Sign in
Sign in
Recover your password.
A password will be e-mailed to you.
ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସୁଜିତ୍ କୁମାର
ରାଜ୍ୟସଭାରେ ଓଡ଼ିଶା ସ୍ୱର ଅଧିକ ସୁଦୃଢ଼ ହେବ : ମନମୋହନ ସାମଲ
ଭୁବନେଶ୍ୱର,ତା.୦୯/୧୨: ରାଜ୍ୟରେ ବିଜେପି ଏକାକୀ ସରକାର ଗଢ଼ିବା ପରେ ଏହାର ସାଙ୍ଗଠନିକ ସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଜେପିର ଆଦର୍ଶ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ…
କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଜଣେ ଅଟକ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରରେ ଏକ ଅଭାବନୀୟ ଘଟଣା ଘଟିଛି l ଜଣେ କଲେଜ ପଢୁଆ ଝିଅକୁ ଅସଦାଚରଣ ସହ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଜଣେ ଦୋକାନିକୁ ଅଟକ ରଖିଛି ପୁଲିସ l ସୂଚନା ଅନୁସାରେ ଆଜି ଅପରାହ୍ନ ପାଖାପାଖି ଘ2.30ମି ସମୟରେ ସ୍ଥାନୀୟ…
ସୋନିଆ ଗାନ୍ଧିଙ୍କ ଜନ୍ମ ଦିନ ପାଳନ।
ବାସୁଦେବପୁର - ପୂର୍ବତନ ଏ ଆଇ ସି ସି ସଭାନେତ୍ରୀ ସୋନିଆ ଗାନ୍ଧିଙ୍କ ଜନ୍ମ ଦିନ ବାସୁଦେବପୁର ରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁବ୍ରତ ବେହେରା ଙ୍କ ନେତୃତ୍ୱ ରେ ପାଳନ କରାଯାଈଛି। ଏହି ଅବସର ରେ କୁନି କୁନି ପିଲା ମାନଙ୍କୁ ବହି ଖାତା ସହ ଚକୋଲେଟ୍ ବଣ୍ଟନ କରିଥିଲେ ଯୁବ କଂଗ୍ରେସ…
ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ: ବିଜେପୁର ବସଷ୍ଟାଣ୍ଡ ପାଖରେ ସରକାରୀ ମଦ ଦୋକାନ ଉଚ୍ଛେଦ ଥିଲା ମୁଖ୍ୟ ପ୍ରସଙ୍ଗ
ବିଜେପୁର:-ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ସ୍ଥିତ ଅସ୍ଥାୟୀ ବସଷ୍ଟାଣ୍ଡକୁ ଲାଗିରହିଥିବା ସରକାରୀ ମଦ ଦୋକାନକୁ ନେଇ ବିଭିନ୍ନ ସମ୍ବାଦପତ୍ରରେ ବାରମ୍ବାର ପ୍ରକାଶିତ ହୋଇ ଆସୁଥିଲେ ସୁଦ୍ଧା ତଥା ଜନସାଧାରଣ ମଧ୍ୟ ପ୍ରତ୍ୟହ ମାସରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ସମୟରେ ଅଭିଯୋଗ କରି…
ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ବିଭିନ୍ନ ୬୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ
ସୁବର୍ଣ୍ଣପୁର, ୯/୧୨/୨୪: ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ…
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନଗର ସମ୍ମିଳନୀ ଅନୁଷ୍ଠିତ।
ବାସୁଦେବପୁର - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାସୁଦେବପୁର ଶାଖା ପକ୍ଷ ରୁ ନଗର ସମ୍ମିଳନୀ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଅନୁଷ୍ଟିତ ହୋଇ ଯାଇଛି। ଜିଲ୍ଲା ସଂଯୋଜକ ସ୍ଵାଧୀନ ଦାସ ନିର୍ବାଚନ ଅଧିକାରୀ ଭାବ ରେ ପୁରାତନ ଟିମ୍ କୁ ଭାଙ୍ଗି ନୂଆ ଟିମ ଘୋଷଣା କରିଥିଲେ।…
ସ୍କୁଲ୍ ପିଲାଙ୍କୁ ନେଇଯାଉଥିବା ଟାଟା ମ୍ୟାଜିକ୍ ଗାଡ଼ିରେ ବିଷାକ୍ତ ସାପ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ସ୍କୁଲ୍ ପିଲାଙ୍କୁ ଧରି ବିଦ୍ୟାଳୟରୁ ଫେରୁଥିବା ବେଳେ ଏକ ଟାଟା ମ୍ୟାଜିକ୍ ଗାଡ଼ିରୁ ସାପ ବାହାରିବା ଘଟଣା ଛାତ୍ରଛାତ୍ରୀଙ୍କ ମନରେ ଭୟ ଖେଳାଇ ଦେଇଥିବା ବେଳେ ଛାତ୍ରଛାତ୍ରୀ ବାଧ୍ୟ ହୋଇ ନିଜ ଅଭିଭାବକ ସହ ଘରକୁ ଫେରିଛନ୍ତି I ସୂଚନା ପ୍ରକାରେ ଭଞ୍ଜନଗର ସ୍ଥିତ…
ମୁଖ୍ୟମନ୍ତ୍ରୀ ଯୋଗଦେଲେ ନବରଙ୍ଗପୁର ମଣ୍ଡେଇ ମହୋତ୍ସବ ଉଦଯାପନି ଉତ୍ସବ ରେ !
ନବରଙ୍ଗପୁର,: 09/12.2024, ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ ୨୦୨୪ ! ଶେଷ ଦିନ ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବରେଣ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଯୋଗଦେଇଥିଲେ !…
ଗୋପାଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାରିଆର କାଉନସେଲିଂ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୦୯.୧୨.୨୦୨୪ : କଳାହାଣ୍ଡି ଫୋରମଫର ସୋସିଆଲ ଟ୍ରାନ୍ସଫରେସନ ତରଫରୁ ଗୋପାଳପୁର ଉଚ୍ଚ ବିଦ୍ୟାଳୟରେ ଏକ କ୍ୟାରିଅର କାଉନସେଲିଂ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଶମ ଶ୍ରେଣୀ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନିଜର ଦକ୍ଷତା…
ଗୋଲାମୁଣ୍ଡା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୦୯.୧୨.୨୦୨୪ – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡ ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ…