ବେଆଇନ ମାଟି ବୁହାଉଥିବା ଅଭିଯୋଗ ରେ ଅସ୍ତରଙ୍ଗ ଥାନା ପକ୍ଷରୁ ୯ଟି ଟ୍ରାକ୍ଟର ଜବତ, ମାମଲା ରୁଜୁ

ଅସ୍ତରଙ୍ଗ : ଅସ୍ତରଙ୍ଗ ରାଜସ୍ବ ବିଭାଗ ରେ ଥିବା ବିଭିନ୍ନ ସରକାରୀ ହେଉ କି ବେ ସରକାରୀ, ସବୁ ଜାଗାରୁ ବେଆଇନ ମାଟି ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଚି । ଫଳରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ରାଜସ୍ବ ହାନି ହେବା ସହିତ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଛୁଟି ଦିନ…

ନୂଆପଡା ଜିଲ୍ଲାରେ ଭାରତ ରତ୍ନ ଡକ୍ଟର ବି. ଆର୍. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ(ଶାସକ ପ୍ରଶାସକ): ନୂଆପଡା ଜିଲ୍ଲାରେ ଭାରତ ରତ୍ନ ଡକ୍ଟର ବି. ଆର୍. ଆମ୍ବେଦକରଙ୍କ ଜୟନ୍ତୀ ଜିଲ୍ଲା ପ୍ରଶାସନ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଆୟୋଜିତ ଏହି ସଭାରେ ମୁଖ୍ୟ…

“ଆକାଂକ୍ଷା” ମହିଳା ସଙ୍ଗଠନ ତରଫରୁ ଓଡ଼ିଆ ନବବର୍ଷ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ "ଆକାଂକ୍ଷା" ପକ୍ଷରୁ ପାରଳାଖେମୁଣ୍ଡି କେଉଟ ସାହି ସ୍ଥିତ ଓଡିଶା ନଲେଜ କର୍ପୋରେସନ ଅଧିକୃତ କଂପ୍ୟୁଟର ଶିକ୍ଷା କେନ୍ଦ୍ର ରେଖା ଡିଜିଟାଲ ଇଡି କାର୍ଯ୍ୟାଳୟରେ ଠାରେ ବିଷୁବ ମିଳନ ଉତ୍ସବ ୨୦୨୫ ମହାସମାରୋହରେ…

ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ୟ , ସାଧନା ଓ ଆରାଧନା ସମ୍ୱନ୍ଧରେ ମାଁ ଶ୍ୟାମାକାଳୀଙ୍କ ଦଣ୍ଡ ନାଚ ପର୍ବ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗତ ୧୩ ଦିନ ଧରି ଚାଲିଥିବା ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ୟ , ସାଧନା ଓ ଆରାଧନା ସମ୍ୱନ୍ଧରେ ମାଁ ଶ୍ୟାମାକାଳୀଙ୍କ ଦଣ୍ଡନାଚ ପର୍ବ ମହା ସମାରୋହରେ ସମାପନ ହୋଇଯାଇଛି।ଏହି ଦଣ୍ଡ…

ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି। ଏହି ଅବସରରେ ନୂଆ ବସ ଷ୍ଟାଣ୍ଡ ଠାରେ ଥିବା…

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଆ ପକ୍ଷ ପାଳନର ଚତୁର୍ଦ୍ଦଶ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ଦ୍ଵାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ମହା ଆଡମ୍ବରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ସମ୍ ନର୍ସିଂ କଲେଜରେ ଦୁଇ ଦିନିଆ ଏସ୍ପିଏନକନ -୨୦୨୫ ଆୟୋଜିତ

ଭୁବନେଶ୍ୱର , ଏପ୍ରିଲ୍ ୧୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ ଓ ଭାରତର ସୋସାଇଟି ଅଫ୍ ପେରିଅପରେଟିଭ୍ ନର୍ସିଂ (ଏସ୍ପିଏନ୍)ର ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଶୁକ୍ରବାର ଦିନ ଏସ୍ପିଏନକନର ୫ମ ଜାତୀୟ ସମ୍ମିଳନୀ ‘ଏସ୍ପିଏନକନ -୨୦୨୫’ ଉଦ୍ଘାଟିତ…

ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି ଦିନ ଠାରୁ ଓଡ଼ିଆ ସଂସ୍କୃତି ର ବର୍ଷ ଆରମ୍ଭ ହୋଇ ଥା ଏ l ତେଣୁ ଏହି ଦିନ କୁ ସମଗ୍ର ଓଡ଼ିଶା ରେ ଓଡ଼ିଆ ନୂଆଁ ବର୍ଷ ବା ପଣା ସଂକ୍ରାନ୍ତି ରୁପେ ପାଳନ କରାଯାଏ l ଏହି ଦିନ ସମଗ୍ର ଓଡିଆ ଙ୍କ ପାଇଁ ବଡ଼ ଦିନ l ମହା ବିଷୁବ ସଂକ୍ରାନ୍ତି ଦିନ ଠାରୁ ବୈଶାଖ ମାସ ର ଆରଂଭ…

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ବାବା ସାହେବ୍ ଡ ଭୀମରାଓ ରାମଜୀ ଆମ୍ବେଦକର ଙ୍କ ୧୩୫ତମ ଜୟନ୍ତୀ ମହାସମାରୋହରେ ପାଳିତ

ନବରଙ୍ଗପୁର ତା ୧୪.୪.୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ ଗୃହରେ ସକାଳ ଘ ୮.୩୦ ମି ସମୟରେ ଡ ବି ଆର୍ ଆମ୍ବେଦକର ଙ୍କ ୧୩୫ତମ ଜନ୍ମ ଜୟନ୍ତୀ ସ୍ମୃତିସଭା ,ଆଲୋଚନାଚକ୍ର ଓ ମୁକ୍ତ ପ୍ରଶ୍ନ ମଂଚର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ…

ବିପଦଜନକ ଅବସ୍ଥାରେ ଓଡ଼ଗାଁ ପରିବା ମାର୍କେଟ କଂକ୍ରିଟ ରାସ୍ତା

ପୋଲ ଉପରେ ନାହିଁ ବିପଦ ସଙ୍କେତ ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ପରିବା ମାର୍କେଟ ନାଳ ଓ ବସଷ୍ଟାଣ୍ଡକୁ ସଂଲଗ୍ନ କରୁଥିବା ଅଣ ଓସାରିଆ ପାଦଚଲା କଂକ୍ରିଟ ପୋଲ ଶୂନ୍ୟରେ ଝୁଲୁଥିବା ଅବସ୍ଥାରେ ରହିଛି । ଯେକୌଣସି ସମୟରେ ଏହା ଖସି ପଡ଼ିବାର ସମ୍ଭାବନା…