ସରସ୍ଵତୀ ଶିଶୁ ମନ୍ଦିରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ସରସ୍ଵତୀ ଶିଶୁ ଵିଦ୍ୟା ମନ୍ଦିରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉତ୍ସବ ତଥା ପୂର୍ବ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ ରେ ମଞ୍ଚାସୀନ ହୋଇଥିଲେ ବନବାସ…

“ବେଟି ବଞ୍ଚାଓ ବେଟି ପଢାଓ” ଅଭିଯାନ ର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାବେଶ

ନବରଙ୍ଗପୁର ତା ୨୨ / ୦୧ /୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ, ସମଗ୍ର ଭାରତ ବର୍ଷରେ କନ୍ୟା ସନ୍ତାନ ମାନଙ୍କର ସୁରକ୍ଷା ଓ ସୁନେଲି ଭବିଷ୍ୟତ ଗଠନ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଚାଲୁଥିବା "ବେଟି ବଞ୍ଚାଓ ବେଟି ପଢାଓ "ଅଭିଯାନ ର ଦଶବର୍ଷ ପୂର୍ତ୍ତି ଅବସର ଉପଲକ୍ଷେ…

ଦୁଇ କିଲୋ ଗଞ୍ଜେଇ ସହିତ ଜଣେ ଗିରଫ

ବାସୁଦେବପୁର: । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ବାରାପୁର ଗ୍ରାମ ରୁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଦୁଇ କିଲୋ ଗଞ୍ଜେଇ ଜବତ କରିବା ସହିତ ଗଞ୍ଜେଇ ବ୍ୟବସାୟୀ କୁ ବାସୁଦେବପୁର ଅବକାରୀ ବିଭାଗ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ…

ସ୍ଥାନୀୟ ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ର ବାର୍ଷିକକ୍ରୀଡା ଉଦଯାପିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ର ବାର୍ଷିକକ୍ରୀଡା ଆଜି ଉଦଯାପିତ ହୋଇଯାଇଛି. ଗତ ଦୁଇଦିନ ଧରି ଏହି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା. ଗୁଣୁପୁର ମହାବିଦ୍ୟାଳୟ ର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଦେବ ପ୍ରସାଦ ପାଢ଼ୀ ମୁଖ୍ୟ…

ଜିଲ୍ଲା ସ୍ତରୀୟ କୃଷି ନିର୍ଧାରଣ କମିଟି ବୈଠକ ଅନୁଷ୍ଠିତ, ରବି ଋତୁ ପାଇଁ ଫସଲ ଯୋଜନା

ନବରଙ୍ଗପୁର ତା୨୨.୦୧.୨୦୨୫, ଅଶୋକ ସାହୁ, ଶାସକ ପ୍ରଶାସକ,ଗତ କାଲି ୨୧.୧.୨୦୨୫ ତାରିଖ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଜିଲ୍ଲାରେ ରବି ଋତୁ ୨୦୨୪-୨୫ ପାଇଁ ଫସଲ ଯୋଜନା ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ଏହି ସଭାରେ…

ରାଣୀ ଲକ୍ଷ୍ମିବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୨/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗତ ୧୫ ତାରିଖରୁ ଚାଲି ଆସିଥିବା ରାଣୀ ଲକ୍ଷ୍ମିବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇ ଯାଇଛି। ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ…

ବିଜେପୁରରେ କାୟାକଳ୍ପ ତଦାରଖ ଦଳ ପରିଦର୍ଶନ

ବିଜେପୁର:-ସୁଶାନ୍ତ ସାହୁ ବରଗଡ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରରେ ପ୍ରତିବର୍ଷ ଭଳି ତା ୨୨.୦୧.୨୦୨୫ ରିଖ ବୁଧବାର ଅପରାହ୍ନ ସମୟରେ ଭୁବନେଶ୍ବରରୁ ଆସିଥିବା କାୟାକଳ୍ପ ତଦାରଖ ଦଳ ଆସି ଡାକ୍ତରଖାନା ଭିତ୍ତିଭୂମି,ପରିମଳ ବ୍ୟବସ୍ଥା, ପରିସ୍କାର ପରିଚ୍ଛନ୍ନତା,ରକ୍ତ ନମୁନା ସଂଗ୍ରହ…

ଝାରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସପ୍ତଦଶ ବାର୍ଷିକୋତ୍ସବ ଅନୁଷ୍ଠିତ।

ପଦ୍ମପୁର :- ପାଇକମାଲ ବ୍ଳକ୍ ଅନ୍ତର୍ଗତ ଝାରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସପ୍ତଦଶ ବାର୍ଷିକୋତ୍ସବ ଅନୁଷ୍ଠିତ।ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇଥିବା ବେଳେ ବ୍ଳକ୍ ଅଧ୍ୟକ୍ଷା ପ୍ରତିନିଧି ଗୌତମ ସିଂ,ବିଇଓ ଚୂଡାମଣି ବାରିକ ସ୍କୁଲ ପରିଚାଳନା କମିଟି ସଭାପତି ଅମର…

ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୨/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷା ବିଭାଗ ତରଫରୁ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ବିଆରସିସି ଭଗବାନ ମାଝୀ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଏବିଇଓ…

୬ଷ୍ଠ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍ ୨୦୨୫ ଉଦଘାଟିତ,

ଫ୍ରେଣ୍ଡସ୍ ପାରାଡାଇଜ କ୍ଳବ୍ ଜଟଣୀକୁ ହରାଇ ଜଗା ୟୁନାଇଟେଡ଼ ଭୁବନେଶ୍ବର ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ ଓଡ଼ଗାଁ, ୨୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନିଷ୍ଟାଡିୟମଠାରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ୬ମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍…