Sign in
Sign in
Recover your password.
A password will be e-mailed to you.
ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା ₹1386.09 କୋଟି ପୁଞ୍ଜିନିବେଶରେ 192.41 ମେଗାୱାଟ୍ ଅକ୍ଷୟଶକ୍ତି ପ୍ରକଳ୍ପକୁ ନୀତିଗତ…
ଭୁବନେଶ୍ୱର: 11.12: ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଷ୍ଟମ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍.ଡ଼ବ୍ଳ୍ୟୁ.ସି)ର ବୈଠକରେ ମୋଟ 192.41 ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ₹1386.09 କୋଟି ଟଙ୍କାର ପୁଞ୍ଜିନିବେଶ…
ଦୀପ ତଳେ ଅନ୍ଧାର, ଖଲ୍ଲିକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ।
(ଖଲ୍ଲିକୋଟ ରୁଶିବରାମ ଜେନା/ଶାସକ ପ୍ରଶାସକ): ଆମ ର ଖଲ୍ଲିକୋଟ ସହର ରେ ଶିକ୍ଷା ଦୀକ୍ଷାର ର ମାନ ବୃଦ୍ଧି ପାଇଁ କୋୖଣସି ରେ ଅଭାବ ନାହିଁ । ହେଲେ ଅଭାବ ଅଛି ସମୟ ଜ୍ଞାନ। ଏଅଵସରରେ କହିବାକୁ ଗଲେ, ସକାଳ ୧୦ଘଣ୍ଟା ୧୫ ମିନିଟ୍ ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ନିଜେ…
ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ: ଭିତ୍ତିଭୂମି ସବଳ, ହେଲେ କାମକୁ ଦୁର୍ବଳ
୪୯ ଜଣଙ୍କ ସ୍ଥାନରେ ଅଛନ୍ତି ୧୬ଜଣ ଡାକ୍ତର
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାଜନୈତିକ ଇଚ୍ଛାଶକ୍ତି ହଉ କିମ୍ବା ପ୍ରଶାସନିକ ଉଦାସୀନତା ଯୋଗୁଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ବର୍ଷ ଧରି ଡାକ୍ତର ଅଭାବ ସମସ୍ୟା ଲାଗି ରହିଛି । ଏହି ଉପଖଣ୍ଡ ଚିକିତ୍ସାଳୟରେ ଖାଲି ଯେ ଡାକ୍ତର…
ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଭେଟିଲେ ଦଳିତ ପରିଷଦ ନେତା
ଜଗତସିଂହପୁର,ତା-୧୨.୧୨.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲା ସଦର ମହକୁମାରେ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜମି ଖୋଜା ଚାଲିଛି । ଜଗତସିଂହପୁର ଦଳିତ ବିକାଶ ପରିଷଦ ପକ୍ଷରୁ ପୌର ପରିଷଦ କାର୍ଯ୍ୟାଳୟ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ…
ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ.ଏମ.ଭାଲିଆ ସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷାଧିକାରୀ ଡ.ମାୟାଧର ସାହୁଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମ୍ପୋଲୁ ରବି କୁମାରଙ୍କ ପ୍ରତ୍ୟକ୍ଷ…
ଗଜପତି ଉତ୍ସବ – ୨୦୨୪ ର ପୋଷ୍ଟର ଉନ୍ମୋଚନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସଂସ୍କୃତି ପରିଷଦ ଗଜପତି ଦ୍ୱାରା ଆୟୋଜିତ ହେଉଥିବା ଗଜପତି ଉତ୍ସବ -୨୦୨୪ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଜପତି ଉତ୍ସବର ପୋଷ୍ଟର ଉନ୍ମୋଚନ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ସ୍କୁଲ ଘର ଭାଙ୍ଗି ଚାରି ବର୍ଷ ହେଲା ଗଛ ମୂଳର ପାଠ ପଡା ଚାଳିଛି ପ୍ରଶାସନ ର ଅଣଦେଖା
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ରେ ମିଳିଛି ଏକ ମନର୍ମା ଦୂର୍ଷ୍ୟ ଦେଖିବାକୁ ମିଳିଛି ମ.ରାମପୁର ବ୍ଲକ ଅନ୍ତର୍ଗତ ମ.ରାମପୁର ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଡୁଡକାରଞ୍ଜା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ୁମେରୀ ସ୍କୁଲ ଛାତ ଭାଙ୍ଗି ଚାରି ବର୍ଷ ହେଲା…
ବାଇକ୍ ଦୁର୍ଘଟଣା ରେ ଯୁବକ ମୃତ
ନୂଆଗାଁ:ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ମାଇଛେଳି ଜଙ୍ଗଲ ନିକଟରେ ବାଇକ୍ ଦୁର୍ଘଟଣା ରେ ନବ କିଶୋର ସେନାପତିଙ୍କ ମୃତ୍ୟୁ ହୋଇଥିବା ନେଇ ସୁଦର୍ଶନ ସେନାପତି ନୂଆଗାଁ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।ସୂଚନା ଥାଉକି ନୟାଗଡ ଜିଲ୍ଲା ରଣପୁର ଥାନା ଗମ୍ଭାରୀ ଖୋଲ ଗ୍ରାମର ପରିକ୍ଷିତ…
ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଙ୍କ ବ୍ଲକ୍ ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର,୧୧/୧୨/୨୦୨୪ଶାସକ ପ୍ରଶାସକ(ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ସ୍ତରୀୟ ଭିନ୍ନକ୍ଷମ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସମ୍ବଳଶିକ୍ଷକ ମନୋଜ କୁମାର ସାହୁ ଙ୍କ…
ସୂଚନା ଓ ଲୋକସମ୍ପର୍କ ବିଭାଗ ଉପ-ନିର୍ଦ୍ଦେଶକ ସମ୍ବଲପୁରଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ
ସୁବର୍ଣ୍ଣ ପୁର,୧୧/୧୨/୨୪ : ଶାସକ ପ୍ରଶାସକ (ପ୍ରକାଶ ହାତୀ)ସୁବର୍ଣ୍ଣପୁର ଜିଲ୍ଲାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ (ସମ୍ବଲପୁର)ଉପ-ନିର୍ଦ୍ଦେଶକ କଲ୍ୟାଣୀ ଦାଶ ଦିନିକିଆ ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସହ ଜିଲ୍ଲା ସୂଚନା କେନ୍ଦ୍ର ତଥା ପାଠାଗାର (ଜିଲ୍ଲା…