Sign in
Sign in
Recover your password.
A password will be e-mailed to you.
ଝୁଲନ୍ତା ଅବସ୍ଥା ରେ ଅଜଣା ଯୁବକ ର ମୃତ ଶରୀର ଠାବ
ଅସ୍ତରଙ୍ଗ୧୮/୧୨) ଅସ୍ତରଙ୍ଗ ବ୍ଲକ ଝାଡ଼ଲିଂଗ ଓ ନଗର ପଞ୍ଚାୟତ ମଧ୍ୟରେ ଥିବା ଦେବି ନଦୀ ପଠା ରେ ବୁଧବାର ଦିନ ଏକ ଗଛରୁ ଝୁଲନ୍ତା ଅବସ୍ଥା ରେ ଜଣେ ଅଜଣା ଯୁବକ ର ମୃତ ଶରୀର ଠାବ ହୋଇଛି। ବର୍ତମାନ ଧାନ କଟାକଟି ଚାଲୁଥିବାରୁ ସକାଳୁ ସ୍ଥାନୀୟ କୃଷକ ଭାଇ ମାନେ କ୍ଷେତ କୁ ଧାନ କାଟିବାକୁ ଯାଇଥିବା…
ଅବସର ପ୍ରାପ୍ତ ସୈନିକ ସଂଘ ପକ୍ଷରୁ ୫୩ତମ ବିଜୟ ଦିବସ ପାଳନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ଠାରେ ଅବସର ପ୍ରାପ୍ତ ସୈନିକ ସଂଘ ପକ୍ଷରୁ ୫୩ ତମ ବିଜୟ ଦିବସ ପାଳନ ହୋଇ ଯାଇଛି।୧୯୭୧ ମସିହାରେ ହୋଇଥିବା ଯୁଦ୍ଧ ରେ ଭାରତ ର ବିଜୟ ସହ ସହିଦ ଯବାନ ମାନଙ୍କ ସ୍ମୃତି କୁ ମନେ ପକାଇବା ସହ ତିନି ଦିନ ବ୍ୟାପୀ ବିଜୟ ଦିବସ ପାଳନ ହୋଇ ଯାଇଛି। ପ୍ରଥମ…
ଗାନ୍ଧୀ ସ୍ମୃତି ଦିବସ ପାଳନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବାଲିମେଦ ପଞ୍ଚାୟତ ଅଧୀନ ଚାରି ବାଟିଆ ଠାରେ ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ଗାନ୍ଧୀ ସ୍ମୃତି ଦିବସ ପାଳନ ହୋଇ ଯାଇଛି। ଗାନ୍ଧୀ ସ୍ମୃତି ଭବନ ଠାରେ ଅନେକ ସମାଜ ସେବୀ, ରାଜନେତା, ପଞ୍ଚାୟତ ସରପଂଚ, ଜନ ସାଧାରଣ ଆସି…
ତ୍ରିବେଣୀ ଆଶ୍ରମରେ ମହୋତ୍ସବ
ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ଶାସ୍ତ୍ର ଆଧାରରେ ସାଧୁ ଜନ୍ମ ଜଗତ କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଏବଂ ଶରୀର ତ୍ୟାଗ ପରେ ପବିତ୍ର ଆତ୍ମା ଜଗତ କଲ୍ୟାଣ ନିମନ୍ତେ ହିଁ ଉଦ୍ଧିଷ୍ଟ ଏହା ଆସ୍ଥା ରହିଛି ତେଣୁ ଆଜି ବୁଧବାର ଦିନ ସ୍ୱାମୀ ସନାତନ ବନ ବା ଜଣାଶୁଣା ଲଡ଼ୁ ବାବାଙ୍କ ଅପ୍ରକଟ…
ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଶିଶୁଙ୍କ ଅଧିକାର,ଶିକ୍ଷା, କିଶୋରୀ ସଶକ୍ତିକରଣ,ବାଲ୍ୟ ବିବାହ, ଲିଙ୍ଗଗତ ସମାନତା, କନ୍ୟା ଭୃଣ ହତ୍ୟା…
ଭଞ୍ଜନଗର ବ୍ଳକ୍ ମହିଳା ଓ ଶିଶୁ ବିକାଶ ଦ୍ଵାରା ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପ୍ରତ୍ୟେକ ମହିଳା ଓ ଶିଶୁଙ୍କ ଉନ୍ନତି କରଣ ଓ ଜନସାଧାରଣ ଙ୍କୁ ଜାଗ୍ରତ କରିବା ନିମନ୍ତେ ଭଞ୍ଜନଗର ବ୍ଳକ୍ ର " ମହିଳା ଓ ଶିଶୁ ବିକାଶ" ବିଭାଗ ତରଫରୁ ବିଭିନ୍ନ ଗ୍ରାମରେ ଜନସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଅଛି। ସେହିପରି ଭାବରେ ଆଜି ଡିସେମ୍ବର…
କୃଷି ଯନ୍ତ୍ରପାତି ନିମନ୍ତେ ଜିଲ୍ଲାକୁ ମିଳିଲା ଅତିରିକ୍ତ ଲକ୍ଷ୍ୟ
ସୁନ୍ଦରଗଡ଼(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ରେ ଗତ କାଲି ଉଦଘାଟିତ ହୋଇଯାଇଛି କୃଷି ଯନ୍ତ୍ରପାତି ମେଳା। ପାଞ୍ଚ ଦିନ ଚାଲିବାକୁ ଥିବା ଏହି ମେଳା ରେ କୃଷି ତଥା ଆନୁସାଙ୍ଗିକ ବିଭାଗ ଦ୍ଵାରା ବିଭିନ୍ନ ଷ୍ଟଲ ହୋଇଥିବା ବେଳେ ମେଳା ରେ ସ୍ଥାନିତ ହୋଇଅଛି ବୈଜ୍ଞାନିକ ଜ୍ଞାନ କୌଶଳ ରେ…
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କଲେ ବିଜେପୁର ଆୟୁଷ ଡାକ୍ତର ୨୦ରେ ଆୟୁଷ ଡାକ୍ତରଙ୍କ କାର୍ଯ୍ୟବନ୍ଦ…
ବିଜେପୁର /ସୁଶାନ୍ତ ସାହୁ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ ଏଚଏମ୍)ରେ ରାଜ୍ୟରେ କାର୍ଯ୍ୟରତ ୩ ହଜାର ଆୟୁଷ ଡାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ।ସ୍ଥାୟୀ ନିଯୁକ୍ତି ସହିତ ଦରମା ବୃଦ୍ଧି ଆଦି ୧୦ ଦଫା ଦାବି ନେଇ ବିଗତ ଦିନରେ ତତ୍କାଳୀନ ସରକାରଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ସରକାର…
ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ମହା ସମାରୋହରେ ପାଳିତ
ନବରଙ୍ଗପୁର ତା ୧୮.୧୨.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ ଗତ କାଲି ୧୭.୧୨.୨୦୨୪ ତାରିଖ ଦିନ ସ୍ଥାନୀୟ ସ୍ମାର୍ଟ୍ ଗୁରୁକୁଳ ମହାବିଦ୍ୟାଳୟ କାର୍ଯ୍ୟଳୟ ଠାରେ ଯୁବ ବ୍ୟାପାର ମନ୍ତ୍ରାଳୟ ଭାରତ ସରକାରଙ୍କ ଅଧୀନସ୍ଥ ମେରା ଯୁବ ଭାରତ ଓ ନେହେରୁ ଯୁବ କେନ୍ଦ୍ର ତରଫରୁ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ…
ଦେଶୀମଦ ଚୋରାଚାଲାଣ ବେଳେ ପୋଲିସର ଚଢ଼ାଉ : ୩ ଗିରଫ
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମଜେନା ) : ଦେଶୀମଦ ଚୋରାଚାଲାଣ ଚାଲିଥିବା ଖବରପାଇ ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ରମେଶ କୁମାର ପ୍ରଧାନ ଙ୍କ ତତ୍ତ୍ଵାବଧାନତାରେ ଚଢ଼ାଉ କରି ପୋଲିସ୍ ତିନି ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କେନ୍ଦୁପାଟ ଗ୍ରାମର ତୋଟା ମାଳରୁ ଦେଶୀମଦ…