ବିଜେପୁର :-ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଖଗେଶ୍ବର ମଣ୍ଡପ ଠାରେ ସମ୍ବାଦ ଆମ ଓଡ଼ିଶା ଓ ଏସିସି ସିମେଣ୍ଟ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଦୁଇଜଣ ମହିଳା ସମେତ ସ୍ଵେଚ୍ଛାକୃତ ଭାବରେ ୨୦ ଜଣ ରକ୍ତଦାନ କରିଛନ୍ତି । ରକ୍ତଦାତା ମାନେ ହେଲେ ରବୀନ୍ଦ୍ର ଦୀପ, ସଦାନନ୍ଦ ସୁନା, ଲିଜା ପଧାନ, ଲିଙ୍ଗରାଜ ପଧାନ, ବିଭୂତି ସାହୁ, ଆକାଶ ମହାନନ୍ଦ, ଘନଶ୍ୟାମ ସାହୁ, ତୁଳସୀରାମ ସାହୁ, ଝସକେତନ ମେହେର, ଅନନ୍ତ ସୁନା, ନରସିଂହ ମଲ୍ଲିକ, ପଦ୍ମଲୋଚନ ମହାନନ୍ଦ, ଆଚାର୍ଯ୍ୟ କୁମ୍ଭାର, ଅନିଲ ସାହୁ, ସଚ୍ଚିକାନ୍ତ ବିଭାର, ଶୁଭମ୍ ମେହେର, ପିତବାସ ଭୋଇ, ସୁଜିତ ମୁଡକିଆ, ନିଲମଣି ସାହୁ ଓ ସୁଶାନ୍ତ ସାହୁ । ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ ବିଶ୍ଵାଳ, ଏସିସି ସିମେଣ୍ଟ ପକ୍ଷରୁ ପଶ୍ଚିମ ଓଡ଼ିଶା ମୁଖ୍ୟ ସୌଭାଗ୍ୟ ରଞ୍ଜନ ଦାସ, ବୈଷୟିକ ଅଧିକାରୀ ନିହାର ରଞ୍ଜନ ନାଥ, ଜିଲ୍ଲା ଅଧିକାରୀ ତୁଳସୀ ପ୍ରସାଦ ମହାନ୍ତି, ଅନନ୍ତ ସୁନା, ଶୁଭନ କୁମାର ମେହେର ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଉତ୍ତାଲ ଗଡ ନାଟ୍ୟ ସଂସଦ ସଭାପତି ହୃଦମଣି ସାହୁ, ସମ୍ପାଦକ ସୁଶାନ୍ତ ରଞ୍ଜନ ପଧାନ, ଗଣନାଥ ସାହୁ, ନେତ୍ରାନନ୍ଦ ସାହୁ, ରାଜକିଶୋର ବେହେରା, ତୁଲାରାମ ସାହୁ, ନରେନ୍ଦ୍ର ସୁନା,ସୁନୀଲ ନେପାକ, ସୋନୁ ପଧାନ, ଚନ୍ଦ୍ରଶେଖର ରଣା, ରଞ୍ଜନ ପଧାନ, ଜୟନ୍ତ ପଧାନ, ସୁଶାନ୍ତ ସାହୁ, ରକ୍ତଭଣ୍ଡାର କର୍ମଚାରୀ
ଅମରଜିତ୍ ମହାନ୍ତି, ରୋହିତ କଲେତ, କୃଷ୍ଣଚନ୍ଦ୍ର ସାହୁ, ରାକେଶ ରଣା, ଏସିସି କର୍ମଚାରୀ ଅନନ୍ତ ସୁନା,ସମ୍ବାଦ ଆମ ଓଡ଼ିଶା ପ୍ରତିନିଧି ସୁନିଲ ମିଶ୍ରଙ୍କ ସମେତ ଏସିସି ସିମେଣ୍ଟ କର୍ମଚାରୀ, ସ୍ଥାନୀୟ ମିସ୍ତ୍ରୀ, ଶ୍ରମିକ, ସ୍ବେଚ୍ଛାସେବୀ, ଗ୍ରାମବାସୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.