ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲvକ ଅନ୍ତର୍ଗତ ନାସିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ପବିତ୍ର ମୋହନ ସାହୁ CRCC ପଶ୍ଟିକୁଡ଼ି ଶ୍ରୀ ଯୁକ୍ତ ସମୀର ପାଣିଗ୍ରାହୀ, ଗ୍ରାମର ଶିକ୍ଷାବିତ ଚୂଡ଼ାମଣି ମାଝୀ ଓ ବିଦ୍ୟାଳୟ ର ସଭାପତି ଶେଷଦେବ ହରପାଳ ଯୋଗଦାନ କରିଥିଲେ l ପ୍ରଧାନ ଶିକ୍ଷକ ତିଳକର ନାଏକ ଓ ସହ ଶିକ୍ଷକ ବୃନ୍ଦ ଏବଂ କାର୍ଯ୍ୟକର୍ତା ଲୋକନାଥ ମାଝୀ, ରଶ୍ମିତା ବିଶ୍ୱାଳ, ସସ୍ମିତା ପରିଡା ଯୋଶlବନ୍ତ ଗୌଡ଼ କୁଲଦୀପ ଭୋଇ, ଅନିଲ ବିଶ୍ୱାଳ ଲିଲି ବିଶ୍ଵାଳ, ମୁକେଶ ଦାସ ଦୟାନିଧି ଦାସ, ସରିତା ସାହୁ ଶୁଚିସ୍ମିତା ମହାନ୍ତି, ମମିତା ମାଝୀ ରୋଶନୀ ଖେତୀ, ସୁଶାନ୍ତ ସା ଉପେନ୍ଦ୍ର ସାହୁ ଓ ବାସନ୍ତୀ ନାଏକ ଏବଂ ସହଯୋଗ ରେ ବିଭିନ୍ନ କାର୍ଯ୍ୟ ସଂପା ଦନ କରାଯାଇଥିଲା l ଉକ୍ତ ବାର୍ଷିକ ଉତ୍ସବ ରେ ସମସ୍ତେ ସାହାଯ୍ୟ ସହଯୋଗର ର ଭାର ତୁଲାଇ ଥିଲେ l ଉତ୍ସବରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ଅତିଥି ବୃନ୍ଦ ଙ୍କ କରକମଳରୁ ପୁରସ୍କୃତ କରାଯାଇଥିଲା l ଶେଷରେ ବିଦ୍ୟାଳୟ ର କୁନି କୁନି ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଇଥିଲା
ଉକ୍ତ ସଭାକୁ ଶ୍ରୀ ଯୋଶlବନ୍ତ ଗୌଡ଼ ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.