Sign in
Sign in
Recover your password.
A password will be e-mailed to you.
୨୩ ତାରିଖରେ ଉଦଯାପିତ ହେବ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ – ୨୦୨୪ ଓ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା
https://youtu.be/ZGF9WXXM0Qg
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ଗଜପତି ଉତ୍ସବର ଚତୁର୍ଥ ସଂଧ୍ୟାରେ ଜିଲ୍ଲାପାଳ -ତଥା-ଅଧ୍ଯକ୍ଷ , ଜିଲ୍ଲା ସଂସ୍କୃତି ପରିଷଦ ,…
ଆଦିବାସୀ ନାଚ ଗୀତରେ ଚଇତି ଇଡିତାଲ -୨୦୨୪ ଉଦଘାଟିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ସ୍ତରୀୟ ଚଇତି ଉତ୍ସବ ଇଡିତାଲ - ୨୦୨୪ ଶନିବାର ସଂନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଲଘୁ ଚାପ ଜନିତ ବର୍ଷା ପାଇଁ ଆଶା ଏଵଂ ଆଶଙ୍କାରେ ଥିବା ଚଇତି ପାଗ ଶୁଖିଲା ହେବା ପରେ କାର୍ଯ୍ୟକ୍ରମ ଧୁମ ଧାମ ର ସହ ଆରମ୍ଭ ହୋଇଥିଲା।…
ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ – ୨୦୨୪ ର ତୃତୀୟ ସନ୍ଧ୍ୟା
https://youtu.be/pchRsQsw2gU
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ଗଜପତି ଉତ୍ସବର ତୃତୀୟ ସଂଧ୍ୟାରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ଯକ୍ଷତାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ ଯୋଗଦାନ କରିଥିବା ବେଳେ ସମ୍ମାନନୀୟ…
ଭିଜିଲାନ୍ସ ଜାଲରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର, ଋଣ କରାଇଦେବାକୁ ନେଉଥିଲେ ୫ ହଜାର ଲାଞ୍ଚ
ସୁବର୍ଣ୍ଣପୁର,୨୧/୧୨/୨୦୨୪ ଶାସକ ପ୍ରଶାସକ (ପ୍ରକାଶ ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ଭିଜିଲାନ୍ସ ଜାଲରେ । ଜଣେ ହିତାଧିକାରୀ ପିଏମ୍ଇଜିପି (ପିଏମ୍ ଏମ୍ପ୍ଲଏମେଣ୍ଟ ଜେନେରେସନ ପ୍ରୋଗ୍ରାମ୍)ରୁ ଋଣ କରାଇ ଦେବା ପାଇଁ ଜଣେ ହିତାଧିକାରୀଙ୍କ ନିକଟରୁ ୫…
ଏମ୍ପପାୱାର ପବ୍ଲିକ ସ୍କୁଲରେ ବିଜ୍ଞାନମେଳା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ଏମ୍ପପାୱାର ପବ୍ଲିକ ସ୍କୁଲ ପରିସରରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବିଜ୍ଞାନମେଳା ରେ ସୌରଶକ୍ତି ର ବ୍ୟବହାର, ବର୍ଷାଜଳ ଅମଳ ପ୍ରକଳ୍ପ, ବାୟୁ ପ୍ରଦୂଷଣ, ସୌର ଜଗତରେ ଗ୍ରହ ଗୁଡ଼ିକର ସ୍ଥିତି, ଚନ୍ଦ୍ରୟାନ -2, ପରିବହନ, ଯୋଗାଯୋଗ…
ନିଜ ଶିକ୍ଷାନୁଷ୍ଠାନ ସହ ପୁରାତନ ଛାତ୍ରଛାତ୍ରୀ ସମ୍ପର୍କ ସୁଦୃଢ଼ କରିବା ଆବଶ୍ୟକ : ପ୍ରଫେସର ଆଚାର୍ଯ୍ୟ
ସୋଆରେ ‘ଗ୍ରାଣ୍ଡ ହୋମ୍ କମିଂ’- ପୁରାତନ ଛାତ୍ରଛାତ୍ରୀଙ୍କ ସମାବେଶ
ଭୁବନେଶ୍ୱର, ୨୧ /୧୨: ନିଜ ଶିକ୍ଷାନୁଷ୍ଠାନ ପ୍ରତି ପୁରାତନ ଛାତ୍ରଛାତ୍ରୀଙ୍କର ଏକ ବଡ଼ ଦାୟିତ୍ୱ ରହିଛି। ତେଣୁ ଯେଉଁଠାରୁ ଶିକ୍ଷା ଗ୍ରହଣ କରିଛ ସେହି ଶିକ୍ଷାନୁଷ୍ଠାନ ସହ କିଭଳି ଯୋଡ଼ି ହୋଇ ରହିହେବ ଏବଂ ତାହାର ମାନକୁ…
ଗଜପତି ଗାୟତ୍ରୀ ପରିବାର ତରଫରୁ ମାଧ୍ୟମିକ ଶିକ୍ଷାର୍ଥୀମାନଙ୍କୁ ନେଇ କର୍ମଶାଳା ଆୟୋଜନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ବିଶ୍ଵ ଗାୟତ୍ରୀ ପରିବାର , ଶାନ୍ତିକୁଞ୍ଜ , ହରିଦ୍ଵାର ତତ୍ତ୍ୱାବଧାନରେ ଗଠିତ , ଦେବ ସଂସ୍କୃତି ବିଶ୍ଵବିଦ୍ୟାଳୟର ସ୍ନାତକ ପରିଦୀକ୍ଷା ( intership) ବିଦ୍ୟାର୍ଥୀ ମାନେ ଗଜପତି ଜିଲ୍ଲାରେ ସ୍ଥିରୀକୃତ ସରକାରୀ ଓ ବେସରକାରୀ ଅନୁଷ୍ଠାନ…
ଡୁଙ୍ଗୁରିପାଲି ମହାବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଉତ୍ସବ ଉଦ୍ଯାପିତ
ସୁବର୍ଣ୍ଣପୁର , ଶାସକ ପ୍ରଶାସକ (ପ୍ରକାଶ ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ମହାବିଦ୍ୟାଳୟ ର ୪୦ ତମ ବାର୍ଷିକ କ୍ରିଡ଼ା ଉତ୍ସବ ଗତ ଦୁଇ ଦିନ ଧରି ଆୟୋଜିତ ହେଇ ତା. ୨୦.ତାରିଖ ସନ୍ଧ୍ୟା ରେ ଉଦ୍ଯାପନ ହେଇ ଯାଇଅଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ସରୋଜ କୁମାର ବିଶ୍ୱାଳ ଙ୍କ…
ସାମ୍ବାଦିକ ସଂଙ୍ଘକୁ ଶେଷରେ କ୍ଷମା ପ୍ରାର୍ଥନା କଲେ ବ୍ୟାଙ୍କ କର୍ମଚାରୀ
ନବରଙ୍ଗପୁର ,ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ସହରସ୍ଥିତ ବ୍ୟଙ୍କ ଅଫ ମହାରାଷ୍ଟ୍ରରେ ଗତ 30.11.2024ରେ ବ୍ୟାଙ୍କ ପରିସରରେ ବ୍ୟାଙ୍କ କୋଷାଧକ୍ଷ ସାମାନ୍ୟ ଘଟଣାକୁ ନେଇ ଉତ୍ତେଜିତ ହୋଇ ଓ. ୟୁ. ଡବ୍ଲୁ. ଜେ, ନବରଙ୍ଗପୁର ଜିଲ୍ଲା ସଂଙ୍ଘର ବରିଷ୍ଟ ସାମ୍ବାଦିକ ତଥା ସାଧାରଣ ସମ୍ପାଦକ…
ନୟାଗଡ଼ରେ କାମ କରୁଥିବା କିଛି ବଢ଼େଇଙ୍କୁ ନେଇ ଫେବିକଲ ଚମ୍ପିୟାନ କ୍ଳବ
ନୟାଗଡ଼(ବିଶ୍ଵଜିତ ନାୟକ) :- ନୟାଗଡ଼ ସହର ମଧ୍ୟରେ କାମ କରୁଥିବା କିଛି ବଢ଼େଇଙ୍କୁ ନେଇ ଏବଂ ଫେବିକଲ କମ୍ପାନୀ ସହଭାଗୀଦାର ହୋଇ ଗଠନ କରିଛନ୍ତି ଏକ ଫେବିକଲ ଚମ୍ପିୟାନ କ୍ଳବ। ଆଜି କ୍ଲବର ସଦସ୍ୟ ଏବଂ ଫେବିକଲ କମ୍ପାନୀର କିଛି କର୍ମଚାରୀ ମିଶି ନୟାଗଡ଼ ସହରସ୍ଥିତ କଲେଜ ଲେନ ସରକାରୀ ଉଚ୍ଚ…