ଓଡ଼ଗାଁ ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ସଂପର୍କ ଏକ ଆଲୋଚନା ଚକ୍ର

ଓଡଗାଁ, ୨୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତ ପରିସରରେ ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଓଡ଼ଗାଁ ଓକିଲ ସଂଘ ସଭା ଗୃହ ମଧ୍ୟରେ ଆଇନ ସେବା ପ୍ରାଧିକରଣର ସଚୀବ ତଥା ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଦୌରlଜାଜ୍ ମାନସ ରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ସାମ୍ବିଧାନିକ…

ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବିଜେପୁର :-ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ସହର ସ୍ଥିତ ପ୍ରକୃତି ବିହାର ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ  ଅଧ୍ୟକ୍ଷ ପ୍ରଫେସର୍ ଘନଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଗାୟତ୍ରୀ ପଟେଲ ସୁନ୍ଦର ମଞ୍ଚ…

ଗଜପତି ଜିଲ୍ଲାର ୪୫ ଗୋଟି ସୋସାଇଟିରୁ ଧାନ କ୍ରୟ କରାଯାଉଛି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚଳିତ ୨୦୨୪-୨୫ ଖରିଫ ବର୍ଷରେ ଜିଲ୍ଲାର ୪୫ ଗୋଟି ମଣ୍ଡି ଖୋଲାଯାଇଛି। ଚାଷୀଙ୍କ ଉତ୍ପାଦିତ ଧାନ ସରକାରଙ୍କ ଦ୍ବାରା…

ଜିଲ୍ଲା ପ୍ରଶାସନ ତରଫରୁ ବେଟି ବଚାଓ ବେଟି ପଢାଓ କାର୍ଯକ୍ରମ ଉଦ୍ଘାଟନୀ ଉତ୍ସବପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ବେଟି ବଚାଓ ବେଟି ପଢାଓ ୧୦ ବର୍ଷ ପୂର୍ତ୍ତି କାର୍ଯକ୍ରମ ପାଳନ ଅବସରରେ ଆଜି (ବୁଧବାର) ସକାଳ ସମୟରେ ଏକ ପ୍ରଭାତଫେରି କାର୍ଯକ୍ରମ "ସଖୀ" ୱାନ ଷ୍ଟପ କେନ୍ଦ୍ର ଠାରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ…

ତୁମେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୨ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା 22ଜାନୁୟାରୀ ଗତ ମଙ୍ଗବାର ଦିନ ବିଳମ୍ବିତ ପର୍ଯ୍ୟନ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁମେରବାହାଲ ର ୨ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ଆଚାରୀ ଶବର, ବି. ଇ.ଓ,…

ମୃତ୍ୟୁ ପରେ ଅଙ୍ଗଦାନ କରି ଅମରତ୍ୱ ଲାଭ କଲେ ଲତା : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ

କେନ୍ଦୁଝର,ତା୨୨/୧- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଯମୁନାପୋଷି ପଞ୍ଚାୟତ ଅନ୍ତର୍ଗତ କୋଡ଼ଖମଣ ଗ୍ରାମର କୁଳମଣି ମହାନ୍ତଙ୍କ ସ୍ତ୍ରୀ ଲତା ମହାନ୍ତଙ୍କ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିବା ପରେ ପରିବାର ଲୋକଙ୍କ ସହମତିକ୍ରମେ ତାଙ୍କ ଯକୃତ ଅନ୍ୟ ଜଣଙ୍କଠାରେ ପ୍ରତିରୋପିତ…

ଭଞ୍ଜନଗର ଦିବ୍ୟ ଜୀବନ ଶାଖା ର ଅମୃତ ମହୋତ୍ସବ ରେ ବିରାଟ କଳସ ଯାତ୍ରା

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ):ଦିବ୍ୟ ଜୀବନ ସଂଘ ଭଞ୍ଜନଗର ଶାଖାର ୭୫ ତମ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ଅବସରରେ ଆଜି ଜାନୁଆରୀ ମାସ ୨୨ ତାରିଖ ଗୁରୁବାର ୨୦୨୫ ଦିନ ସ୍ଥାନୀୟ ଦିବ୍ୟ ଜୀବନ ସଂଘ ପକ୍ଷରୁ ଶହ ଶହ ମହିଳା ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପରମ…

ପାଞ୍ଚଟି ନଦୀର ଜଳ ପ୍ରଦୂଷିତ ହେବା ସହିତ ଚିଲିକା ମଧ୍ୟ ପ୍ରଭାବିତ: ବିଜେଡି

କଣାସରେ ଡାଇରିଆରେ ଚାରି ମୃତ୍ୟୁ ଘଟଣା  ଚିଲିକାର ଜୈବ ବିବିଧତା ବିପଦରେ ନୂଆ ସରକାର ଆସିବା ପରେ ପାନୀୟ ଜଳ ପ୍ରକଳ୍ପ କାମ ବନ୍ଦ ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ସୁବିଧା ଓ ପାନୀୟ ଜଳ ତୁରନ୍ତ ପ୍ରଦାନ କରାଯାଉ ଭୁବନେଶ୍ୱର, ୨୨/୦୧/୨୦୨୫:ପୁରୀ  ଜିଲ୍ଲାର କଣାସ ବ୍ଲକରେ ଡାଇରିଆରେ ୪…

ମହାକୁମ୍ଭ 2025: ସଂସ୍କୃତି ଏବଂ ପ୍ରଯୁକ୍ତିବିଦ୍ୟାର ସଙ୍ଗମ

ଲେଖକ: ଜୟା ବର୍ମା ସିହ୍ନା ଭାରତୀୟ ଉପମହାଦେଶର ସବୁଠାରୁ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ନଦୀ ଭାବରେ ବିବେଚିତ ଗଙ୍ଗା କେବଳ ଭାରତର ସାଂସ୍କୃତିକ ଏବଂ ଧାର୍ମିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ନୁହେଁ ବରଂ ସମଗ୍ର ଭାରତୀୟ ସମାଜର ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ମହାକୁମ୍ଭ ଏପରି ଏକ ଅବସର…

କେନ୍ଦୁ ଗଣ୍ଡି ବୋଝେଇ ଦୁର୍ଘଟଣା ଗ୍ରସ୍ତ : ଡ୍ରାଇଭର ଫେରାର୍ : ପିକ୍ଅପ ଜବତ

ପଦ୍ମପୁର :- ଚୋରା କେନ୍ଦୁ କାଠ ବୋଝେଇ ଏକ ପିକ୍ଅପ୍ ଭ୍ଯାନ ନଂ ଓ ଡି ୨୪ ଜେ ୮୯୮୮ ପଦ୍ମପୁର ପଟ ରୁ ବରଗଡ଼ ଅଭିମୁଖେ ଯାଉଥିବା ବେଳେ ମହୁଲପାଲି ନିକଟରେ ଭାରସାମ୍ଯ ହରାଇ ଓଲଟି ପଡ଼ି ଥିବା ବେଳେ ଡ୍ରାଇଭର ଗାଡି ଛାଡି ସେଠାରୁ ଫେରାର୍ ମାରିଥିବା ସୂଚନା ମିଳିଛି। ଖବର ପାଇ ବନ ବିଭାଗ ଗାଡି ସହିତ…