Sign in
Sign in
Recover your password.
A password will be e-mailed to you.
ଝାରବନ୍ଧ ବ୍ଲକ ରେ ବିଡ଼ିଓ ଭାବେ ପର୍ଶୁରାମ ପଣ୍ଡାଙ୍କ ଦାୟିତ୍ୱ ଗ୍ରହଣ।
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ରେ ଦ୍ଵିତୀୟ ଥର ପାଇଁ ଦକ୍ଷ ପ୍ରଶାସକ ଅଧିକାରୀ ପର୍ଶୁରାମ ପଣ୍ଡା ବିଡ଼ିଓ ଭାବେ ଯୋଗ ଦେବା ପରେ ବ୍ଲକ ର ସମସ୍ତ କର୍ମଚାରୀ ଓ ଜନପ୍ରତିନିଧି ଙ୍କ ପକ୍ଷରୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ୨୦୧୯…
ଆଦର୍ଶ, ସମର୍ପଣ ଓ ପ୍ରେରଣାର ତୀର୍ଥସ୍ଥଳ ହେବ ଖିଣ୍ଡା ଗ୍ରାମ- ଧର୍ମେନ୍ଦ୍ର ପ୍ରଧାନ
ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରେ ‘ତ୍ରିରଙ୍ଗା ପଦଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ
• ସମ୍ବଲପୁରର ବିଭିନ୍ନ ସ୍ଥାନରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ • ଖିଣ୍ଡାରେ…
ସମ୍ବଲପୁରରେ ସମ୍ବାଦର ‘ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ସମାରୋହ’
ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ନୂଆପିଢି - ଧର୍ମେନ୍ଦ୍ର ପ୍ରଧାନ
• ଏକବିଂଶ ଶତାବ୍ଦୀରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଭଳି ବରପୁତ୍ରଙ୍କ ବୀରଗାଥାକୁ ଏକବିଂଶ ଶତାବ୍ଦୀର ଯୁବପିଢିଙ୍କ ପାଖରେ ପହଞ୍ଚାଇବା
• ଇତିହାସ ପୃଷ୍ଠାରେ ଅନାଲୋଚିତ…
ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ସାଇକେଲ ରାଲି
କେନ୍ଦୁଝର/ଦିଲ୍ଲୀପ ସାହୁ (ସ୍ୱତନ୍ତ୍ର ପ୍ରତିନିଧି)-ସଡକ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ ଦେଇ ଗୁରୁବାର ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ରାଲିରେ ବିଭିନ୍ନ ସାମ୍ବାଦିକ,ଶିକ୍ଷାନୁଷ୍ଠାନର…
ପାଇକମାଳ ହାଇସ୍କୁଲ ରେ ମିଶନ୍-100 କାର୍ଯ୍ୟକ୍ରମ ଅନୁଷ୍ଠିତ।
ପାଇକମାଲ :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମିଶନ 100 ୨ୟ ପର୍ଯ୍ୟାୟ ବି ଇ ଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ରାଜବୋରାସମ୍ବର ବି ଇ ଓ ଏହା କୁ ଉଦଘାଟନ କରିଥିଲେ l ପ୍ରଥମେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଫଟୋ ଚିତ୍ରରେ…
ନୂତନ ଉତ୍ପାଦ ଶୃଙ୍ଖଳାର ଶୁଭାରମ୍ଭ ସହିତ ଓଡିଶାରେ ପହଂଚ ବିସ୍ତାର କରିଛି ଜେକେ ସୁପର ସିମେଂଟ
ଭୁବନେଶ୍ୱର: ଭାରତର ଅନ୍ୟତମ ପ୍ରମୁଖ ସିମେଂଟ ବ୍ରାଣ୍ଡ ଜେକେ ସିମେଂଟ ଲିମିଟେଡ ଓଡିଶାରେ ଏହାର ଅତ୍ୟାଧୁନିକ ଉତ୍ପାଦ ଶୃଙ୍ଖଳାର ଶୁଭାରମ୍ଭ କରିଛି । ଯାହାକି ଦେଶର ପୂର୍ବାଂଚଳରେ କମ୍ପାନୀର ସ୍ଥିତିକୁ ମଜବୁତ କରିବା ଦିଗରେ ଏକ ବଡ ପଦକ୍ଷେପକୁ ଚିହ୍ନିତ କରୁଛି। ଏହି ଶୁଭାରମ୍ଭ ଓଡିଶାରେ…
ଅଡାକଷା ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡାଉତ୍ସବ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରିବାଞ୍ଜି କ୍ଲଷ୍ଟର ଅଡାକଷା ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡାଉତ୍ସବ ସ୍ଥାନୀୟ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ନାରଦ ସୁନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ…
ନବରଙ୍ଗପୁର ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ
ନବରଙ୍ଗପୁର ତା ୨୩.୧.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ଆଜି ସହର ରେ ସ୍ଥାପିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଠାରେ ସକାଳ ଘ ୮.୩୦ ମି ସମୟରେ ମାଲ୍ୟାର୍ପଣ ଏବଂ ପୁଜ୍ୟ ପୂଜା ସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ହୋଇଯାଇଅଛି। ଏହି ଅବସରରେ ଅତିରିକ୍ତ…
ନାବାଳିକାଙ୍କୁ ମାଡ ମାରିଥିବା ଘଟଣାକୁ ନେଇ ଓଡ଼ଗାଁ ପୋଲିସ ଅଧିକାରୀଙ୍କ ନାମରେ ଅଭିଯୋଗ
ଓଡ଼ଗାଁ, ୨୩।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ଅଞ୍ଚଳର ଓଡ଼ଗାଁରେ ରହୁଥିବା ଜଣେ ମା' ତାଙ୍କ ନାବାଳିକା ଝିଅକୁ ଓଡ଼ଗାଁ ପୋଲିସ ଅଜଥାରେ ମାଡମାରି ଘୋଷାରି ନେଇ ଭ୍ୟାନରେ ବସାଇ ଥାନାକୁ ନେଇଯିବା ଏବଂ ସେଠାରେ ବାଡିଆପିଟା କରିବା ନେଇ ଓଡ଼ଗାଁ…
ଇଚ୍ଛାପୁର ଚୈତନ୍ଯ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଆତ୍ମ ସୁରକ୍ଷା ତାଲିମ ଶିବିର
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରୀପାଲି ବ୍ଲକ ଅନ୍ତର୍ଗତ ଚୈତନ୍ଯ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗତ ଶୁକ୍ରବାରରୁ ବୁଧବାର ପର୍ଯ୍ଯନ୍ତ ପାଞ୍ଚଦିନ ବ୍ଯାପି ରାଣୀ ଲକ୍ଷ୍ମୀବାଈ ଅତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।…