Sign in
Sign in
Recover your password.
A password will be e-mailed to you.
କଲ୍ୟାଣସିଂହପୁର ବ୍ଳକ ସ୍ତରୀୟ ଚଇତି ମୋହତ୍ସବ ୨୦୨୪ ପାଳିତ
ରାୟଗଡ଼ା,କଲ୍ୟାଣସିଂହପୁର ୧୯/୧୨: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ବଡ଼ଦାଣ୍ଡ ରଥ ପଡିଆ ଥରେ ବ୍ଳକ ସ୍ତରୀୟ ଚଇତି ଚଇତି ମହୋତ୍ସବ ୨୦୨୪ ମହା ଧୁମ୍ ଧାମରେ ପାଳନ ହୋଇ ଯାଇଛି। କଲ୍ୟାଣୀ ଓ ନାଗାବଳୀ ନଦୀ ସଙ୍ଗମ ସ୍ଥଳ ଶିଵ ମନ୍ଦିର ଠାରୁ କଳସ ଯାତ୍ରା ହୋଇ ଚଇତି ମଣ୍ଡପ ରେ ପହଞ୍ଚି…
ଡଃ ବିସିକେଶନ ବାଗ ଙ୍କୁ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା
କାଶୀପୁର ରୁ ବୈକୁଣ୍ଠ ଦୁରିଆ -କାଶୀପୁର ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ରେ ଆଜି ପୂର୍ବତନ ପ୍ରଧାନଶିକ୍ଷକ ଡଃ ବିସିକେଶନ ବାଗ ଙ୍କୁ ଅଞ୍ଚଳବାସୀ ସମେତ ବିଦ୍ୟାଳୟ କର୍ମଚାରୀ ଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।ଡଃ ବିସିକେଶନ ବାଗ ୨୦୧୮ ସେପ୍ଟେମ୍ବର…
ବରିଷ୍ଠ ନାଗରିକ ସଂଘ ବିଜେପୁର ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ବିଜେପୁର
ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ବୃଦ୍ଧା ଶ୍ରମ ଠାରେ ଆଜି ବରିଷ୍ଠ ନାଗରିକ ସଂଘ ବିଜେପୁର ପକ୍ଷରୁ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏପରିପ୍ରେକ୍ଷୀରେ ବିଜେପୁର ନିର୍ବାଚନ ମଣ୍ଡଳୀର…
ସାଂସଦ ଙ୍କ ଆହତ ନେଇ ବିଜେପି ର ବିକ୍ଷୋଭ ସହ କୁଶ ପୁତ୍ତଳିକା ଦାହ
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଗୁରୁବାର ସଂଧ୍ୟା ସମୟ ରେ ବିଜେପି କାର୍ଯ୍ୟ କର୍ତ୍ତା ମାନଙ୍କ ପକ୍ଷ ରୁ ରାହୁଲ ଗାନ୍ଧୀ ଙ୍କ ବିରୋଧ ରେ ଏକ ଶୋଭାଯାତ୍ରା କରିବା ସହ କୁଶ ପୁତ୍ତଳିକା ଦାହ କରାଯାଇଛି। ରାହୁଲ ଗାନ୍ଧିଙ୍କ ଧକ୍କାରେ ଜଣେ ସାଂସଦ ଙ୍କ ସହ ବାଲେଶ୍ଵର ସାଂସଦ ପ୍ରତାପ…
ନିମ୍ନ ମାନର ରାସ୍ତା କାମ ; ପାଞ୍ଚ ବର୍ଷରେ ରାସ୍ତା ପାଲଟିଲାଣି ମରଣ ଯନ୍ତା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ନିମ୍ନ ମାନର ରାସ୍ତା କାମ ଯୋଗୁଁ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ରାସ୍ତା ଅବସ୍ଥା ଶୋଚନୀୟ I ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ର ଗୋବରା-ଷଡ଼ଙ୍ଗୀପଲ୍ଲୀ ପୁର୍ତ୍ତ ବିଭାଗ ରାସ୍ତାରୁ ବାହାରି ମାଧବରୀଡା ଯାଇଥିବା ଏକ ରାସ୍ତାରେ I ସୂଚନା…
ଭଞ୍ଜନଗର ରେ ସାଇବର ଅପରାଧର ସଚେତନତା କାର୍ଯ୍ୟକ୍ରମ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ୍ ପକ୍ଷରୁ ଆଜି ଡିସେମ୍ବର ୧୯ ତାରିଖ ଗୁରୁବାର ୨୦୨୪ ଦିନ ମଧ୍ୟାହ୍ନ ସମୟରେ ଭଞ୍ଜନଗରସ୍ଥ ଟାଉନ୍ ହଲ୍ ଠାରେ ସାଇବର ଅପରାଧର ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଆଧୁନିକତା ଯେତେ ଆଗକୁ ଗଲାଣି ଅନ୍ ଲାଇନ୍ ଠକେଇ ସେତେ…
ବିଜୁ ଛାତ୍ର ଦଳ ପକ୍ଷରୁ ସଭ୍ୟ ସଂଗ୍ରହ
ନୂଆଗାଁ ୧୯/୧୨ ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ତତ୍ତ୍ଵାବଧାନରେ ନୂଆଗାଁ ବିଜୁ ଛାତ୍ର ଜନତା ଦଳ ତରଫରୁ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ଏହି…
ବର୍ଣ୍ଣାଳୀ ତାଲିମ ଶିବିର ଉଦଯାପିତ
ସୁବର୍ଣ୍ଣପୁର,୧୯/୧୨ ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି ଠାରେ ବ୍ଲକ ସ୍ତରୀୟ ବର୍ଣ୍ଣାଳୀ ତାଲିମ ଶିବିର ଉଦଘାଟିତ ହୋଇଯାଇଛି l ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ କୁ ଡୁଙ୍ଗୁରିପାଲି ଉଚ୍ଚ…
ଚିକିତ୍ସା ଅଭାବରେ ଛଟପଟ କୁନି ଛାତ୍ର ରିତେଶ : ସହାୟତା ଅପେକ୍ଷାରେ।
କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋରଖପୁର ପଞ୍ଚାୟତ ସ୍ଥିତ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନରତ ଏକ କୁନି ଛାତ୍ର ର ଦାରୁଣ ଦୃଶ୍ୟ ବର୍ତମାନ ଗ୍ରାମବାସୀଙ୍କୁ ବିଚଳିତ କରିଦେଇଛି।ରିତେଶ ଗଉଡ଼ ୯, ପିତା ପଢ ଗଉଡ଼, ଗ୍ରାମ ଗୋରଖପୁର।ସେ ଗୋରଖପୁର ସରକାରୀ…
ଯୁବ କଂଗ୍ରେସ ପକ୍ଷ ରୁ ପ୍ରଧାନ ମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଗୁରୁବାର ଯୁବ କଂଗ୍ରେସ ପକ୍ଷ ରୁ ଗୃହ ମନ୍ତ୍ରୀ ଅମିତ୍ ଶାହା ବାବା ସାହେବ୍ ଆମ୍ବେଦକର ଙ୍କ ପ୍ରତି ଦେଇଥିବା ମନ୍ତବ୍ୟ କୁ ବିରୋଧ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହା ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।…