ଖପ୍ରାଖୋଲ ରେ ସୁଶାସନ ସମ୍ପର୍କିତ ତାଲିମ ଶିବିର

3

ଖପ୍ରାଖୋଲ ୭/୩(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ସ୍ଥାନୀୟ ପଞ୍ଚାୟତ ସମିତି ସଭା ଗୃହ ଠାରେ ନିରନ୍ତର ବିକାଶ ଲକ୍ଷ କୁ ନେଇ ବିଷୟ ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ରେ ସୁଶାସନ ସମ୍ପର୍କିତ ପଂଚାୟତ ପ୍ରତିନିଧି ଙ୍କ ପାଇଁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ତାଲିମ୍ ଶିବିର କୁ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ଉଦଘାଟନ କରିଥିବା ବେଳେ ତାଲିମ୍ ଦାତା ରୁପେ ବଲାଙ୍ଗୀର ଡି ପି ଆର ସି ର ସହକାରୀ ଫେକଲ୍ଟି ଦେବାଶିଷ ଗୁରୁ, ଆର ପି ରାଜକୁମାର ଦାଶ ଯୋଗଦେଇ ତାଲିମ୍ ପ୍ରଦାନ କରିଥିଲେ। ଏହି ଅବସରରେ ସାମାଜିକ ସୁରକ୍ଷା ଅଧିକାରୀ କନିସ୍କ ବିଭାର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତୀକ୍ଷା ସାହୁ, ସିପି ଆର ବାରିକ, ଫକୀର ଭୋଇ, ସରପଞ୍ଚ ସୁଶୀଲ କୁମାର ଗୁରୁ, ମୁନା ପୁରୋହିତ, ରୀନା ଜାଲ, ଅନୂଷୟା ସାହୁ ସମେତ ପି ଇ ଓ, ଏ ଡି ଇ ଓ, ଏମ ବି କେ ଉପସ୍ଥିତ ଥିଲେ।

Leave A Reply

Your email address will not be published.