Sign in
Sign in
Recover your password.
A password will be e-mailed to you.
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ
ପଦ୍ମପୁର ୨୩/୦୧: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।ସକାଳ ପର୍ଯ୍ୟାୟରେ ଦୁର୍ବାଦଳ ସାହୁ,ଥବିର ଡନସନା, ଦିନବନ୍ଧୁ ଦେହେରୀ, ସ୍ନିଗ୍ଧା ହାତୀ ପ୍ରମୁଖ ନେତାଜୀ ଓ ସୁରେନ୍ଦ୍ର ସାଏ ଙ୍କ ବିଷୟରେ…
ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ମହାନ୍ ବିପ୍ଳବୀ, ସ୍ବାଧୀନ ସଂଗ୍ରାମୀ, ବୀର ସୁରେନ୍ଦ୍ର ସାଏ, ଏବଂ ନେତାଜୀ ସୁବାଷ…
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଆଦିବାସୀ କଲ୍ୟାଣ ସଂଘ କାର୍ଯ୍ୟାଳୟ ଠାରେ ମହାନ୍ ବିପ୍ଳବୀ, ସ୍ବାଧୀନ ସଂଗ୍ରାମୀ, ବୀର ସୁରେନ୍ଦ୍ର ସାଏ, ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଜୟନ୍ତୀ ବ୍ଲକ ଆଦିବାସୀ କଲ୍ୟାଣ ସଂଘ…
କ୍ଷେତ୍ରୀୟବରପୁର ରେ ନେତାଜୀ ଜୟନ୍ତୀ ପାଳିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଜାନୁଆରୀରେ ବେଲଗୁଣ୍ଠା ବ୍ଲକ ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନେତାଜୀ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଅଛି, ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରାଣୀ ବିଜ୍ଞାନ ବିଭାଗର…
ନେତାଜୀ ଜୟନ୍ତୀରେ ନାଟଙ୍ଗl ହାଇସ୍କୁଲ ଠlରେ 100 ଦିନିଆ ଟିବି ସଚେତନତା କାର୍ଯ୍ୟକ୍ରମ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ନେତାଜୀ ଜୟନ୍ତୀ ଅବସରରେ ନାଟଙ୍ଗl ଦୀନବନ୍ଧୁ ବିଦ୍ୟାପୀଠରେ 100 ଦିନିଆଁ ଟିବି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି I ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ଘଡ଼େଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋବରା ଗୋଷ୍ଠୀ…
ପଞ୍ଚାୟତ ବୁଲି ଅସହାୟ ଙ୍କୁ ଭେଟି ଶୀତ ଲୁଗା ଓ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କଲେ ଯୁବ ସମାଜ ସେବୀ ରତିକାନ୍ତ।
ବାସୁଦେବପୁର - ବୁଧବାର ଅପରାହ୍ନ ତିନିଟା ଏକ ଖବର ସଂଗ୍ରହ କାର୍ଯ୍ୟ ସାରି ଯେତେବେଳେ ଆମେ ଘର ଅଭିମୁଖେ ତୁରନ୍ତ ଫୋନ ଏକ ଫୋନ ଆସେ, ଭାଇ ଆସ ଟିକେ ଯିବା ମୁଁ ଖବର ପାଇଲି ଏକ ପଞ୍ଚାୟତ ରେ ଏକାଧିକ ଲୋକ ଅସହାୟ ଅବସ୍ଥା ରେ ଅଛନ୍ତି। ଆସ ସେମାନଙ୍କ ପାଖକୁ ଯିବା ମୁଁ ମୋ ସକ୍ଷମ ଅନୁସାରେ ଯାହା…
ଭଞ୍ଜନଗର ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଉ କିଛିଦିନ ପରେ ସାରା ଦେଶ ପାଳନ କରିବ ୭୬ ତମ ସାଧାରଣତନ୍ତ୍ର ଦିବସ ଉତ୍ସବ। ଏଥି ନିମନ୍ତେ ଦେଶର ପଲ୍ଲୀ ଠୁ ଦୀଲ୍ଲି ସମସ୍ତ ସ୍କୁଲ କଲେଜ୍ ଅନୁଷ୍ଠାନ ଓ ପ୍ରଶାସନିକ ସ୍ତରରେ ଦେଖାଦେଇଛି ତତ୍ପରତା। ସେଥିପାଇଁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ପ୍ରତ୍ୟେକ ବିଦ୍ୟାଳୟ…
ଗାୟତ୍ରୀ ମହାଯଜ୍ଞ ଓ ନେତାଜୀ ଜୟନ୍ତୀ ପାଳନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବିନାୟକପୁର ପଞ୍ଚାୟତ ରେ ବେଲସାଉଁଲିଆ ଡିଗି ପୋଖରୀ ଠାରେ ନେତାଜୀ ଯୁବକ ସଂଘ ପକ୍ଷ ରୁ ଶ୍ରୀ ଶ୍ରୀ ଗାୟତ୍ରୀ ମହାଯଜ୍ଞ, ନେତାଜୀ ଜୟନ୍ତୀ ପାଳନ ହୋଇ ଯାଇଛି। ପ୍ରଥମ ଦିନ ଏକୋଇଶି ତାରିଖ ମଙ୍ଗଳ ବାର ରେ ଗ୍ରାମ ବାସୀ ଙ୍କୁ…
ପୋଲିସ ମହା ନିର୍ଦ୍ଦେଶକ ୱାଇ ବି ଖୁରାନିଆ ଙ୍କ ନୂଆପଡ଼ା ଗସ୍ତ
https://youtu.be/rv69EHTkIpM
ନୂଆପଡ଼ା ଜିଲ୍ଲା ରୁ କଲୀମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ଆଜି ଓଡିଶା ପୋଲିସ ମହା ନିର୍ଦ୍ଦେଶକ ୱାଇ ବି ଖୁରାନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ମାଓ ଦମନ ଅଭିଯାନ ସମ୍ପର୍କରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ପୋଲିସ ଆରକ୍ଷୀ…
ଜୀବିକା ପାଇଁ ଯାଇଥିଲେ , ଜୀବନ ଚାଲିଗଲା
କାଶୀପୁର ରୁ ବୈକୁଣ୍ଠ ଦୁରିଆ - କାଶୀପୁର ଅଂଚଳର ଜଣେ ଯୁବକ ଅନୁଗୁଳର ଏକ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିବା ବେଲେ ଦୁର୍ଘଟଣା କାରଣରୁ ତାଙ୍କର ଦେହାନ୍ତ ହୋଇଛି | କୁଚେଇପଦର ନିବାସୀ ବିପିନ ମାଝି ଙ୍କର ପୁଅ ବୀରେନ୍ଦ୍ର ମାଝି ( ୨୭) ସେ ଦୀର୍ଘଦିନ ଧରି ଅନୁଗୁଳ ଷ୍ଟିଲ ପ୍ଲାଣ୍ଟ ରେ ଜଣେ ଦିନ…
କିଟରେ ବ୍ଲ୍ୟୁ ଇକୋନୋମି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ
ଭୁବନେଶ୍ୱର,୨୩ ।୧: ‘ଏମ୍ପାୱାରିଂ ସଷ୍ଟେନେବଲ୍ ଗ୍ରୋଥ ଥ୍ରୁ ମେରାଇନ୍ ଇକୋସିଷ୍ଟମ୍’ ବିଷୟବସ୍ତୁକୁ ନେଇ କିଟ୍ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ ‘ବ୍ଲୁ ଇକୋନୋମି’ ଗୁରୁବାର ଉଦ୍ଘାଟିତ ହୋଇଯାଇଛି। ଭାରତର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କାର୍ଯ୍ୟାଳୟ,…