ଅଲୋଡା ହେଲା ଶିଶୁ କନ୍ୟା

0 1

ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ମହେଶଡିହି ଅଂଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା, ଏକ ନବଜାତ ଶିଶୁ କନ୍ୟା କୁ କେହି ଫୋପାଡି ଦେଇଥିବା ବେଳେ କୁକୁର ଟାଣି ଖାଉଥିବା ଦେଖିବାକୁ ମିଳିଥିଲା, ମହେଶଦିହି ଥିମ ପାର୍କ ଗଳିରେ ଏକ ବୁଦା ନିକଟରେ ଏକ କୁକୁର ଜଣେ ନବଜାତ ଶିଶୁ କନ୍ୟାର ଗୋଡ କୁ ଛିଣ୍ଡାଇ ଖାଉଥିବା କିଛି ଲୋକ ଦେଖିବା ପରେ ପାଖକୁ ଆସି ଦେଖିଥିଲେ ବୁଦା ପଛପଟେ କେହି ଏହି ନବଜାତ ଶିଶୁ କନ୍ୟା ଙ୍କୁ ଫିଙ୍ଗି ଦେଇ ପଳାଇଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି, ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବା ପରେ ଟାଉନ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି, ତେବେ କିଏ ଫ8ଙ୍ଗିଲା।ତାହା ଜଣାପଡ଼ିନାହିଁ

Leave A Reply

Your email address will not be published.