ଖଇର କାଠ ସହ ମିନି ଟ୍ରକ୍ ଜବତ।

https://youtu.be/2av7reo6UtQ ପଦ୍ମପୁର :- ପଦ୍ମପୁର ବନ ବିଭାଗ ପକ୍ଷରୁ ସାହାଜବାହାଲ ରୁ ଜଗଲପାଟ ରାସ୍ତାରେ ଏକ ଖଇର କାଠ ବୋଝେଇ ମିନି ଟ୍ରକ ନଂ. (ଓ.ଆର୍ ୦୩ ଜି ୩୭୧୪) କୁ ଜବତ କରିଛନ୍ତି। ଏହି ଚୋରା କାଠ ଚାଲାଣ ଅଭିଯୋଗ ରେ ଟେ ଟେଙ୍ଗନାପାଲି ଗ୍ରାମର ଲକ୍ଷ୍ମଣ ବରିହା ନାମକ ଜଣେ ଯୁବକ…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ଫ୍ଲାଗ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ୧୦୮ ଫୁଟ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ…

ଭୁବନେଶ୍ଵର, ୧୮/୧୨, ୨୦୨୪: ଶିଳ୍ପପତି ତଥା ସମାଜସେବୀ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆଜି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପରିସରରେ ଏକ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ କରାଯାଇଛି । ଓଡ଼ିଶାର ମାନ୍ୟବର…

ଡିସେମ୍ବର ୨୦ ଓ ୨୧ ରେ ଜିମ୍ନାଷ୍ଟିକ୍ ଲେଭଲ୍ ୧ ଓ ଲେଭଲ୍ ୨ ପରୀକ୍ଷା.

ରାଉରକେଲା(ବସନ୍ତ କୁମାର ଜେନା): ଚଳିତ ମାସ ୨୦ ଓ ୨୧ ତାରିଖ ରେ ଏମ ପି ଆଇ ଏସ ସେଣ୍ଟର୍ ରେ ଥିବା ଜିମ୍ନାଷ୍ଟିକ୍ ସେଣ୍ଟର୍ ରେ ଜିମ୍ନାଷ୍ଟିକ୍ ଖେଳାଳୀଙ୍କ ଲେଭଲ୍ ୧ ଓ ୨ ର କୌଶଳ ପରୀକ୍ଷା ଅନୁଷ୍ଟିତ ହେବ ବୋଲି ଓଡ଼ିଶା ଏଚ ପି ସି ର ମୁଖ୍ୟ କୋଚ୍ ଅଶୋକ ମିଶ୍ର ସୂଚନା ଦେଇଛନ୍ତି । ରାଉରକେଲା…

‘ସୁର ତରଙ୍ଗ’ ଦ୍ଵାରା ସ୍ଵର ସମ୍ରାଟ କିଶୋର କୁମାର ଓ ସ୍ଵର କୋକିଳା ଲତା ମଙ୍ଗେଷ୍କରଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି .

ରାଉରକେଲା(ବସନ୍ତ କୁମାର ଜେନା):ଇସ୍ପାତ ସହରର ଅଗ୍ରଣୀ କ୍ରୀଡା, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସେୟାର’ର ସଙ୍ଗୀତ ଶାଖା ‘ସୁର ତରଙ୍ଗ’ ଆନୁକୂଲ୍ୟରେ ରାଉରକେଲା କ୍ଲବ ଠାରେ ମାସିକ ସଙ୍ଗୀତ କାଯ୍ୟକ୍ରମରେ ସ୍ଵର ସମ୍ରାଟ କିଶୋର କୁମାର ଓ ସ୍ଵର କୋକିଳା ଲତା ମଙ୍ଗେଷ୍କରଙ୍କୁ ସଙ୍ଗୀତମୟ…

୨୫ ରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ସାଇନାଥ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ୱର :ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ନିମନ୍ତେ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ ବସନ୍ତପୁର ପକ୍ଷରୁ ଆସନ୍ତା ୨୫ତାରିଖ ବୁଧ ବାର ଦିନ କସ୍ତୁରବା ନାରୀ ମହଲ, ୟୁନିଟ-1,ମାର୍କେଟ ପାଖରେ ଶିରିଡି ସାଇ ବାବା ଓ ଶ୍ରୀ ଜଗନ୍ନାଥଙ୍କ ଉପରେ ଏକ…

ଅବହେଳିତ ଶିଶୁଙ୍କ ସାମଗ୍ରିକ ବିକାଶ ହିଁ ଜାଗୋର ମୁଖ୍ୟ ଉଦ୍ଦେଶ୍ୟ : ସୋଆ ଉପସଭାପତି

ଭୁବନେଶ୍ୱର, ୧୭ /୧୨: ଜାଗୋ ଏକ ଆହ୍ୱାନ। ଏହା ଆରମ୍ଭ ହେବା ସମୟ ରୁ ହିଁ ସମାଜର ଅବହେଳିତ ଶିଶୁମାନଙ୍କର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିଆସୁଛି। ଏହି ଶିଶୁମାନଙ୍କର ସାମଗ୍ରିକ ବିକାଶ ହିଁ ଜାଗୋର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି…

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୭ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ କ୍ରୀଡା ଉତ୍ସବରେ…

ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତାଳପଦର ବାର୍ଷିକ କ୍ରୀଡା ଅନୁଷ୍ଠିତ

ବିଜେପୁର /ସୁଶାନ୍ତ ସାହୁ ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ପଞ୍ଚାୟତ ମହାବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଛି l ଅଧ୍ୟାପକ ଓ ଅଧ୍ୟାପିକା ମାନେ ମା କନପୁରିଏନ ମନ୍ଦିର ଠାରେ ପୂଜାପାଠ କରି ମସାଲଯାତ୍ରା କରିଥିଲେ l ଏଥିରେ ଅଧ୍ୟକ୍ଷ ପଞ୍ଚାନନ ମିଶ୍ର ସମେତ…

ଆଗାମୀ ୧୯-୧୨-୨୦୨୪ରେ ପାର୍ବତୀଗିରି ଵୃଦ୍ଧାଶ୍ରମ ଠାରେ ସ୍ୱାସ୍ଥ୍ୟ ଶିବିର…

ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ସ୍ଥିତ ପାର୍ବତୀ ଗିରି ବୃଦ୍ଧାଶ୍ରମ ଠାରେ ଆସନ୍ତା ତା ୧୯.୧୨.୨୦୨୪ ରିଖ ଗୁରୁବାର ଦିନ ସକାଳ ୮ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ସିନିୟର୍ ସିଟିଜନ ଆସୋସିଏସନ୍ ବିଜେପୁର ପକ୍ଷରୁ ଏକ ସ୍ବାସ୍ଥ୍ୟ ଶିବିର…

ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ୨୦୨୪-୨୫ ଅନୁଷ୍ଠିତ

ଜଗତସିଂହପୁର,ତା-୧୭.୧୨.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲା ପ୍ରଶାସନ ଏବଂ ନେହେରୁ ଯୁବ କେନ୍ଦ୍ର ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ…