୨୦୨୦-୨୦୨୧ ବର୍ଷ ର MLA LAD ର ଅନୁଦାନ ଅର୍ଥ ସୁବିନିଯୋଗ ହୋଇ ନାହିଁ ।

0 2

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) ଖଲିକୋଟ:, ସ୍ଥାନୀୟ ଖଲ୍ଲିକୋଟ ମା ଵାହୁତୀ ଠାକୁରାଣୀ ମନ୍ଦିର ର ଉନ୍ନତି କରଣ ପାଇଁ ତଥା ପୁନଃ ଉଦ୍ଧାର ନିମନ୍ତେ, ଏମ୍ ଏଲ୍ ,ଏ ଅନୁଦାନ ପାଣ୍ଠିରୁ,ଟ୧,୫୦,୦୦୦ (ଏକଲକ୍ଷ
ପଚାଶ ହଜାର ଟଙ୍କା) ମଞ୍ଜୁର ହୋଇ ଥିଲା। ଖବର ନେବାରୁ ଜଣାପଡିଛି ଯେ,ୱଲଡିଙ୍ଗ ସେଣ୍ଟର ର ଉତ୍ତମ ମହାରଣା ଙ୍କୁ ୱ।ରର୍କ ଅଡର ମିଳିଥିଲା। ଯାହା ଗ୍ରୀଲ୍ କାମ ହୋଇଛି ତାହା ପ୍ରକୃତ ବିନିଯୋଗ ହୋଇନାହିଁ। ଏ ସଂକ୍ରାନ୍ତରେ ଥରେ ପ୍ରାକ୍ତନ ବିଧାୟିକା ତଥା ସମକାଳୀନ ଵିଡିଓଙ୍କୁ, ଶାସକ ପ୍ରଶାସକ ର ଖଲିକୋଟ ବ୍ଳକ୍ କରେସ୍ପଣ୍ଡେନସ୍ ଶିବରାମ ଜେନା, ପ୍ରାକ୍ତନ ବିଧାୟିକାଙ୍କ ଅନୁଦାନ ଉପରେ ଆଲୋକପାତ କରି ଦୃଷ୍ଟି ଆକର୍ଷଣ କରିଥିଲେ |କିନ୍ତୁ ଏପର୍ଯ୍ୟନ୍ତ
କୋୖଣସି ଫଳପ୍ରଦ ହୋଇପାରି ନାହିଁ ବୋଲି ଜଣାପଡିଛି। ତେଣୁ ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି।ଉକ୍ତ ବିଷୟକୁ ପ୍ରଶାସନିକ ତରଫରୁ ତଦନ୍ତ କଲେ ପ୍ରକୃତ ରହସ୍ୟ ଉଦ୍ଘାଟିତ ହୋଇ ପାରିଵ ।

Leave A Reply

Your email address will not be published.