ରେଡିଏନ୍ସ କଲେଜର ସଭାଗୃହରେ ଆଦିବାସୀ ଲୋକନୃତ୍ୟ ଉପରେ ଆଲୋଚନା ଚକ୍ର

 ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ଅନ୍ତର୍ଗତ ରେଡିଏନ୍ସ କଲେଜର ସଭାଗୃହ ଠାରେ ଆଦିବାସୀ ଲୋକନୃତ୍ୟ ଓ ସଂସ୍କୃତି ଉପରେ ଗବେଷଣାରତ ନୃତ୍ୟ କଳାଗୁରୁ ଶ୍ରୀମାନ ସମାରୁ ମେହେରଙ୍କ ପରିଚାଳନା ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି ଆଲୋଚନା ଚକ୍ରରେ ବରଗଡ଼, ବରପାଲି ଏବଂ ସୋନପୁର…

ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ନୂଆବର୍ଷ ଶୁଭେଚ୍ଛା

ବିକଶିତ ଓଡ଼ିଶା ଗଠନରେ ବିଭାଗର କ୍ରିୟାଶୀଳତାକୁ ଗୁରୁତ୍ୱ ଭୁବନେଶ୍ୱର-୦୧/୦୧/୨୦୨୫: ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଶ୍ରେଷ୍ଠ ବିଭାଗ ଭାବେ ପରିଣତ କରିବା ପାଇଁ ଅଧିକାରୀ ଓ କର୍ମଚାରୀବୃନ୍ଦ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ବିଭାଗୀୟ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର…

ସହିଦ ବୀର ମାଧୋ ସିଂହ ଓ ପରିବାରଙ୍କ ସଶସ୍ତ୍ର ସ୍ବାଧୀନତା ସଂଗ୍ରାମରେ ଅବଦାନ ଅନସ୍ବୀକାର୍ଯ୍ୟ

ବୀରଗାଥାକୁ ପାଠ୍ୟ ପୁସ୍ତକରେ ସାମିଲ କରିବାକୁ ଦାବି ଘେଁସ :-ସହିଦ ବୀର ମାଧେ ସିଂହ ଓ ପରିବାରବର୍ଗଙ୍କ ସଶସ୍ତ୍ର ସ୍ବାଧୀନତା ସଂଗ୍ରାମରେ ଅବଦାନ ଅନସ୍ବୀକାର୍ଯ୍ୟ ବୋଲି ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ସାହୁ ମତବ୍ୟକ୍ତ କରିଛନ୍ତି।ସ୍ଥାନୀୟ ହଳଦୀପାଲି ବୀର ଛକଠାରେ ବରଗଡ଼ ଜିଲ୍ଲା ପ୍ରଶାସନ ଓ…

ନୃସିଂହନାଥରେ ସହୀଦ ମାଧୋ ସିଂ ବୀରତା ଦିବସ

ଗନ୍ଧମାର୍ଦ୍ଧନ ରେ ପ୍ରସ୍ତାବିତ ଖଣି ଖନନ କୁ ତୀବ୍ର ବିରୋଧ ଡବଲ ଇଞ୍ଜିନ ସରକାର ଗନ୍ଧମାର୍ଦ୍ଧନ ର ସୁରକ୍ଷା ପାଇଁ ସଂସଦ ରେ ବିଲ ପାସ କରାଇବା ପାଇଁ ଦାବି। ବରଗଡ :- : ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଧନ ର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ତଥା ମହାପ୍ରଭୁ…

ଓଡ଼ିଶାରେ ମଣିପୁର୍ ମଡ଼େଲ ଶାସନ ଚାଲିଛି – ଜୟଦେବ ଜେନା

ଭୁବନେଶ୍ୱର,ତା୩୧.୧୨.୨୦୨୪ରିଖ : ଓଡ଼ିଶାରେ ମଣିପୁର ମଡ଼େଲ୍‌ର ଶାସନ ଚାଲିଛି । ବାଲେଶ୍ୱର ଜିଲ୍ଲାରେ ଧର୍ମାନ୍ତରିକରଣର ମିଥ୍ୟା ଅଭିଯୋଗରେ ଯେପରି ଭାବେ ଦୁଇଜଣ ନିରୀହ ଆଦିବାସୀ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି ଏହା ଦୁର୍ଭାଗ୍ୟ ଜନକ । ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ଅନ୍ତର୍ଗତ…

ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇ ଧରା ପଡିଲେ ଲୁଟେରା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଥାନାଧିକାରୀ ଙ୍କ ସୂଚନା ପ୍ରକାରେ, ଡିସେମ୍ବର ୨୯ ତାରିଖ ରବିବାର ୨୦୨୪ ଦିନ ଉତ୍ତରପ୍ରଦେଶ ମୁରଦାବାଦର ବୁଲା ବ୍ୟବସାୟୀ ସମୀର ହୁସେନ୍ ନିଜ ମଟର ସାଇକେଲରେ ଲୁଗା ବିକ୍ରି କରିବାକୁ ଯାଉଥିଲେ। ଗୋହିରିବାଡ଼ି ଗ୍ରାମରୁ ଗୁଣ୍ଡୁରିବାଡ଼ି ଆଡ଼କୁ…

ନବରଙ୍ଗପୁର ଠାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

ନବରଙ୍ଗପୁର ତା ୩୧.୧୨.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ଆସନ୍ତା ସଡ଼କ ସୁରକ୍ଷା ସପ୍ତାହ -୨୦୨୫ ପାଳନ ଅବସରରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ…

ବେଲଗୁଣ୍ଠା କଲେଜ ପ୍ରତିଷ୍ଠାତା ସ୍ଵର୍ଗତ ରମେଶ କୁମାର ସାମଲଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ ।

ବେଲଗୁଣ୍ଠା-୩୧/୧୨-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍,ଜନନେତା ସ୍ଵର୍ଗତ ରମେଶ କୁମାର ସାମଲଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ: ପ୍ରାୟ ୭ ହଜାର ପ୍ରବାସୀ ଆସିବେ

ବର୍ତ୍ତମାନ ସୁଦ୍ଧା ୨୭୪୮ ଜଣ ଅତିଥିଙ୍କ ପଞ୍ଜିକରଣ ପ୍ରଧାନମନ୍ତ୍ରୀ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ର ଉଦଘାଟନ କରିବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି ଆସିବେ, ଚନ୍ଦକା ସ୍ଥିତ ଗୋଡିବାରି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ ସହରର…

ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ‘ଉତ୍କଳକମଳା’ ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର, ୩୧/୧୨/୨୦୨୪: ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଦେବଭାଷା ସଂସ୍କୃତର ଗୁରୁତ୍ୱ ସର୍ବଜନବିଦିତ । ଭକ୍ତି ଓ ଆଧ୍ୟାତ୍ମିକ ସାହିତ୍ୟରେ ଏହାର ବହୁଳ ବ୍ୟବହାର ପରିଲକ୍ଷିତ ହୋଇଥାଏ । ଆମର ଆଧୁନିକ ଭାଷା ସଂସ୍କୃତର ମୂଳ ଆଧାରରୁ ସମୃଦ୍ଧ ହୋଇପାରିଛି । ଏପରିକି ଦକ୍ଷିଣ-ଏସୀୟ ଓ…