Sign in
Sign in
Recover your password.
A password will be e-mailed to you.
କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର କମିଟି ବୈଠକ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୧୭.୧୨.୨୦୨୪ : କଳାହାଣ୍ଡିର କଳା, ସଂସ୍କୃତି, ଐତିହ, ପରମ୍ପରାର ର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା 2025 ଆସନ୍ତା ଜାନୁଆରୀ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଭବାନୀପାଟଣା ଓ 15 ରୁ 17 ତାରିଖ…
୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦଯାପନୀ ସମାରୋହ: ଚଳିତବର୍ଷ ପୁସ୍ତକ ମେଳାରେ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ୱ…
ଭାଗନେଲେ ପ୍ରାୟ ୧୫୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା, ପୁସ୍ତକ ମେଳାରେ ରହିଥିଲା ୪୦୦ରୁ ଉର୍ଦ୍ଧ୍ୱ ଷ୍ଟଲ
ଆମ ସମାଜରେ ପୁସ୍ତକର ସ୍ଥାନ ଅନନ୍ୟ, ପାଠକଙ୍କ ମନରେ ଶାନ୍ତି ଓ ପ୍ରଶାନ୍ତି ଆଣିଥାଏ ପୁସ୍ତକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
ପୁସ୍ତକର କୌଣସି ବିକଳ୍ପ…
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର, ୧୭/୧୨/୨୪: ଶାସକ ପ୍ରଶାସକ (ପ୍ରକାଶ ହାତୀ) ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜାତୀୟ ଯୁବ ମହୋତ୍ସବ ୨୦୨୫ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ସୋନପୁର ଡ଼ଃ ସୌମ୍ୟା…
ଖରିଫ ଧାନ ମଣ୍ଡି ଶୁଭାରମ୍ଭ କଲେ ଜିଲ୍ଲାପାଳ l
ରାୟଗଡ:-ଅଦ୍ୟ ତା. ୧୭.୧୨.୨୦୨୪ ରିଖ ୧୧ ଘଟିକାରେ ଜିଲ୍ଲାପାଳ, ରାୟଗଡାଙ୍କ କରକମଳରେ ଚଳିତ ଖରିଫ ଋତୁ ୨୦୨୪-୨୫ ଧାନ କିଣା ନିମନ୍ତେ ନିୟନ୍ତ୍ରିତ ବଜାର କମିଟି, ରାୟଗଡାଠାରେ ଧାନ ମଣ୍ଡି ଉଦଘାଟନ ହୋଇଅଛି । ଏହି ଉଦଘାଟନ ସମାରୋହରେ ଶ୍ରୀ ଦାଶରଥି ସୋରେନ, ମୁଖ୍ୟ ଜିଲ୍ଲା ବେସାମରିକ ଯୋଗାଣ…
ପlଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ରାୟଗଡ:-ତା.୧୭/୧୨- ପାଣି ପଂଚାୟତ ପକ୍ଷ ପାଳନ ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ…
ଚିନାଜୁରୀ ଠାରେ ୫ଦୀନଧରି ଚାଲିଥିବା ମହାଲକ୍ଷ୍ମୀ ପୂଜାର ଜଳନ୍ଧର ଦରଵାର ଉଦଯାପିତ : ମାଁ ଙ୍କ ଭଷାଣୀ।
ସୁବର୍ଣ୍ଣପୁର,୧୭/୧୨/୨୦୨୪ ଶାସକ ପ୍ରଶାସକ (ପ୍ରକାଶ ହାତୀ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଚିନାଜୁରୀ ମହାଲକ୍ଷ୍ମୀ ପୂଜା କମିଟି ତରଫ ରୁ ମହା ଆଡମ୍ବର ରେ ଚାଲିଥିବା ମହାଲକ୍ଷ୍ମୀ ପୂଜା ଆଜି ଉଦଯାପିତ ହୋଇଯାଇଛି। ମା ମହାଲକ୍ଷ୍ମୀଙ୍କ ବିସର୍ଜନ କରାଯାଇଥିଲା ।ଜଳନ୍ଧର ଦରବାର ରେ ଅତିଥି ଭାବରେ…
ନିମ୍ନ ମାନର କାର୍ଯ୍ୟ କରୁଛି ଆର. ଡି ବିଭାଗ: ନିର୍ମାଣ ର ଚାରିମାସରେ ରାସ୍ତାରୁ ପିଚୁ ଉଠିଗଲା
କୁଚିଣ୍ଡା ୧୭।୧୨(ଲିପନ ନାଏକ ): କୁଚିଣ୍ଡା ନିର୍ବାଚନ କ୍ଷେତ୍ର ଜମନକିରା ବ୍ଲକ ବଡ଼ମାଲ ପଞ୍ଚାୟତ ରେ ଆର ଡ଼ି ବିଭାଗ ପକ୍ଷରୁ ଚାରି ମାସ ପୂବରୁ ପାଞ୍ଚ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରାୟ ୧୬ ଲକ୍ଷ୍ୟ ୪୨ ହଜ଼ାର ଟଙ୍କା ଖର୍ଚ୍ଚ ହୋଇଥିଲା। ସରକାର ଲୋକଙ୍କୁ ମୌଳିକ ସୁଭିଧା ନିମନ୍ତେ…
ବେଆଇନ ମାଙ୍କଡା ପଥର ଖଣି ଖନନ ବନ୍ଦ ନେଇ ଗ୍ରାମବାସୀଙ୍କ ଦାବୀ l
ଖୋର୍ଦ୍ଧା--: (ଶାସକ ପ୍ରଶାସକ) ଖୋର୍ଦ୍ଧା ତହସିଲ ଅଧିନସ୍ଥ କୁମାରବସ୍ତ ମୋୖଜ଼ା ରେ ଥିବା ଭୂଆସୁଣୀ ଙ୍କ ମନ୍ଦିର ଠାରୁ ପ୍ରାୟ ଶହ, ଶହ ଏକର ଗୋଚର ଏବଂ ଜଙ୍ଗଲ କିସମ ଜମି ଥିବାବେଳେ ସେହି ଗ୍ରାମର କିଛି ବ୍ୟକ୍ତି ବେଆଇନ ଭାବେ ଦୀର୍ଘ ଦିନ ଧରି ହେବ ସେହି ସ୍ଥାନ ରୁ ମାଙ୍କଡା ପଥର ଖନନ କରିବା…
ଏମିତି କେମିତି ହେଉଛି : “ବିକ୍ରି ପାଇଁ ଉଦ୍ଦିଷ୍ଟ ନୁହେଁ” ପୁସ୍ତକ ବହି ଦୋକାନୀଙ୍କ ଦ୍ୱାରା ବିକ୍ରି !
ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ମାଗଣା ପୁସ୍ତିକା କୁ ବିକ୍ରି କରି ଲକ୍ଷାଧିକ ଟଙ୍କା ହଡପ ଉଦ୍ୟମ
ଉଚ୍ଚସ୍ତରୀୟ ତଦନ୍ତ ଖୋଲିବ ଦୁର୍ନୀତିର ଚେର l
କୁଚିଣ୍ଡା (ଲିପନ ନାଏକ ): ଜମନକିରା ଶିଶୁ ବିକାଶ ଯୋଜନା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜମନକିରା ବ୍ଲକ ଅନ୍ତର୍ଗତ ପ୍ରାୟ…
ଜମି ଅଧିଗ୍ରହଣ ଆରମ୍ଭ କରିବାକୁ ଗୃହରେ ପ୍ରଦୀପ ପୁରୋହିତଙ୍କ ଦାବି
https://youtu.be/8FNSXqctuoQ
ଝାରବନ୍ଧ-ମନୋହର ଦାଶ:ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପର ଜମି ଅଧିଗ୍ରହଣ କାମ ଖୁବଶୀଘ୍ର ଆରମ୍ଭ କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏହାସହ ପ୍ରକଳ୍ପ କାମ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ…