ଗୋ ମାତା ହେଉଛନ୍ତି ସୁଖ ଓ ସ୍ୱାସ୍ଥ୍ୟର ଆଧାର – ଧର୍ମେନ୍ଦ୍ର ପ୍ରଧାନ

• ଶ୍ରୀ ରାଧାକୃଷ୍ଣ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେଲେ • ସନାତନୀ ହିନ୍ଦୁ ସମାଜର ଆସ୍ଥାର ପ୍ରତୀକ ହେଉଛନ୍ତି ଗୋ ମାତା• ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସଂସ୍କାରରେ ଗୋ ସେବା ଏକ ମହତ୍ୱପୂର୍ଣ୍ଣ ତତ୍ତ୍ୱ ଥିଲା• ଓଡ଼ିଶା ସାମାଜିକ ଜୀବନରେ ଗୋମାତା ପ୍ରତି ଅନନ୍ୟ ସମ୍ପର୍କ ରହିଛି•…

ମା’ ତାରିଣୀଙ୍କ ଠାରେ ସମର୍ପିତ ହେଲା ସମ୍ବାଦ ଓ ଫିଚର ପତ୍ରିକା “ଖଣ୍ଡାଧାର”ର ବାର୍ଷିକ ସଂଖ୍ୟା

କେନ୍ଦୁଝର,ତା୨୨/୧- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗ୍ରାମରୁ ୧୯୯୮ ମସିହାରୁ ପ୍ରକାଶ ପାଇ ଆସୁଥିବା ସାପ୍ତାହିକ ସମ୍ବାଦ ଓ ଫିଚର ପତ୍ରିକା "ଖଣ୍ଡାଧାର "ର ବାର୍ଷିକ ସଂଖ୍ୟା ୨୦୨୪-୨୫ କେନ୍ଦୁଝରର ରାଷ୍ଟ୍ର ଦେବୀ ଘଟଗାଁ ବାସିନୀ ମା' ତାରିଣୀଙ୍କ ଠାରେ…

ସହର ବିକାଶ ଲାଗି ବରିଷ୍ଠ ନାଗରିକ ମଞ୍ଚ ଜିଲ୍ଲାପାଳଙ୍କୁ ଦେଲା ଦାବିପତ୍ର।

 କେନ୍ଦୁଝର,ତା୨୨/୧- କେନ୍ଦୁଝର  ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ସହରର ବିକାଶ ଲାଗି ଏକ ଦାବିପତ୍ର ଦିଆଯାଇଛି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏହି ଦାବିପତ୍ର ସେମାନେ ଦେଇ ସୂଚନା ପାଇଲେ କି  ବଳଦେବଜୀଉ ମନ୍ଦିରର ପରିଚାଳନା ଓ ବିଭିନ୍ନ ସମସ୍ୟାର ସମାଧାନ…

‘ଘୁମୁରା’ ଉତ୍ସବରେ କଳାହାଣ୍ଡିର ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲା ବେଦାନ୍ତ

କଳାହାଣ୍ଡି ଉତ୍ସବରେ ବେଦାନ୍ତ ଆଲୁମିନିୟମର ଷ୍ଟଲ ବଡ଼ ଆକର୍ଷଣ ଲାଞ୍ଜିଗଡ଼, ୨୨/୦୧/୨୦୨୫: ବେଦାନ୍ତ ଆଲୁମିନିୟମର ଭାରତର ଅଗ୍ରଣୀ ସ୍ମେଲଟର ଗ୍ରେଡ୍ ଆଲୁମିନା ଉତ୍ପାଦନକାରୀ ତଥା ବେଦାନ୍ତ ଆଲୁମିନିୟମର ସହାୟକ ସଂସ୍ଥା ବେଦାନ୍ତ ଲିମିଟେଡ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୯ ଜଣ ଯୁବକଙ୍କୁ…

କେନ୍ଦୁଝର ନାବାଳିକା ଯୌନ ନିର୍ଯାତନା ମାମଲା:ସେକ୍ସ ରାକେଟର ଚେର ଅତି ଗଭୀର।

ବହୁତ ଗରିବ ଝିଅ ଏହାର ଶିକାର ହୋଇଛନ୍ତି ବଡ଼ବଡ଼ିଆଙ୍କ ହାତ ରହିଛି। କେନ୍ଦୁଝର/ଦିଲ୍ଲୀପ ସାହୁ (ସ୍ୱତନ୍ତ୍ର ପ୍ରତିନିଧି)- କେନ୍ଦୁଝର ଜିଲ୍ଲାରେ ଅନେକ ନାବାଳିକା ଝିଅ ପରିବାର ପୋଷିବାକୁ ବାହାରକୁ ଯାଇ କାମ କରୁଛନ୍ତି। ଘରୋଇ ସହାୟିକା ଭାବେ ରଖି ଅନେକଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଉଛି।…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓଡ଼ିଶାର ଜାମଖାନି କୋଇଲା ଖଣିରେ ଅତ୍ୟାଧୁନିକ କାର୍ଯ୍ୟକ୍ଷମ ଡାସବୋର୍ଡର ଶୁଭାରମ୍ଭ

ଭୁବନେଶ୍ଵର, ୨୨.୦୧.୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଜାମଖାନି କୋଇଲା ଖଣିରେ ଏକ ଅତ୍ୟାଧୁନିକ କାର୍ଯ୍ୟକ୍ଷମ ଡାସବୋର୍ଡର ଶୁଭାରମ୍ଭ କରିଛି । ଏହି ଅତ୍ୟାଧୁନିକ ଡିଜିଟାଲ ପ୍ଲାଟଫର୍ମ ରିଅଲ-ଟାଇମ୍ ଡାଟାକୁ ସମନ୍ୱିତ କରେ, କାର୍ଯ୍ୟଦକ୍ଷତା…

ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରିତା ନେଇ ଜାତୀୟସ୍ତରୀୟ କର୍ମଶାଳାର ପ୍ରଥମ ଦିନ

୧୦ ଟି ଗ୍ରୁପ୍ ମାଧ୍ୟମରେ ଜାତୀୟ ଶିକ୍ଷା ନୀତିର ବିଭିନ୍ନ ଦିଗ ଆଲୋଚନା ଭୁବନେଶ୍ବର, ୨୧ ଜାନୁଆରୀ ୨୦୨୫: ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରିତାକୁ ନେଇ ଆରମ୍ଭ ହୋଇଯାଇଛି ତିନି ଦିବସୀୟ ଜାତୀୟସ୍ତରୀୟ କର୍ମଶାଳା । ପ୍ରଥମ ଦିନରେ ୧୦ ଟି ଗ୍ରୁପ୍ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକଳାପ…

ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଅତୁଳନୀୟ ସଫଳତା, ଗତ ୧୦ ବର୍ଷ ମଧ୍ୟରେ ସଫଳତାର ସହିତ ୫୦୦ରୁ ଉର୍ଦ୍ଧ କିଡନୀ…

ଭୁବନେଶ୍ୱର: କିଡ୍‌ନୀ ରୋଗର ସଫଳ ଚିକିତ୍ସା ପାଇଁ ଓଡ଼ିଶାର ଘରେ ଘରେ ସୁପରିଚିତ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି । ଗତ ୧୦ ବର୍ଷ ମଧ୍ୟରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଠାରେ ସଫଳତାର ସହିତ ୫୦୦ରୁ ଉର୍ଦ୍ଧ କିଡ୍‌ନୀ ପ୍ରତିରୋପଣ…

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ‘ଜୟ ବାପୁ, ଜୟ ଭୀମ୍ ଓ ଜୟ ସମ୍ବିଧାନ’ ଯାତ୍ରା ଓ ସମାବେଶ

ଭୁବନେଶ୍ୱର, ୨୧.୧ : ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନ ମଙ୍ଗଳବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆସନ୍ତା ଜାନୁଆରୀ ୨୩ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକଠାରେ ‘ଜୟ ବାପୁ, ଜୟ ଭୀମ୍ ଓ ଜୟ…

ଓଡ଼ଗାଁ ଓ୍ବାଟର ଶେଡ୍ ଯାତ୍ରା ୨୦୨୫, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଉପରେ ଗୁରୁତ୍ୱ

ଓଡ଼ଗାଁ,୨୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଓ୍ବାଟରଶେଡ୍ ସଚେତନତା ଯାତ୍ରା ୨୦୨୫ ବାଣ୍ଠପୁର ପଞ୍ଚାୟତ ଧବଳେଇ ପଡ଼ିଆ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜଳ ବିଭାଜିକା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କାଳିଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…