ଭଞ୍ଜନଗର ଠାରେ ପ୍ରାଣୀମିତ୍ରଙ୍କ ଏ-ହେଲ୍ପ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଭଞ୍ଜନଗର ସ୍ଥିତ ପ୍ରାଣୀ ସମ୍ପଦ ବିକାଶ ବିଭାଗ କର୍ମଚାରୀ ତାଲିମ ପ୍ରତିଷ୍ଠାନରେ, ଓଡ଼ିଶା ପ୍ରାଣୀ ସମ୍ପଦ ବିକାଶ ସମିତି ଓ ରାଷ୍ଟ୍ରୀୟ ଦୁଗ୍ଧ ବିକାଶ ବୋର୍ଡର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଏ-ହେଲ୍ପ ପ୍ରଶିକ୍ଷଣ ଶିବିର ଫେବୃୟାରୀ ୨୦ ଗୁରୁବାର…

ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ଥିତ ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏସଏମସି ଚେୟାରପର୍ସନ ପ୍ରମିଳା ଭୋଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ…

ସହଲା ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସହଲା ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଏସଏମସି ଅଧ୍ୟକ୍ଷ ଦିଲୀପ ପଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଡୁଙ୍ଗୁରିପାଲି ବ୍ଲକ ସହଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢ଼ୀ…

ପୋଲିସର ଏକ କାଳୀନ ଚଢ଼ାଉ: 10 ହଜାର 852 କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

https://youtu.be/dQ-oaolmGFs କନ୍ଧମାଳ/ଭୁବନେଶ୍ୱର : ଆଜି କନ୍ଧମାଳ ଜିଲ୍ଲା ପୋଲିସ 5 ଟି ଥାନା ଅଞ୍ଚଳରେ ଏକ କାଳୀନ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରାୟ 10 ହଜାର 852 କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବାବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ପ୍ରଥମ…

୮୧୦ ଆୟକରଦାତାଙ୍କୁ ଖାଉଟି କାର୍ଡ ଫେରସ୍ତ ପାଇଁ ନୋଟିସ

ଓଡ଼ଗାଁ ୨୦।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ବାରା ବ୍ଳକର ୮୧୦ ଖାଉଟି କାର୍ଡ ଫେରସ୍ତ ପାଇଁ ସମ୍ପୃକ୍ତ ଆୟକର ଦାତାଙ୍କୁ ତାଗିଦ୍ କରାଯାଇଛି । କୈାଣସି କାଡରେ ଥିବା ପରିବାର ସଦସ୍ୟଙ୍କ ମଧ୍ୟରୁ କେହି ଜଣେ ଯଦି ଆୟକର…

“ଅବହେଳିତ ଝାଡେଶ୍ଵର ମନ୍ଦିର”।

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା/: ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଵାରସର ଠାରେ ଝାଡେଶ୍ଵର ମନ୍ଦିର, ସେ ମଧ୍ୟରେ ରେ ବିଦ୍ୟମାନ ରାମଚଣ୍ଡୀ , ତା ସହିତ ୧୪ ଟି ମନ୍ଦିର ଥିବା ପରିଦୃଶ୍ୟ ମାନ ହେଉଛି।ଉକ୍ତ ମନ୍ଦିର କୃଷ୍ଣ ଗିରିର ପାଦଦେଶରେ ଥିବା ବେଳେ,ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ…

ଖଗେଶ୍ୱର ସାହିତ୍ୟ କଲା ପରିଷଦ ର ବଛରକିଆ ଉଛବ ଅନୁଷ୍ଠିତ ହୋଇଯାଇଛି

 ବିଜେପୁର /ସୁଶାନ୍ତ ସାହୁ ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦର ବଛରକିଆ ଉଛବ ଅନୁଷ୍ଠିତ ହୋଇଯାଇଛି।ଧୁମାପାଲି ଗ୍ରାମରେ ଆୟୋଜିତ ଉକ୍ତ ଉତ୍ସବରେ କଳାକାର ତୁଳସୀ ପ୍ରସାଦ ଗଡତୀୟାଙ୍କ ଜୟନ୍ତୀ ଓ ସାହିତ୍ୟ ପ୍ରାଣ କବି ଖଗେଶ୍ବର ଶେଠଙ୍କ ପୁଣ୍ୟ ତିଥି ପାଳନ କରାଯାଇଥିଲା।ସଭାପତି ମୋହନ ସିଂ…

ବରଯାତ୍ରୀ ଙ୍କ ବନ୍ଧୁକ ରୁ ଗୁଳି ଗର୍ଜନ ।

ଅସ୍ତରଙ୍ଗ: ଗତ ରବିବାର ଦିନ ପୁରୀ ସଦର ଅଧିନ ଚାରିଶ୍ରୀ ଗ୍ରାମରୁ ଅସ୍ତରଙ୍ଗ ବ୍ଲକ ର ନଗର ଗ୍ରାମକୁ ଆସିଥିବା ବରଯାତ୍ରୀ ଦଳ ର ଜଣେ ଯୁବକ ଜେକି ସୁଶାନ୍ତ କୁମାର ଦାସ,(ବୟସ ୫୦) ବରଯାତ୍ରୀ ପ୍ରୋସେଶନ ଚାଲି ଥିବା ବେଳେ,ତାଙ୍କ ପକେଟରୁ ରିଭଲ ବଲ ବାହାର କରି ଅଚାନକ ଦୁଇ ରାଉଣ୍ଡ ଗୁଳି ଫୁଟାଇ…

ବିଶାଳ ରକ୍ତ ଦାନ ଶିବିର ଆୟୋଜନ: ଜନ୍ମ ଦିନ ରେ ନିଜେ ରକ୍ତ ଦାନ କଲେ ବାଣୀ କଲ୍ୟାଣ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଭାରତୀୟ ଜନତା ପାର୍ଟି ପକ୍ଷ ରୁ ଏକ ବିଶାଳ ରକ୍ତ ଦାନ ଶିବିର ଆୟୋଜନ ହୋଇ ଯାଇଛି। ବାସୁଦେବପୁର ବିଧାନ ସଭା ନେତା ବାଣୀ କଲ୍ୟାଣ ମହାନ୍ତି ଙ୍କ ଜନ୍ମ ଦିନ ଅବସର ରେ ସମସ୍ତ ମଣ୍ଡଳ ସଭାପତି ଓ କାର୍ଯ୍ୟ କର୍ତ୍ତା ମାନଙ୍କ ମିଳିତ ରେ ଆୟୋଜନ ହୋଇ…

ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ” ପ୍ରେରଣା ” ଉଦଯାପିତ

ବାଣପୁର :(ସେକ କୌସର):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ନିର୍ଦ୍ଦେଶକ୍ରମେ ତଥା ଖୋର୍ଦ୍ଧା ଜିଲ୍ଲା ସମଗ୍ର ଶିକ୍ଷା ସହାୟତାରେ ବ୍ଳକ୍ ଶିକ୍ଷା ଅଧିକାରୀଙ୍କ ଆନୁକୂଲ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ -୧ ବାଣପୁର ଠାରେ ପାଞ୍ଚ ଦିନିଆ ନବ ନିଯୁକ୍ତ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା…