କାଶୀପୁର ରୁ ବୈକୁଣ୍ଠ ଦୁରିଆ -କାଶୀପୁର ତା ୭/୪/୨୫ ରାୟଗଡାଜିଲ୍ଲା କାଶୀପୁର ବ୍ଲକ ପୋଡ଼ାପାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡଗାଁ ଶ୍ରୀରାମ ଯୁବ ଏକତା ରେ ପ୍ରତି ବର୍ଷ ପରି ଭଳି ଚଳିତ ବର୍ଷ ରେ ମଧ୍ୟ ଧୁମଦାମ ମହା ଅଲମ୍ଭ ରେ ଶ୍ରୀରାମ ନଭମୀ ପୂଜା ଓ ଯୁବ ଏକତା ର ବାର୍ଷିକ ଉତ୍ସବ ପାଳନ ହୋଇଯାଇଅଛି, ଏହି କାର୍ଯ୍ୟକ୍ରମ ୩ଦିନ ଧରି ଚାଲିଥିବା ବେଳେ ପ୍ରଥମ ଦିନ ଏକ ଭଳି ଭଲ ପ୍ରତିଯଗିତା ର ଶୁଭ ଆରମ୍ଭ ହେଇଯାଇଥିଲା ଏହି ପ୍ରତିଯଗିତା ରେ ୧୬ଗୋଟି ଦଳ ଭାଗ ନେଉଥିବା ବେଳେ ପ୍ରଥମ ଦିନରେ ମୁଣ୍ଡାଗାଁ ଓ ନକଟିଗୁଡା ଦଳ ମଧ୍ୟରେ ପ୍ରତିଯଗିତା ଆରମ୍ଭ ହେଇଥିଲା ଏହାର ଶୁଭ ଉଦ୍ଘାଟନୀ ଉତ୍ସବ ରେ ଶ୍ରୀରାମ ଯୁବ ଏକତା ର ବରିଷ୍ଠ ସଦସ୍ୟ, ରମାକାନ୍ତ ପାତ୍ର, ପୂର୍ବତନ ସଭାପତି ଓ ସମ୍ପାଦକ ନିଲୁ ପାତ୍ର, ସୁଶାନ୍ତ ପ୍ରଧାନୀ, ଲାବଣ୍ୟ ନାଏକ ଏବଂ କାର୍ଯ୍ୟରତ ସଭାପତି ନରେନ୍ଦ୍ର ଗୌଡ଼, ବିସିକେଶନ ପ୍ରଧାନୀ ଉପ ସଭାପତି ରାଘବ ନାଏକ ଙ୍କ କର କମଳ ରେ ଶୁଭ ଆରମ୍ଭ ହେଇଥିଲା,ଏହି କ୍ରୀଡା ପ୍ରତିଯଗିତା ର ୧୬ଗୋଟି ଦଳ ପଛରେ ପକାଇ ପୁହୁଣ୍ଡି ଦଳ ବିଜୟ ହାସଲ କରିଥିଲା।
ଶ୍ରୀରାମ ନବମୀ ସନ୍ଧ୍ୟା ରେ ୨୧ଗୋଟି ଦଳ କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହଇଯାଇଥିଲା ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବରେ ଆଦିତ୍ୟ ଆଲୁମିନା ପକଳ୍ପ କଂସାରୀଗୁଡା ସିଏସଆର ତନ୍ମୟ ମହାନ୍ତି ଯୋଗ ଦେଇଥିଲେ ସଂମାନ ଅଥିତି ଭାବରେ ଟୁନା ବାହିନୀପତି ଓ ନିଁଳେନ୍ଦ୍ର ବିହାରୀ ପାତ୍ର ଯୋଗ ଦେଇଥିଲେ ଓ ଶ୍ରୀରାମ ଯୁବ ଏକତା ର ପୂର୍ବତନ ସଦସ୍ୟ ପଦ୍ମନାବ ମହାନ୍ତି, ରମେଶ ପ୍ରଧାନ, ରତ୍ନାକର ନାଏକ, ଗୋବିନ୍ଦ ଚନ୍ଦ୍ର ନାଏକ, ଅଜୟ ମହାନ୍ତି, ବିଜୟ ମହାନ୍ତି, ଜିତୁ ପାତ୍ର ପ୍ରମୁଖ ସଦସ୍ୟ ରହି ବର୍ତମାନ ର ଯୁବ ପିଡି ଙ୍କୁ ମାର୍ଗ ଦର୍ଶନ ଦେଇଥିଲେ, ଏହି କାର୍ଯ୍ୟକ୍ରମ କୁ କରୁନାକର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଅନିଲ ନାଏକ, ରଞ୍ଜନ ମହାନ୍ତି, ରାଜୀବ ନାଏକ, ବୈଷ୍ଟବ ନାଏକ, ମନୁ ନାଏକ, ଦୀପିକ ନାଏକ, ଜିତୁ ନାଏକ, ଦୁଷ୍ମନ୍ତ ପ୍ରଧାନୀ, ପଲାଶ ନାଏକ,ଡମ୍ବରୁ ନାଏକ, ପିଙ୍କୁ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post