Sign in
Sign in
Recover your password.
A password will be e-mailed to you.
ପୂର୍ବତନ ଓଡିଶା ଓ ଝାଡ଼ଖଣ୍ଡର ମୁଖ୍ୟ ବିଚାରପତି ମାନଙ୍କର ଭୁବନେଶ୍ବର କୋର୍ଟ ପରିଦର୍ଶନ
ଭୁବନେଶ୍ବର/21.12.2024-ଆଜି ଭୁବନେଶ୍ଵର ନୂତନ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ କୁ ଏକ ସୌଜନ୍ୟ ମୂଳକ ପରିଦର୍ଶନରେ ଓଡିଶାର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ଏସ. ମୁରଲିଧରନ ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ସହ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର…
E.I.C ଆନୁକୁଲ୍ୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ।
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)ଖଲିକୋଟ:୧୮/୧୨ ଆପେ ବଞ୍ଚିଲେ ବାପ ର ନାଁ ବୋଲି କଥା ପ୍ରସଙ୍ଗରେ କହିଥାନ୍ତି। ହେଲେ ଏବକୁ ଯୋ ହାରରେ ଦିନକୁ ଦିନ ଯାନବାହାନ ଚଳାଚଳ କରୁଛି।ନିଜକୁ ତ ବଞ୍ଚାଇବାକୁ କଷ୍ଟ ବ୍ୟାପାର ହୋଇପଡିବ, ଅନ୍ୟ ପକ୍ଷରେ ବେପା ରୁଆଗାଡି ଚଲେଇବା ଯୋଗୁଁ ଅନ୍ୟ ର…
ସରସ୍ଵତୀ ଶିଶୁ ମନ୍ଦିର, ଡୁଙ୍ଗୁରିପାଲି ରେ ବାର୍ଷିକ ଉତ୍ସବ
ସୁବର୍ଣ୍ଣପୁର ୧୯/୧୨/୨୦୨୪ ଶାସକ ପ୍ରଶାସକ (ପ୍ରକାଶ ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସରସ୍ଵତୀ ଶିଶୁ ଵିଦ୍ୟା ମନ୍ଦିର ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ ରେ ମଞ୍ଚାସୀନ ହୋଇଥିଲେ ମୁଖ୍ୟ ଅତିଥି ଭାବେ ଡୁଙ୍ଗୁରିପାଲି ମହାବିଦ୍ୟାଳୟ ର ଅଧ୍ୟାପକ ଡ.ସରୋଜ କୁମର…
ଜାତୀୟ ଫାର୍ମାସୀ ସପ୍ତାହ ପାଳିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ଗୁଣପୁର ଗାୟତ୍ରୀ ଫାର୍ମାସୀ ବୈଷୟିକ ମହବିଦ୍ୟାଳୟରେ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ପ୍ରିନ୍ସିପାଲ ଡ଼ଃ.କାହୁଁ ଚରଣ ପାଣିଗ୍ରାହୀ, ପ୍ରଶାସନିକ ଅଧିକାରୀ ଶ୍ରୀ ପି. ଭି. କୋଟେଶ୍ୱର ରାଓ ଓ ମୁଖ୍ୟ ଅତିଥି…
କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୋରଡା…
ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୫ ତମ କ୍ରୀଡ଼ା ମହୋତ୍ସବ ।
ବେଲଗୁଣ୍ଠା - (ଶିବରାମ ଚୌଧୁରୀ )- ବେଲଗୁଣ୍ଠା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ୨୫ ତମ ବାର୍ଷିକ କ୍ରୀଡ଼ା ଉଦଯାପନ ହୋଇଯାଇଅଛି । ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ବେହେରା କ୍ରୀଡ଼ା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।…
ଏ ଏମ୍ ଏନ୍ ଷ୍ଟିଲ ପ୍ଲାଣ୍ଟ ରେ ବିପିଏନଏସଆଇ ର କର୍ମଶାଳା
ପାରାଦ୍ୱୀପ : - ୨୦. ୧୨-ଭାରତ ସରକାରଂକ, ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ,ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ପାରାଦୀପ ଠାରେ ଅବସ୍ଥିତ ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ କାରଖାନା ରେ ହାଜାର୍ଡସ ୱେଷ୍ଟ ମ୍ୟାନେଜମେଣ୍ଟ ସମ୍ବନ୍ଧିତ ଏକ ଦିବସୀୟ କର୍ମଶାଳା ରାଜ୍ୟ ପଲ୍ୟୁସନ କଣ୍ଟ୍ରୋଲ…
ଆନ୍ତଃ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ବାସୁଦେବପୁର-- ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପରିଷଦ ଅନ୍ତର୍ଗତ ସ୍ଥାନୀୟ ମନ୍ଦାରୀ ମହାବିଦ୍ୟାଳୟ ପରିସର ରେ ଜାତୀୟ ସେବା ଯୋଜନା ର ଆନ୍ତଃ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର 2024 ଆୟୋଜିତ ହୋଇ ଯାଇଛି | ଏହି ଶିବିର ଆୟୋଜକ ଭାବେ ମନ୍ଦାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କୋରାପୁଟର ଦମ୍ପତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରୁ ୬୩ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ କୋରାପୁଟ ଜିଲ୍ଲାର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ପିତୃମାତୃହୀନ ଏହି ଶିଶୁକନ୍ୟାଟିକୁ , ଶିଶୁ ମଙ୍ଗଳ ସମିତି ଙ୍କ…
ସୁଶାସନ ସପ୍ତାହ କର୍ମଶାଳା ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସ୍ତରୀୟ 'ସୁଶାସନ ସପ୍ତାହ ପ୍ରଶାସନ ଗାଁ କି ଓର' କର୍ମଶାଳା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଓସ୍ଵାନ ହଲ କକ୍ଷଠାରେ ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ…