Sign in
Sign in
Recover your password.
A password will be e-mailed to you.
ଡାବୁଗାଁ ରେ ଧାନ ମଣ୍ଡି ଉଦଘାଟିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୦/୧୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ହାଟପଦା ସ୍ଥିତ ଆର ଏମ ସି ଗୋଦାମ ଗୃହ ସମ୍ମୁଖ ରେ ଚଳିତ ଖରିଫ ଋତୁ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବିକ ଅଧିକାର ଦିବସ କୁ ନେଇ ସଚେତନତା ଶିବିର
ନବରଙ୍ଗପୁର, ୧୦/୧୨/୨୦୨୪, ଅଶୋକ ସାହୁ, ଶାସକ ପ୍ରଶାସକ,ଚଳିତ ବର୍ଷ ମାନବିକ ଅଧିକାର ଦିବସ ଅବସରରେ ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ କୋର୍ଟ କର୍ମଚାରୀ ଓ ଆଇନଜୀବି ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି…
ଧାନ ଉଠା ପାଲଟିଛି ପ୍ରହସନ : ଭୋଜପୁର ମଣ୍ଡିରୁ ଉଠିପାରୁନି ଧାନ
କ୍ଵଇଣ୍ଟାଲ ପିଛା ୩୧୦୦ ମିଳବା ନେଇ ପ୍ରଶ୍ନବାଚୀ
ଖୋଲା ଆକାଶ ତଳେ ପଡ଼ିରହିଛି ୧୯, ୫୮୦ ବସ୍ତା ଧାନ
କୁଚିଣ୍ଡା (ଲିପନ ନାଏକ ): ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ଧାନ ମଣ୍ଡିରେ ପ୍ରାୟ ୧୯, ୫୮୦ ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ସରକାର ଏଫ.ଏ.କୟୁ ମାନର ଧାନକୁ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ,…
ଡିଜିଟାଲ ଠକେଇ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଝାମୀ ପଞ୍ଚାୟତ ଝାମି ଗ୍ରାମ ଠାରେ ବ୍ୟାଙ୍କ୍ ଅଫ ବରୋଦା ପାରଳାଖେମୁଣ୍ଡି ଶାଖା ପକ୍ଷରୁ ସେଣ୍ଟ୍ରାଲ ବ୍ୟାଙ୍କ୍ ଡିଜିଟାଲ ମୁଦ୍ରା (ସିବିଡିସି) ୟୁନିଫାଏଡ୍ ପେମେଣ୍ଟ ଇଣ୍ଟର୍ ର୍ଫେସ୍ (ୟୂପିଆଇ) କୁ…
ରାୟଗଡ଼ ଜିଲ୍ଲା ଚଇତି ୨୪କ୍ରୀଡା ପ୍ରତିଯୋଗିତା ମହୋତ୍ସବ ଶୁଭ ଉଦଘାଟନ ।
ରାୟଗଡା/୧୦/୧୨/୨୪: ରାୟଗଡା ଜିଲ୍ଳା ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୪’ ପାଳନ ଉପଲେକ୍ଷ ଆଜି ଠାରୁ ଆରମ୍ଭ ହୋଇଛି ଚଇତି କ୍ରୀଡା ମହୋତ୍ସବ । ଚଇତି ପାଳନ କମିଟି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ପ୍ରତ୍ୟେକ୍ଷ ତାତା ବଧାନରେ ଚଇତି ମହୋତ୍ସବର ବିଭିନ୍ନ…
ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,”ଛେଲୁ” ର ପିଡୀତା ପାଚିକା ଙ୍କୁ ସାହାଯ୍ୟ ର ହାତ
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)ଛେଲୁ :୧୦/୧୨, ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଛେଲୁ , ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗତ ତା ୫-୧୨-୨୪ ରିଖ ଗୁରୁବାର ଦିନ ମଧ୍ୟାହ୍ନ ଭୋଜନ ରାନ୍ଧିବା ସମୟରେ ଏକଅଘଟଣ ଘଟିବା ନଜିର କୁ ଆସିଛି। ଖବର ନେବାରୁ ଜଣାପଡିଛି ଯେ, ପାଚିକା କୁମାରୀ ଗ ଉଡ…
ନବରଙ୍ଗପୁର ଜିଲ୍ଲା ମିଳିତ କ୍ରିୟାନୁଷ୍ଟାନ କମିଟିର ପ୍ରେସ ବିଜ୍ଞପ୍ତି ଜାରି ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ.
ବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ.: ଯୁବଛାତ୍ର ମହାସଂଘ ତରଫରୁ ଗତ ସେପ୍ଟେମ୍ବର ୨୭ ତାରିଖରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୨ ମାସ ୧୭ ଦିନ ଆନ୍ଦୋଳନ ପର୍ଯ୍ୟାୟ କ୍ରମେ ନିରନ୍ତର ଭାବରେ ଜାରି ରହିଥିଲା । ଗତ ନଭେମ୍ବର ୧୫ ତାରିଖରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨୫…
ଭୁବନେଶ୍ବରରେ ନିର୍ମାଣ ହେବ ଏକାଧିକ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଙ୍ଗ ରୋଡ
ଭୁବନେଶ୍ୱର: ଭୁବନେଶ୍ବର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି।
ଭୁବନେଶ୍ବର ସହରର ଗାଡି ଚଳାଚଳ ଓ ଟ୍ରାଫିକ୍ ସମସ୍ୟାକୁ ଦୂର କରିବା…
ବିଶ୍ୱ ଜଳବାୟୁ ଦିବସ: ଜଳବାୟୁ ପରିବର୍ତନର ମୁକାବିଲା ନିମନ୍ତେ ଆହ୍ୱାନ
ଭୁବନେଶ୍ୱର, ଡିସେମ୍ବର ୯: ଜଳବାୟୁ ପରିବର୍ତନ ଏବେ ଆଉ ଗଳ୍ପ ନୁହେଁ, ଏହା ବାସ୍ତବ । ସାରା ପୃଥିବୀରେ ଏହାର ପ୍ରଭାବ ଅନୁଭୂତ ହେଉଛି । ଏହାକୁ ପ୍ରତିହତ କରିବା ନିମନ୍ତେ ବିଳମ୍ବ ନ କରି ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଏହି କ୍ଷେତ୍ରରେ ଅଭିଜ୍ଞତା ଥିବା ବିଶେଷଜ୍ଞମାନେ ମତ ପ୍ରକାଶ…