Sign in
Sign in
Recover your password.
A password will be e-mailed to you.
Swearing-in-Ceremony of Dr. Hari Babu Kambhampati as Governor of Odisha
https://youtu.be/OGYQMt4Vtdg
Swearing-in-Ceremony of Dr. Hari Babu Kambhampati as Governor of Odisha
ବ୍ୟାଙ୍କ ପ୍ରତିନିଧିଙ୍କ ସହ ମିଶନ ଶକ୍ତି ବ୍ୟାଙ୍କ ଲିଂକେଜ ସମ୍ପର୍କରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଏବଂ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣ ଏବଂ ମହିଳା ଉଦ୍ୟୋଗୀ ଙ୍କ ଅଭିବୃଦ୍ଧି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ…
ବରିଷ୍ଠ ସାମ୍ବାଦିକ ରମେଶ ଚୌଧୁରୀଙ୍କ ପରଲୋକ
ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀ ସହରର ଜଣାଶୁଣା ବରିଷ୍ଠ ସାମ୍ବାଦିକ ରମେଶ ଚୌଧୁରୀଙ୍କ ପରଲୋକ ହୋଇଛି । ସେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ହୃଦଘାତ ଜନିତ ରୋଗର ଚିକିତ୍ସା ହେଉଥିଲେ । ଗୁରୁବାର ପୂର୍ବାହ୍ନରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ…
ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
https://youtu.be/1BvKMY7v_xw
ବିମାନ ବନ୍ଦର ଛକରୁ ନନ୍ଦନକାନନ ଓ ଜନତା ମଇଦାନକୁ ବରିଷ୍ଠ ପଦାଧିକାରୀମାନଙ୍କ ସହିତ ଗୃହ ଓ ନଗରଉନ୍ନୟନ ମନ୍ତ୍ରୀଙ୍କ ମାରାଥନ ପରିଦର୍ଶନ
ରାସ୍ତାକଡ ଓ ଡ୍ରେନ ସମେତ ପ୍ରତ୍ୟେକଟି ସ୍ଥାନର ପରିମଳ ବ୍ୟବସ୍ଥା ସଂପର୍କରେ ତଦାରଖ –ସାମାନ୍ୟତମ…
ନ୍ୟାୟ ଅପେକ୍ଷାରେ ଅଦାଲତ !
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ଓଡିଶା ଉଚ୍ଚ ନ୍ୟାୟାଳୟର ଅନୁମୋଦନ କ୍ରମେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଏକ ବର୍ଷ ପୂର୍ବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ (ଜେ ଏମ ଏଫ୍ ସି) ସ୍ଥାପନ ପାଇଁ ଅନୁମୋଦନ ମିଳି ସାରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନୂତନ ଅଦାଲତ କାର୍ଯ୍ୟ…
ସତୁରି ଦଶକର ବରିଷ୍ଠ କଳାକାର ଙ୍କ ବିୟୋଗରେ ସ୍ମୃତିଚାରଣ ସଭା l
ନବରଙ୍ଗପୁର ୦୨.୦୧.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ ଆଜି ସନ୍ଧ୍ୟା ୫.୦୦ ଘଣ୍ଟା ସମୟରେ ସ୍ଥାନୀୟ ତୃପ୍ତି ଲର୍ଜ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ସହରର ପ୍ରତିଷ୍ଠିତ ବରିଷ୍ଠ କଳାକାର ସ୍ୱର୍ଗତ ଶରତ ଚନ୍ଦ୍ର ପାତ୍ର ଓ ସ୍ୱର୍ଗତ ଜଗଦୀଶ ସାହୁଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ…
ସବୁଜ ଶକ୍ତିରେ ଚାଲୁଛି ଟିପିଏସ୍ଓଡିଏଲର କର୍ପୋରେଟ କାର୍ଯ୍ୟାଳୟ
-- ବ୍ରହ୍ମପୁରରେ ଟିପିଏସ୍ଓଡିଏଲର ଗ୍ରୀନ୍ ଅଫିସ-- ୧୦୦ କିଲୋୱାଟ୍ ସୋଲାର ପ୍ଲାଣ୍ଟ କାର୍ଯ୍ୟକ୍ଷମ-- ସୌର ଶକ୍ତିକୁ ଆପଣାଇ ଉଦାହରଣ ସାଜିଛି ଟିପିଏସ୍ଓଡିଏଲ୍
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ଏହାର କର୍ପୋରେଟ କାର୍ଯ୍ୟାଳୟରେ ସୋଲାର…
ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ ଅବସରରେ ଆଜି ସ୍ଥାନୀୟ ୟୁନିୟନ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ (RSETI) ଭବନ ପାରଳାଖେମୁଣ୍ଡି ଠାରେ ଜିଲ୍ଲାର ବିଭିନ୍ନ ପାଣି ପଞ୍ଚାୟତର ଚାଷୀ ଓ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ…
ଜ଼ିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ ଅନୁଷ୍ଠିତ l
ଖୋର୍ଦ୍ଧା- ଜ଼ିଲ୍ଲା ସଂସ୍କୃତି ଭବନ ପରିସରରେ ଜ଼ିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଖୋର୍ଦ୍ଧା ଜ଼ିଲ୍ଲା ପରିଷଦ ଉପାଧ୍ୟାକ୍ଷ, ଗୋପୀନାଥ…
ପିତା ମାତାଙ୍କ ଦେହାନ୍ତ ପରେ ସାହାରା ଖୋଜୁଛନ୍ତି ଦୁଇ ଅନାଥ ଝିଅ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଗଣ୍ଡବାରଝୋଲା ପଞ୍ଚାୟତ କରାଟିକିଲି ଗାଁ ରେ ରହୁଛନ୍ତି ଦୁଇ ଅନାଥ ଝିଅ ପାୟଲ ମାଝୀ (୧୧) ଓ ବନିତା ମାଝୀ (୯ )। ପାୟଲ ବାଦିଲୀ କୀଟ ସ୍କୁଲ ରେ ଚତୁର୍ଥ ଶ୍ରେଣୀରେ ପଡୁଥିବା ବେଳେ ବନିତା କରାଟିକିଲି…