ବିଜେପୁର :-ରବିବାର ସନ୍ଧ୍ୟା ସମୟରେ ଶ୍ରୀଯୁକ୍ତ ସନତ କୁମାର ଗଡତୀୟା, ମାନ୍ୟବର ବିଧାୟକ ବିଜେପୁର ସ୍ଥାନୀୟ ତାରିଣୀ ପୀଠ ପରିଦର୍ଶନରେ ଆସି ମନ୍ଦିର କର୍ମକର୍ତ୍ତାଙ୍କ ସହିତ ସୌଜନ୍ୟମୂଳକ ବିଚାର ଆଲୋଚନା କରିଥିଲେ। ପୀଠର ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ସେଠାରେ ଉପସ୍ଥିତ ଥିବା ଶ୍ରୀଯୁକ୍ତ ଜଗଦୀଶ ମହାପାତ୍ର, କୃଷ୍ଣଚନ୍ଦ୍ର ସେନାପତି, ରମେଶ ସାହୁ, ଯୁଧିଷ୍ଠିର ରଣା, ଗିରିଧାରୀ ଦାଶ, ବ୍ରଜମୋହନ ମାହାଣା, ଯୋଗେଶ ଚନ୍ଦ୍ର ମେହେର, ବାବୁଲୁ ପଧାନ, ରାଜାରାମ ଭାରତୀ, ମହେଶ ଦେବତା, ଚିନୁ ସାହୁ, ହିମାଂଶୁ ଶେଖର ସାହୁ, ମୁକୁନ୍ଦ ପାଣ୍ଡେ , ରୋହିତ ପଧାନ,ଶଙ୍କର ପଟେଲ, ପ୍ରେମରାଜ ପଟେଲ, ଆନନ୍ଦ ଚନ୍ଦ୍ର ସାହୁ, ମୁକ୍ତେଶ୍ଵର ମେହେର, ଦାମୋଦର ମହାପାତ୍ର ପ୍ରଭୃତିଙ୍କୁ ପଚାରି ବୁଝିଥିଲେ ଏବଂ ଏଥିରେ ଆବଶ୍ୟକ ସହଯୋଗ କରିବା ନିମନ୍ତେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.