ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ – ୨୦୨୪ ର ଦ୍ବିତୀୟ ସନ୍ଧ୍ୟା

https://youtu.be/cG6akWi8yEc ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ଗଜପତି ଉତ୍ସବର ଦ୍ବିତୀୟ ସଂଧ୍ୟାରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ଯକ୍ଷତାରେ ମୁଖ୍ୟଅତିଥି…

୨୩ରେ କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେ: ମୁଖ୍ୟ ଆକର୍ଷଣ ନିକିତା ପରୱାଲ୍‍, ରେଖା ପାଣ୍ଡେ ଓ ଆୟୁଷୀ ଢ଼ୋଲକିଆ

ଭୁବନେଶ୍ୱର, ୨୦ ।୧୨: କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୪ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ଡିସେମ୍ବର ୨୩ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଆଞ୍ଚଳିକ ଅଡିସନ୍‌ରୁ ମନୋନୀତ ହୋଇଥିବା ୨୬ ରାଜ୍ୟର ୪ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ ୨୫ଜଣ ଶ୍ରେଷ୍ଠ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ।…

ରାଉରକେଲା ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ତ୍ରୀଦିବସିୟ ବିଜନେସ୍ କନକ୍ଲେଭ ୨୦୨୪

ଉଦ୍ଘାଟନୀ ସମାରୋହରେ ଓଡିଶାର ଦୁଇ ମନ୍ତ୍ରୀ ରାଉରକେଲା,(ବସନ୍ତ କୁମାର ଜେନା) : ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଆୟୋଜିତ ତ୍ରୀଦିବସୀୟ ବିଜନେସ୍ କନକ୍ଲେଭ ୨୦୨୪, ରାଉରକେଲା ବିମାନ ବନ୍ଦର ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ଏହି ବିଜନେସ୍…

ଏଆରପୋର୍ଟ ଆକ୍ସନ୍ କମିଟି ପକ୍ଷରୁ ଧାରଣା

ରାଉରକେଲା,(ବସନ୍ତ କୁମାର ଜେନା ): ରାଉରକେଲାରେ ଆଉ କିଛି ଦିନ ପରେ ଆରମ୍ଭ ହେବ ହକି ପ୍ରିମୀୟର ଲିଗ୍। ମାତ୍ର ରାଉରକେଲାରୁ ବିମାନ ସେବା ଏପର୍ଯ୍ୟନ୍ତ ବ୍ୟବସ୍ଥିତ ହୋଇ ପାରିଲା ନାହିଁ। ଗତ ବର୍ଷ ଉଡାନ୍ ସ୍କିମରେ ରାଉରକେଲା ଏଆରପୋର୍ଟକୁ ଯୋଡ଼ା ଯିବା ପରେ ନିୟମିତ ବିମାନ ସେବା ନେଇ ଆଶା…

ନବରଙ୍ଗପୁର ଠାରେ ନୂତନ ଉନ୍ନତ ଅଭିଳାଷ ( ନୁଆ) ଓଡ଼ିଶା ଅନ୍ତର୍ଗତ କର୍ମଶାଳା ଓ ତାଲିମ ସାମଗ୍ରୀ ବିତରଣ କାର୍ଯ୍ୟକ୍ରମ

ନବରଙ୍ଗପୁର /ଅଶୋକ ସାହୁ, ଶାସକ ପ୍ରଶାସକ:  ଆଜି ସ୍ଥାନୀୟ ଡି ପି ଆର୍ ସି ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ର ଠାରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଉପସ୍ଥିତି ରେ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ତରଫରୁ ନୂତନ ଭାବେ ଆରମ୍ବ ହୋଇଥିବା "ନୂତନ ଉନ୍ନତ ଅଭିଳାଷ" ଯୋଜନା ଅନ୍ତର୍ଗତ ଏକ…

ରାୟଗଡା ଚଇତି ଅବସରରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ।

ରାୟଗଡ଼ା ତା:୨୦-୧୨-୨୦୨୪:ଚଇତି ୨୦୨୪ ଅବସରରେ ଅନୁଷ୍ଠିତ ଜିଲ୍ଳା ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆନ୍ତ-ମହାବିଦ୍ୟାଳୟ ସ୍ତରୀୟ ଚଇତି ପାଳନ ଅବସରରେ ଏହାକୁ ସାମିଲ କରାଯାଇଛି।…

ସୋଆରେ ପ୍ୟାରିସ୍ ଅଲମ୍ପିକସ ହକି ତାରକା : ଛାତ୍ରଛାତ୍ରୀଙ୍କ ସହ କଲେ ଭାବ ବିନିମୟ

ଭୁବନେଶ୍ୱର, ଡିସେମ୍ବର ୨୦: ଖେଳ ଆରମ୍ଭ ହେବାର ମାତ୍ର କେତୋଟି ମିନିଟ୍ ପରେ ନିର୍ଭରଶୀଳ ରକ୍ଷଣ ଭାଗ ଖେଳାଳୀ ଅମିତ ରୋହିଦାସଙ୍କୁ ରେଡକାର୍ଡ ମିଳିଲା । ସେତେବେଳକୁ ଖେଳର ପ୍ରାୟ ଦୁଇ - ତୃତୀୟାଂଶ ବାକୀ ଅଛି । ମାତ୍ର ୧୦ ଜଣ ଖେଳାଳୀଙ୍କୁ ନେଇ ଭାରତ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡାର ପୁରୁଷ…

ସହିଦ୍ ନଗର ଠାରେ ଡିଭାଇନ୍ ଭୋଗ୍ ଫ୍ଯାମିଲୀ ସେଲୋନ୍ ଉଦ୍ଘାଟିତ

ଭୁବନେଶ୍ୱର : ସହିଦ୍ ନଗର ଠାରେ ଡିଭାଇନ୍ ଭୋଗ୍ ନାମକ ଏକ ଫ୍ଯାମିଲୀ ସେଲୋନ୍ ଉଦ୍ଘାଟିତ ହୋଇଯାଇଛି। ସେଲୋନ୍ ର ଉଦଘାଟନୀ ସନ୍ଧ୍ୟାରେ ଅତିଥି ଭାବେ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ଅଭିନେତା ଓ ବିଧାୟକ, ଦିଗପହଣ୍ଡି, ଶ୍ରୀମତୀ ସୁଲୋଚନା ଦାସ ମେୟର, ଭୁବନେଶ୍ୱର ନଗର ନିଗମ ଓ ଶ୍ରୀଯୁକ୍ତ…

ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଆକ୍ରମଣ ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ

 ରାହୁଲ ଗାନ୍ଧୀ ଓଡ଼ିଶାର ପବିତ୍ର ଭୂମିରେ ପାଦ ଦେବା ପୂର୍ବରୁ କ୍ଷମା ମାଗନ୍ତୁ  ଗଣତନ୍ତ୍ରର ସର୍ବେର୍ାଚ୍ଚ ମନ୍ଦିର ସଂସଦରେ ବିଜେପିର ଜଣେ ବରିଷ୍ଠ ସାଂସଦଙ୍କୁ ରକ୍ତାକ୍ତ କରି ସଂସଦରେ ଯେଉଁ ରକ୍ତର ଛିଟା ପକାଇଲେ ଇତିହାସରେ ଲିପିବଦ୍ଧ ହୋଇ ରହିବ  ବିଜେପି ଯୁବମୋର୍ଚ୍ଚା କର୍ମୀ…

ଇଡିତାଲ୍ ଚଇତି ଅବସରରେ ମାରାଥନ୍ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଇଡିତାଲ୍ ଚଇତି ଅବସରରେ ମିନିମାରାଥନ୍ଅନୁଷ୍ଠିତ ଯାଇଛି | ଏହି ମାରାଥନ୍ ଦୌଡ଼ ପ୍ରତିଯୋଗିତା ଗୁଣପୁର ଜି.ଆ.ଇ.ଟି ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପଡିଆ ଚଇତି ମଣ୍ଡପ କୁ ପ୍ରତିଯୋଗୀ…