସ ଶେଷ ସପ୍ତାହ ତଥା ଡିସେମ୍ବର ମାସ ୨୯ ଓ ୩୦ ତାରିଖ ଭଞ୍ଜନଗର ସହରରେ ଦୀର୍ଘ ବର୍ଷ ବ୍ୟବଧାନରେ ହେବାକୁଥିବା ରାଜ୍ୟସ୍ତରୀୟ…
ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ର- ଅଧ୍ୟକ୍ଷ ହେଲେ ବିଶ୍ୱଭୂଷଣ
ଭୁବନେଶ୍ୱର,୭ା୧୨: ଦେଶର ବିକାଶ ଓ ତା’ସହିତ ଜଡ଼ିତ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ଗବେଷଣା କରିବା ପାଇଁ ‘ସେଣ୍ଟର ଫର୍ ନରେନ୍ଦ୍ର ମୋଦି ଷ୍ଟଡିଜ୍’ (ସିଏନ୍ଏମ୍ଏସ୍) ନାମରେ ଏକ ଆନ୍ତର୍ଜାତିକ କେନ୍ଦ୍ର ନୂଆଦିଲ୍ଲୀରେ ଖୋଲା ଯାଇଛି । ଏହି କେନ୍ଦ୍ରର ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଭାବେ…
ଭୁବନେଶ୍ୱରରେ ପ୍ରୟାଗରାଜ ମହାକୁମ୍ଭ-୨୦୨୫ ପାଇଁ ରୋଡ଼ ସୋ ଆୟୋଜିତ
ଓଡିଶାରେ ଏହି ବିଶାଳ ରୋଡ୍ଶୋର ନେତୃତ୍ୱ ନେଇଛନ୍ତି ଉତର ପ୍ରଦେଶର ଶ୍ରମ ଓ ରୋଜଗାର ମନ୍ତ୍ରୀ ଅନୀଲ ରାଜଭାର
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତର ପ୍ରଦେଶ ସରକାର ମହାକୁମ୍ଭ ୨୦୨୫କୁ ଭାରତର ସାଂସ୍କୃତିକ ଏକତାର ଏକ ଆନ୍ତର୍ଜାତୀୟ ପ୍ରତୀକରେ ପରିଣତ କରିବା…
ସିଆଇଆଇ ଏମଏସଏମଇ କନେକ୍ଟ : ରାଜ୍ୟରେ ଏମଏସଏମଇ ଅଭିବୃଦ୍ଧିକୁ ନୂଆ ବୁଷ୍ଟର
ପାରାଦୀପ: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଓଡିଶା ଚାପ୍ଟର ପକ୍ଷରୁ ପାରାଦୀପ ପୋର୍ଟ ଅଥୋରିଟି କ୍ୟାମ୍ପସର ବିଜୁ କନ୍ଭେନ୍ଶନ ସେଂଟରଠାରେ ସଫଳତାପୂର୍ବକ ସିଆଇଆଇ ଏମ୍ଏସ୍ଏମ୍ଇ କନେକ୍ଟ ୨୦୨୪ର ଆୟୋଜନ କରାଯାଇଛି। ‘ଭେଣ୍ଡର କନେକ୍ଟ ସିରିଜ: ଏକ୍ସପାଣ୍ଡିଙ୍ଗ୍ ବିଜ୍ନେସ୍ ହରାଇଜୋନ୍ସ’…
ସୋଆ କ୍ରିଏଟିଭୋ ପକ୍ଷରୁ ‘ମାର୍ଗଶିରର ମହକ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, ଡିସେମ୍ବର ୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର ସାମାଜିକ ଓ ସାଂସ୍କୃତିକ ଶାଖା ‘କ୍ରିଏଟିଭୋ’ ପକ୍ଷରୁ ଅଭିନବ କାର୍ଯ୍ୟକ୍ରମ ମାର୍ଗଶିରର ମହକର ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି ।ଏକ ସପ୍ତାହ ଧରି ଚାଲିଥିବା ଏହି…
ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସ୍କୁଲ ବିଲ୍ଡିଂ ନବୀକରଣ
ଭୁବନେଶ୍ୱର/ ଛତ୍ରପୁର: ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ନରେନ୍ଦ୍ରପୁର ହାଇସ୍କୁଲ ବିଲ୍ଡିଂର ନବୀକରଣ କରାଯାଇଛି। ଗତ ବାତ୍ୟାରେ ବିଦ୍ୟାଳୟର କୋଠା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ସ୍କୁଲରେ ପାଠ ପଢୁଥିବା ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ…
ତିଳିସିଂଗି ଗ୍ରାମରେ ପଞ୍ଚାୟତ ସ୍ତରୀୟ ବୁଥ୍ ସଭାପତି ଚୟନ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ପଞ୍ଚାୟତ ସ୍ତରୀୟ ଚାରିଗୋଟି ବୁଥ୍ ନିର୍ବାଚନ ରେ ୪ ଗୋଟି ବୁଥ୍ ସଭାପତି ନିର୍ବାଚିତ। ଆଜି ଦିନ ତିଳିସିଂଗି ଗ୍ରାମର ପଞ୍ଚାୟତ ଗୋଷ୍ଟି କେନ୍ଦ୍ରରେ ପଞ୍ଚାୟତ ସ୍ତରୀୟ ଚାରିଗୋଟି ବୁଥ୍ ରୁ ୪ ଟି ବୁଥ ସଭାପତି…
ନୟାଗଡ଼ ଜିଲ୍ଲା ସ୍ତରୀୟ ଚାଷୀଙ୍କୁ ଇନପୁଟ ସହାୟତା ପ୍ରଦାନ ଶୁଭାରମ୍ଭ କାର୍ଯ୍ୟକ୍ରମ ପ୍ରହସନ !
ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ସ୍ତରୀୟ ଚାଷୀଙ୍କୁ ଇନପୁଟ ସହାୟତା ପ୍ରଦାନ ଶୁଭାରମ୍ଭ କାର୍ଯ୍ୟକ୍ରମ ପ୍ରହସନରେ ପରିଣତ ହୋଇଛି । ଯୋଗାଣ ବିଭାଗ, ସମବାୟ ବିଭାଗ ଓ କୃଷି ବିଭାଗକୁ ନେଇ ବାରମ୍ବାର ପ୍ରସ୍ତୁତି ବୈଠକ କରାଯାଇଥିବା ବେଳେ ଫଳଶୂନ ବୋଲି ଦେଖାଯାଇଛି । ବରଗଡ଼ ଜିଲ୍ଲାର…
ଇନପୁଟ ସହାୟତା ରାଶି ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଅନୁଷ୍ଠିତ
ସୁନ୍ଦରଗଡ଼ (ବସନ୍ତ କୁମାର ଜେନା): ଆଜି ବରଗଡ଼ ଜିଲ୍ଲା ର ସୋହେଲା ଠାରେ ଇନପୁଟ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମ ର ଆଭାସି ମାଧ୍ୟମରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ…