ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ

ନବରଙ୍ଗପୁର ତା ୨୪ / ୦୧ /୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ୱାନଷ୍ଟପ ସେଣ୍ଟର ପକ୍ଷରୁ ପକ୍ଷରୁ ଆଜି ନବରଙ୍ଗପୁର ମିସନ ଶକ୍ତି ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତା…

ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ଧପରିକର : ପ୍ରତାପ ଷଡଙ୍ଗୀ

 ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ପାଇଁ ସହାୟକ ହେବ “ଉତ୍କର୍ଷ ଓଡିଶା” ସମ୍ମିଳନୀ  ଭଗବାନ ବିର୍ସା ମୁଣ୍ଡା ଏବଂ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ, ସମ୍ବିଧାନ ଗୈାରବ ଅଭିଯାନ, ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀକୁ…

ଜିଲ୍ଲାସ୍ତରୀୟ ନେତାଜୀ ସୁବାଷ ୧୨୮ତମ ବୋଷଙ୍କ ଜୟନ୍ତୀ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୁରୁଣା କୋର୍ଟ ଛକ ନିକଟସ୍ଥ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ…

ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ନେତାଜୀ ଜୟନ୍ତୀ ପାଳିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ବ ରେ ନେତାଜୀ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଅବସରରେ ଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମା ନେତାଜୀ ଙ୍କ ବିରତ୍ଵ ବିଷୟ…

“ଜମି ଯିବ ଯାହାର , କଥା ଶୁଣ ତାହାର”

ଅସ୍ତରଙ୍ଗରେ ପ୍ରସ୍ତାବିତ ବନ୍ଦର ର ପରିବେଶ ମଞ୍ଜୁର ପାଇଁ ହୋଇଥିବା ତୃତୀୟ ପର୍ଯ୍ୟାୟ ଜନଶୁଣାଣିକୁ ଜନତାଙ୍କ ତୀବ୍ର ବିରୋଧ । ଅସ୍ତରଙ୍ଗ/ଦୁଃଶାସନ ନାୟକ : ଅସ୍ତରଙ୍ଗ ଉପକୂଳ ରେ ହାଇଦ୍ରାବାଦ ର ନବଯୁଗ କମ୍ପାନୀ ଦ୍ବାରା ପ୍ରତିଷ୍ଠା ହେବାକୁ ଥିବା ବାଣୀଜ୍ୟ ଭିତ୍ତିକ ବନ୍ଦରର ଜନ ଶୁଣାଣୀ…

ଓଡ଼ଗାଁ ତହସିଲ ଓ ଏନଏସି ଅଂଚଳରେ ମୂଲ୍ୟବାନ ଜମି ହଡପ ଉଦ୍ୟମ

ଓଡ଼ଗାଁ,୨୪।୧ (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ ଜିଲା ଓଡ଼ଗାଁ ତହସିଲ ଓ ଏନ୍ଏସି ଅଞ୍ଚଳରେ ବହୁ ସରକାରୀ ମୂଲ୍ୟବାନ ଜମି ଜବରଦଖଲ କରି କବ୍ଜା କରିବାର ପ୍ରକ୍ରିୟା ଏବେ ଜୋର ଧରିଛି । ଶ୍ରୀରଘୁନାଥ ଜୀଉଙ୍କ ପୀଠର କ୍ରମ ବର୍ଦ୍ଧିଷ୍ଣୁ ସହରୀକରଣ ସହିତ ଓଡ଼ଗାଁକୁ ବିଜ୍ଞାପିତ ଅଂଚଳ ଘୋଷଣା…

ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସ୍ୱାଧୀନତା ସଂଗ୍ରାମୀ ଦୁଇ ବିପ୍ଲବୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ଜୟନ୍ତୀ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ପୌର…

ରାୟଗଡ଼ା ସ୍ୱାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

 ରାୟଗଡା - ରାୟଗଡ଼ା ସ୍ଵାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। ରାୟଗଡ଼ା ବିଦ୍ୟା ନଗର ସ୍ଥିତ ମହିଳା ସଂସ୍କୃତି ଅନୁଷ୍ଠାନ ଗୃହରେ ସମିତିର ସଭାପତି ଶ୍ରୀ ଯୋଗେଶ୍ଵର ଦାସଙ୍କ ସଭାପତିତ୍ବରେ…

ଡାବୁଗାଁ ରେ ସହକାରୀ ଶିକ୍ଷକ ସଂଘ ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୩/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସହକାରୀ ଶିକ୍ଷକ ସଂଘ (ଏକ୍ସ କେଡର) ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସହକାରୀ ଶିକ୍ଷକ ମହାସଂଘ ର ସାଧାରଣ ସମ୍ପାଦକ ହାନେଶ ପାତ୍ର ବାଘ ଙ୍କ ସଭାପତିତ୍ବରେ…

୬ଷ୍ଠ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍ ୨୦୨୫: ୩-୧ ଗୋଲରେ ମଙ୍ଗଳା କ୍ଳବ୍ କଟକ ବିଜୟୀ,୨ୟ…

ଓଡ଼ଗାଁ ୨୩।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୬ଷ୍ଠ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନରେ କିଶୋର କ୍ଳବ୍ ଭୁବନେଶ୍ବରକୁ ପରାସ୍ତ କରି ମଙ୍ଗଳା କ୍ଳବ୍ କଟକ ୩-୧ ଗୋଲରେ ବିଜୟ ହାସଲ କରିଥିଲେ । ଆଜିର ମ୍ୟାଚ୍ ୩.୨୯…